ଆଇଫାରେ ପ୍ରଦର୍ଶିତ ହେବ ‘ଦିଲ୍ ଧଡକନେ ଦୋ’

ମୁମ୍ବାଇ: ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ବହୁ ଷ୍ଟାରକାଷ୍ଟ ବିଶିଷ୍ଟ ଚଳଚ୍ଚିତ୍ର ’ଦିଲ୍ ଧଡକନେ ଦୋ’ ଜୁନ ୬ରେ ମାଲସିଆରେ ଆରମ୍ଭ ହେବାକୁ ଥିବା ଆଇଫା ଫିଲ୍ମ ଫେଷ୍ଟିୱାଲରେ ପ୍ରଦର୍ଶିତ ହେବ।

ଏହି ଚଳଚ୍ଚିତ୍ରଟି ପ୍ରଦର୍ଶିତ ହେବାର ଗୋଟିଏ ଦିନ ପୂର୍ବରୁ ବା ଜୁନ ୫ ତାରିଖରେ ବିଶ୍ୱବ୍ୟାପୀ ରିଲିଜ ହେବ। ଏଥିରେ ଷ୍ଟାର କାଷ୍ଟ ଭାବେ ବରିଷ୍ଠ ଅଭିନେତା ଅନିଲ କପୁର, ପ୍ରିୟଙ୍କା ଚୋପ୍ରା, ରଣବୀର ସିଂହ, ଫରାନ୍ ଅଖତର, ଅନୁଷ୍କା ଶର୍ମା ଓ ଶେଫାଲୀ ଶାହ ପ୍ରମୁଖଙ୍କ ବଳିଷ୍ଠ ଅଭିନୟ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ସହ-ନିର୍ଦ୍ଦେଶକ ଭାବେ ଫରାନ୍ ଓ ରିତେଶ୍ ସିଦ୍ଧୱାନି ରହିଛନ୍ତି।

ଆହୁରି ପଢ଼ନ୍ତୁ

ପାୟଲଙ୍କ ଚେତାବନୀ: ଅନୁରାଗଙ୍କୁ ଗିରଫ ନ କଲେ…

ସୁଶାନ୍ତଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ଫିଲ୍ମ, ଡିସେମ୍ବରରେ ହେବ ରିଲିଜ୍

ବଲିଉଡ୍ ଡ୍ରଗ୍ସ ଲିଙ୍କ୍: ଶକ୍ତି ହେଲେ ଏନସିବି ଅଫିସର, ଏପଟେ ଶ୍ରଦ୍ଧାଙ୍କୁ ଜେରା

୬ ଘଣ୍ଟାର ଜେରା ପରେ ଘରକୁ ଫେରିଲେ ଦୀପିକା ପାଦୁକୋଣ, ସାରା ସିଗାରେଟ ଟାଣୁଥିବା କଥା ସ୍ୱୀକାର କଲେ

କୁନିଙ୍କୁ ସାହା ହେଲେ ସବ୍ୟସାଚୀ, ଏମ୍‌ସରେ ଆରମ୍ଭ ହେଲା ଚିକିତ୍ସା

ଏଥିପାଇଁ ବନ୍ଦ ହେବାକୁ ଯାଉଛି ‘ୟେ ରିସ୍ତେ ପ୍ୟାର୍ କେ’

ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କ ଅବସ୍ଥା ସଙ୍କଟାପନ୍ନ

ବିବାହକୁ ମାସେ ନ ପୁରୁଣୁ ପୁନମ ପାଣ୍ଡେଙ୍କ ବଡ଼ ନିଷ୍ପତ୍ତି

ସମନ ପାଇବା ପରେ ଗୋଆ ଛାଡ଼ିଲେ ସାରା

‘ଟେଲିଭିଜନ୍‌ ଇଣ୍ଡଷ୍ଟ୍ରୀରେ ସର୍ବଦା ଅଭିନେତ୍ରୀଙ୍କ ଆଧିପତ୍ୟ ରହିଆସିଛି’

ଡ୍ରଗ୍ସ ଲିଙ୍କ୍‌: ଖାଲି ବଲିଉଡ୍ ନୁହେଁ, ଏନ୍‌ସିବି ରାଡାର୍‌ରେ ଅଛନ୍ତି ଟେଲି କଳାକାର

କଙ୍ଗନାଙ୍କ ‘ମଣିକର୍ଣ୍ଣିକା’ରୁ କାହିଁକି ବାହାରିଥିଲେ ସୋନୁ; ପ୍ରଥମ ଥର ପାଇଁ ଖୋଲିଲେ ମୁହଁ