ଦାସଗୁପ୍ତା ଘରର ବୋହୂ ହେଲେଣି ନୁସରତ, ନିଖିଲ କହୁଛନ୍ତି- ଏବେବି ମୁଁ ତାଙ୍କୁ ଭଲ ପାଉଛି

କୋଲକାତା: ଅଲଗା ହେବା ପରେ ବି କମିନି ପ୍ରେମ। ଏବେ ନୁସରତଙ୍କୁ ଝୁରୁଛନ୍ତି ନିଖିଲ। କେବଳ ସେତିକି ନୁହେଁ ସେ ଏବେ ବି ନୁସରତଙ୍କୁ ଖୁବ୍‌ ଭଲ ପାଉଛନ୍ତି। ପ୍ରଥମ ଥର ପାଇଁ ସାମ୍ନାକୁ ଆସି କିଛି ଏଭଳି କହିଛନ୍ତି ଟିଏମ୍‌ସି ସାଂସଦ ନୁସରତ ଜାହାଁଙ୍କ ପୂର୍ବତନ ସ୍ୱାମୀ ନିଖିଲ ଜୈନ୍‌। ୨୦୧୯ରେ ସେମାନଙ୍କର ବିବାହ ଚର୍ଚ୍ଚାରେ ରହିଥିବା ବେଳେ ବିବାହର ଏକ ବର୍ଷ ପରେ ଦୁହେଁ ପରସ୍ପର ଠାରୁ ଭିନ୍ନ ହୋଇଯାଇଥିଲେ। ଅଲଗା ହେବା ପରେ […]

Nusrat and nikhil

Nusrat and nikhil

Madhupriya Mistry
  • Published: Thursday, 25 November 2021
  • Updated: 25 November 2021, 04:36 PM IST

Sports

Latest News

କୋଲକାତା: ଅଲଗା ହେବା ପରେ ବି କମିନି ପ୍ରେମ। ଏବେ ନୁସରତଙ୍କୁ ଝୁରୁଛନ୍ତି ନିଖିଲ। କେବଳ ସେତିକି ନୁହେଁ ସେ ଏବେ ବି ନୁସରତଙ୍କୁ ଖୁବ୍‌ ଭଲ ପାଉଛନ୍ତି। ପ୍ରଥମ ଥର ପାଇଁ ସାମ୍ନାକୁ ଆସି କିଛି ଏଭଳି କହିଛନ୍ତି ଟିଏମ୍‌ସି ସାଂସଦ ନୁସରତ ଜାହାଁଙ୍କ ପୂର୍ବତନ ସ୍ୱାମୀ ନିଖିଲ ଜୈନ୍‌।

୨୦୧୯ରେ ସେମାନଙ୍କର ବିବାହ ଚର୍ଚ୍ଚାରେ ରହିଥିବା ବେଳେ ବିବାହର ଏକ ବର୍ଷ ପରେ ଦୁହେଁ ପରସ୍ପର ଠାରୁ ଭିନ୍ନ ହୋଇଯାଇଥିଲେ। ଅଲଗା ହେବା ପରେ ଦୁହେଁ ନିଜ ନିଜ ବାଟରେ ଆଗେଇ ଚାଲିଛନ୍ତି। ନିକଟରେ କୋଲକାତାର ଏକ କୋର୍ଟ ଦ୍ୱାରା ଉଭୟଙ୍କ ବିବାହକୁ ଅବୈଧ ଘୋଷଣା କରାଯାଇଛି। ହେଲେ ବର୍ତ୍ତମାନ ମାସେ ପରେ ନିଖିଲ ତାଙ୍କ ବିରୋଧରେ ନୁସରତ ଆଣିଥିବା ଅଭିଯୋଗ ଉପରେ ମୁହଁ ଖୋଲିଛନ୍ତି।

ନିଖିଲ କହିଛନ୍ତି, 'ନୁସରତ ଆଣିଥିବା ସମଲିଙ୍ଗୀ ଅଭିଯୋଗ ଭିତ୍ତିହୀନ। ମୁଁ ସମଲିଙ୍ଗୀ ନୁହେଁ। ମୁଁ ଏବେ ବି ନୁସରତଙ୍କୁ ହୃଦୟରୁ ଭଲ ପାଉଛି ବୋଲି ସ୍ୱୀକାର କରିଛନ୍ତି।' ନିଖିଲଙ୍କ ଏଭଳି ଖୁଲାସା ଏବେ ସମସ୍ତଙ୍କୁ ଚକିତ କରିଛି। ସେପଟେ ଏନେଇ ନୁସରତଙ୍କ କିନ୍ତୁ କୌଣସି ପ୍ରତିକ୍ରିୟା ଏଯାଏଁ ମିଳିନାହିଁ।

ସୂଚନା ମୁତାବକ, ନିଖିଲ ଜୈନଙ୍କ ସହ ସମ୍ପର୍କରେ ଫାଟ ସୃଷ୍ଟି ହେବା ପରେ ନୁସରତ ଅଲଗା ହୋଇ ଯାଇଥିଲେ। ଯେତେବେଳେ ସେ ଅଲଗା ହୋଇଥିଲେ ସେ ସମୟରେ ସେ ମା ହେବାକୁ ଯାଉଥିଲେ। ନିଖିଲଙ୍କ ସହ ଏହି ବିବାହ ଗ୍ରହଣ କରିବାକୁ ନୁସରତ ମନା କରିଦେଇଥିଲେ। ଏହାକୁ ନେଇ ଅଭିନେତ୍ରୀ ଖୋଲାଖୋଲି ଭାବେ କହିଛନ୍ତି ଯେ ସେମାନଙ୍କର ବିବାହ ତୁର୍କୀରେ ହୋଇଥିଲା ଏବଂ ଭାରତରେ ସ୍ପେଶାଲ୍ ମ୍ୟାରେଜ୍ ଆକ୍ଟ ଅନୁଯାୟୀ ଏହା ପଞ୍ଜୀକୃତ ହୋଇନାହିଁ, ତେଣୁ ଏହି ବିବାହ ଭାରତରେ ଆଇନଗତ ଭାବେ ବୈଧ ନୁହେଁ। ଏହାକୁ ନେଇ କୋର୍ଟ ମଧ୍ୟ ନୁସରତଙ୍କ କଥାକୁ ଗ୍ରହଣ କରିଛନ୍ତି।

ସେପଟେ ଅଲଗା ହେବା ପରେ ନୁସରତଙ୍କ ଛୁଆର ବାପା କିଏ ବୋଲି ପ୍ରଶ୍ନ ଉଠିଥିଲା। ଏପରିକି ନୁସରତ ବଙ୍ଗୀୟ ଅଭିନେତା ୟଶ ଦାସଗୁପ୍ତଙ୍କ ସହ ସମ୍ପର୍କରେ ଥିବା ନେଇ ଖବର ମଧ୍ୟ ସାମ୍ନାକୁ ଆସିଥିଲା। ପରେ ସେ ଏହି ସମ୍ପର୍କଙ୍କୁ ଖୋଲାଖୋଲି ଭାବେ ଗ୍ରହଣ କରିଛନ୍ତି। ତାଙ୍କ ଛୁଆର ବାପା ୟଶ ଦାସଗୁପ୍ତା ବୋଲି ଖୋଲାଖୋଲି ନକହିଥିଲେ ବି ଇସାରା ଇସାରାରେ କହିଛନ୍ତି। ଏଥିସହ ସେ ତାଙ୍କୁ ବିବାହ କରିନେଇଥିବା କଥା ମଧ୍ୟ ସାମ୍ନାକୁ ଆସିଛି। ସେ ଏବେ ନିଖିଲଙ୍କ ନୁହେଁ ୟଶ ଦାସଗୁପ୍ତାଙ୍କ ଘରର ବୋହୂ ହୋଇସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story