କୋଲକାତା: ନିର୍ମାଣାଧୀନ ଫ୍ଲାଇଓଭର ଭୁଶୁଡ଼ି ୧୦ ମୃତ

କୋଲକତା: ଉତ୍ତର କୋଲକାତାର ବଡ଼ବଜାର ଗଣେଶ ଟକିଜ୍ ନିକଟରେ ଏକ ନିର୍ମାଣାଧୀନ ଫ୍ଲାଇଓଭର ଆଜି ଭୁଶୁଡି ପଡ଼ିବାରୁ ୧୦ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ୧୫୦ରୁ ଅଧିକ ଲୋକ ଫ୍ଲାଇଓଭର ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। କାମ ଚାଲିଥିବା ବେଳେ ଫ୍ଲାଇଓଭରଟି ଭୁଶୁଡ଼ି ପଡ଼ିଥିଲା। ଦୁଇଟି ଏନଡିଆରଏଫ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଫ୍ଲାଇଓଭର ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିବାରୁ ଏହା ଭୁଶୁଡି ପଡ଼ିଥିବା ଅଭିଯୋଗ ହୋଇଛି। ୭ […]

overbridge

overbridge

Rakesh Mallick
  • Published: Thursday, 31 March 2016
  • Updated: 31 March 2016, 09:59 AM IST

Sports

Latest News

overbridgeକୋଲକତା: ଉତ୍ତର କୋଲକାତାର ବଡ଼ବଜାର ଗଣେଶ ଟକିଜ୍ ନିକଟରେ ଏକ ନିର୍ମାଣାଧୀନ ଫ୍ଲାଇଓଭର ଆଜି ଭୁଶୁଡି ପଡ଼ିବାରୁ ୧୦ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ୧୫୦ରୁ ଅଧିକ ଲୋକ ଫ୍ଲାଇଓଭର ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। କାମ ଚାଲିଥିବା ବେଳେ ଫ୍ଲାଇଓଭରଟି ଭୁଶୁଡ଼ି ପଡ଼ିଥିଲା। ଦୁଇଟି ଏନଡିଆରଏଫ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଫ୍ଲାଇଓଭର ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିବାରୁ ଏହା ଭୁଶୁଡି ପଡ଼ିଥିବା ଅଭିଯୋଗ ହୋଇଛି। ୭ ବର୍ଷ ହେବ ଏହାର କାମ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୨୫ ପ୍ରତିଶତ ବି ଶେଷ ହୋଇନାହିଁ। ଦୁର୍ଘଟଣା ପରେ ଉତ୍ତର କୋଲକାତାରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି।  ଏହି ଫ୍ଲାଇଓଭରଟି କୋଲକାତାର ସବୁଠୁ ବଡ଼ ବ୍ରିଜ୍ ଥିଲା। ଏଥିପାଇଁ ୧୬୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା।

ସିପିଏମ୍‌ ନେତା ମହମ୍ମଦ ସଲିମ୍ କହିଛନ୍ତି,“ଦୁର୍ନୀତି ଓ ନିମ୍ନମାନର ସାମଗ୍ରୀ ବ୍ୟବହାର ଯୋଗୁଁ ଏପରି ଏକ ବଡ଼ ଘଟଣା ଘଟିଗଲା।”

ବିଜେପି ନେତା ସିର୍ଦ୍ଧାଥ ନାଥ ସିଂହ କହିଛନ୍ତି, “ଭଷ୍ଟ୍ରାଚାର ଯୋଗୁଁ ଏପରି ଏକ ବଡ଼ ଦୁର୍ଘଟଣା ଘଟିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story