ଅମୀରଙ୍କୁ ଘୃଣା କରନ୍ତି ସଲମାନ୍!

ମୁମ୍ବାଇ: ବଡିଗାର୍ଡ ଷ୍ଟାରର ସଲମାନ ଓ ମିଷ୍ଟର ପରଫେକ୍ଟ ଅମୀରଙ୍କ ବନ୍ଧତ୍ୱ କଥା ସମସ୍ତେ ଜାଣନ୍ତି। ସୁଖ, ଦୁଃଖରେ ଉଭୟଙ୍କୁ ସବୁବେଳେ ସାଥୀରେ ଦେଖିବାକୁ ମଳିଥାଏ। ହେଲେ ପ୍ରଫେସନ ଜୀବନରେ ସଲମାନ ଅମୀରଙ୍କୁ ଘୃଣା କରନ୍ତି ବୋଲି ଟ୍ୱିଟ୍‌ କରି କହିଛନ୍ତି। ସେ କହିଛନ୍ତି,“ଅମୀର ମୁଁ ତୁମକୁ ବହୁତ ଭଲ ପାଏ। ହେଲେ ପ୍ରଫେସନାଲି ତୁମକୁ ଘୃଣା କରେ।” ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ ମୋ ପରିବାର ଲୋକେ ‘ଦଙ୍ଗଲ’ ଦେଖିଛନ୍ତି। ସେମାନେ ‘ସୁଲତାନ’ ଅପେକ୍ଷା […]

salman-khan-

salman-khan-

Rakesh Mallick
  • Published: Friday, 23 December 2016
  • Updated: 24 December 2016, 01:51 PM IST

Sports

Latest News

ମୁମ୍ବାଇ: ବଡିଗାର୍ଡ ଷ୍ଟାରର ସଲମାନ ଓ ମିଷ୍ଟର ପରଫେକ୍ଟ ଅମୀରଙ୍କ ବନ୍ଧତ୍ୱ କଥା ସମସ୍ତେ ଜାଣନ୍ତି। ସୁଖ, ଦୁଃଖରେ ଉଭୟଙ୍କୁ ସବୁବେଳେ ସାଥୀରେ ଦେଖିବାକୁ ମଳିଥାଏ। ହେଲେ ପ୍ରଫେସନ ଜୀବନରେ ସଲମାନ ଅମୀରଙ୍କୁ ଘୃଣା କରନ୍ତି ବୋଲି ଟ୍ୱିଟ୍‌ କରି କହିଛନ୍ତି।

ସେ କହିଛନ୍ତି,“ଅମୀର ମୁଁ ତୁମକୁ ବହୁତ ଭଲ ପାଏ। ହେଲେ ପ୍ରଫେସନାଲି ତୁମକୁ ଘୃଣା କରେ।”

ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ ମୋ ପରିବାର ଲୋକେ ‘ଦଙ୍ଗଲ’ ଦେଖିଛନ୍ତି। ସେମାନେ ‘ସୁଲତାନ’ ଅପେକ୍ଷା ‘ଦଙ୍ଗଲ’କୁ ଅଧିକ ପସନ୍ଦ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story