ବୈଧ ନୁହେଁ ଟିଏମ୍‌ସି ସାଂସଦଙ୍କ ବିବାହ

କୋଲକାତା: ଚର୍ଚ୍ଚାରେ ବଙ୍ଗୀୟ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁ। ତାଙ୍କ ବିବାହକୁ ନେଇ ଉଠିଛି ପୁଣି ବିବାଦ। ୨୦୧୯ ଜୁନ୍‌ ୧୯ ରେ ନିଖିଲ ଜୈନ୍‌ ଏବଂ ନୁସରତଙ୍କ ବିବାହ ହୋଇଥିଲା। ହିନ୍ଦୁ ରୀତିନୀତି ଅନୁଯାୟୀ ବେଶ୍‌ ଧୁମ୍‌ଧାମରେ ତୁର୍କୀରେ ଟର୍କିସ ମ୍ୟାରେଜ ରେଗୁଲେସନ୍ସ ଆଧାରରେ ଉଭୟ ବିବାହ କରିଥିଲେ। ଏବେ ଏହି ବିବାହକୁ କୋଲକାତା କୋର୍ଟ ଅବୈଧ ବୋଲି ଘୋଷଣା କରିଛନ୍ତି। ହିନ୍ଦୁ ଆଇନ୍‌ ଅନୁଯାୟୀ ଟିଏମ୍‌ସି ସାଂସଦ ନୁସରତଙ୍କ ଏହି […]

Nusrat-1

Nusrat-1

Madhupriya Mistry
  • Published: Thursday, 18 November 2021
  • Updated: 18 November 2021, 12:57 PM IST

Sports

Latest News

କୋଲକାତା: ଚର୍ଚ୍ଚାରେ ବଙ୍ଗୀୟ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁ। ତାଙ୍କ ବିବାହକୁ ନେଇ ଉଠିଛି ପୁଣି ବିବାଦ। ୨୦୧୯ ଜୁନ୍‌ ୧୯ ରେ ନିଖିଲ ଜୈନ୍‌ ଏବଂ ନୁସରତଙ୍କ ବିବାହ ହୋଇଥିଲା। ହିନ୍ଦୁ ରୀତିନୀତି ଅନୁଯାୟୀ ବେଶ୍‌ ଧୁମ୍‌ଧାମରେ ତୁର୍କୀରେ ଟର୍କିସ ମ୍ୟାରେଜ ରେଗୁଲେସନ୍ସ ଆଧାରରେ ଉଭୟ ବିବାହ କରିଥିଲେ। ଏବେ ଏହି ବିବାହକୁ କୋଲକାତା କୋର୍ଟ ଅବୈଧ ବୋଲି ଘୋଷଣା କରିଛନ୍ତି।

ହିନ୍ଦୁ ଆଇନ୍‌ ଅନୁଯାୟୀ ଟିଏମ୍‌ସି ସାଂସଦ ନୁସରତଙ୍କ ଏହି ପ୍ରଥମ ବିବାହ ଅମାନ୍ୟ ଅଟେ ବୋଲି କୋର୍ଟ କହିଛନ୍ତି। ପୂର୍ବରୁ ନୁସରତ ମଧ୍ୟ ନିଜ ବିବାହକୁ ଅବୈଧ ବୋଲି କହିଥିଲେ। ଭାରତରେ ନିଖିଲ ସହ ହୋଇଥିବା ତାଙ୍କ ବିବାହ କୌଣସି ମାନ୍ୟତା ନାହିଁ ବୋଲି କହିଥିଲେ। ଏବେ କୋଲକାତା କୋର୍ଟ ନୁସରତ ଜାହାଁ ଏବଂ ନିଖିଲ ଜୈନଙ୍କ ପ୍ରଥମ ବିବାହକୁ ଆଇନଗତ ଭାବରେ ଅବୈଧ ବୋଲି ଘୋଷଣା କରିଛନ୍ତି।

[caption id="attachment_692678" align="aligncenter" width="650"]Nikhil and Nusrat ଟିଏମ୍‌ସି ସାଂସଦ ନୁସରତ ଓ ନିଖିଲ ଜୈନ[/caption]

ନୁସରତ ଜାହାଁଙ୍କ ଦୃଷ୍ଟିକୋଣକୁ ସଠିକ୍ ଭାବରେ ବିଚାର କରି କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଆଦେଶରେ କୁହାଯାଇଛି, ନୁସରତ ଜଣେ ମୁସଲମାନ ଏବଂ ନିଖିଲ ଜୈନ ଜଣେ ହିନ୍ଦୁ ଅଟନ୍ତି। ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ନୁସରତ ଏବଂ ନିଖିଲ ବିବାହ କରିନାହାଁନ୍ତି ବୋଲି କୋଲକାତା କୋର୍ଟ କହିଛନ୍ତି।

ସୁଚନା ମୁତାବକ, ନୁଖିଲ ଜୈନଙ୍କ ସହ ନିଜ ବିବାହକୁ ଅବୈଧ ଘୋଷଣା କରି ନୁସରତ ଚର୍ଚ୍ଚାକୁ ଆସିଥିଲେ। ଦୁହେଁ ନିଜ ବିବାହ ବିବାଦକୁ ନେଇ ଗତ କିଛି ଦିନ ହେବ ଲଗାତାର ଚର୍ଚ୍ଚାରେ ଅଛନ୍ତି। ଦୁହିଁଙ୍କ ସମ୍ପର୍କକୁ ନେଇ ଲଗାତାର ପ୍ରଶ୍ନ ଉଠିଛି। ଏହାପରେ ନୁସରତ ବିବାହକୁ ଅମାନ୍ୟ କହି ନିଖିଲଙ୍କ ନାଁରେ ଟଙ୍କା ହେରଫେର ଏବଂ ପ୍ରତାରଣା ଅଭିଯୋଗ ମଧ୍ୟ ଆଣିଥିଲେ।

ତେବେ ଏହାରି ଭିତରେ ନୁସରତ ବଙ୍ଗୀୟ ଅଭିନେତା ୟଶ ଦାସଗୁପ୍ତାଙ୍କ ସହ ସମ୍ପର୍କରେ ଥିବା ଖବର ସାମ୍ନାକୁ ଆସିଥିଲା। ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସେ ଗର୍ଭବତୀ ଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା। ତେବେ ତାଙ୍କ ଛୁଆର ବାପା କିଏ? ତାକୁ ନେଇ ମଧ୍ୟ ବିଭିନ୍ନ ଗଣମାଧ୍ୟରେ ପ୍ରଶ୍ନ ଉଠିଥିଲା।

ତେବେ ନୁସରତଙ୍କ ପୁଅ ଜନ୍ମ ହେବା ପରେ ଏହି ପ୍ରଶ୍ନର ଉତ୍ତର ମିଳିଯାଇଥିଲା। ୟଶ୍‌ ଦାସଗୁପ୍ତା ହିଁ ତାଙ୍କ ଛୁଆର ବାପା ବୋଲି ସ୍ପଷ୍ଟ ହୋଇଥିଲା। ସେପଟେ ଦୀପବାଳି ଅବସରରେ ନୁସରତ ମଧ୍ୟ ପୁଅ ଏବଂ ୟଶ ଦାସଗୁପ୍ତାଙ୍କ ଫଟୋ ଶେୟାର କରି ନିଜ ସମ୍ପର୍କକୁ ଅଫିସିଆଲି ଘୋଷଣା କରିଥିଲେ।  ନିଖିଲଙ୍କ ଠାରୁ ଭିନ୍ନ ହେବା ପରେ ୟଶ୍‌ଙ୍କୁ ସେ ବିବାହ କରିଥିବା କଥାର ମଧ୍ୟ ଖୁଲାସା ହୋଇଥିଲା। ପ୍ରଥମ କରି ସେ ମଥାରେ ସିନ୍ଦୂର ଲଗାଇ ଫଟୋ ଶେୟାର କରିଥିଲେ।

https://twitter.com/ANI/status/1460976335266803715?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story