ମାସ୍କ ପିନ୍ଧାକୁ ନେଇ ବିବାଦ: ୧୯ ବର୍ଷୀୟ ଯୁବତୀଙ୍କୁ ହତ୍ୟା

ବିଜୟୱାଡା: ମହାମାରୀ କାରୋନା ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ହେଲେ ଏହି ମାସ୍କ ପିନ୍ଧା ବିବାଦକୁ ନେଇ ଜଣେ ୧୯ ବର୍ଷୀୟ ଯୁବତୀ ହତ୍ୟାର ଶିକାର ହୋଇଛନ୍ତି। ଆନ୍ଧ୍ର ପ୍ରଦେଶର ଗୁଣ୍ଠୁର ଜିଲ୍ଲା ରେଣ୍ଟାଛିଣ୍ଟାଲାରେ ଏହି ଘଟଣା ଘଟିଛି। ପ୍ରାଣ ହରାଇଥିବା ଯୁବତୀ ଜଣଙ୍କ ହେଉଛନ୍ତି କ୍ରାନ୍ତୀ ଫତିମା। ପୁଲିସ୍‌ର ସୂଚନା ଅନୁଯାୟୀ, ଘଟଣାଟି ଜୁଲାଇ ୩ରେ ଘଟିଥିଲେ ହେଁ ଶନିବାର ଦିନ ଫତିମାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଫତିମାଙ୍କ ମା’ ଗାଁରେ ବୁଲୁଥିବା ୧୯ […]

ea

ea

Hemant Lenka
  • Published: Monday, 13 July 2020
  • Updated: 13 July 2020, 09:27 AM IST

Sports

Latest News

ବିଜୟୱାଡା: ମହାମାରୀ କାରୋନା ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ହେଲେ ଏହି ମାସ୍କ ପିନ୍ଧା ବିବାଦକୁ ନେଇ ଜଣେ ୧୯ ବର୍ଷୀୟ ଯୁବତୀ ହତ୍ୟାର ଶିକାର ହୋଇଛନ୍ତି। ଆନ୍ଧ୍ର ପ୍ରଦେଶର ଗୁଣ୍ଠୁର ଜିଲ୍ଲା ରେଣ୍ଟାଛିଣ୍ଟାଲାରେ ଏହି ଘଟଣା ଘଟିଛି। ପ୍ରାଣ ହରାଇଥିବା ଯୁବତୀ ଜଣଙ୍କ ହେଉଛନ୍ତି କ୍ରାନ୍ତୀ ଫତିମା।

ପୁଲିସ୍‌ର ସୂଚନା ଅନୁଯାୟୀ, ଘଟଣାଟି ଜୁଲାଇ ୩ରେ ଘଟିଥିଲେ ହେଁ ଶନିବାର ଦିନ ଫତିମାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଫତିମାଙ୍କ ମା’ ଗାଁରେ ବୁଲୁଥିବା ୧୯ ବର୍ଷୀୟ ମଲ୍ଲିକାର୍ଜୁନଙ୍କୁ ମାସ୍କ ପିନ୍ଧି ନଥିବାରୁ ପ୍ରଶ୍ନ କରିଥିଲେ। ଏହାପୂର୍ବରୁ ମଲ୍ଲିକାର୍ଜୁନ ଓ ତାଙ୍କ ଭାଇ ଫତିମାଙ୍କ ବାପା ମାସ୍କ ପିନ୍ଧି ନଥିବାରୁ ତାଙ୍କୁ ଧମକଚମକ ଦେବା ସହ ପ୍ରଶ୍ନ କରିଥିଲେ।

ତେଣୁ ଏବେ ମଲ୍ଲିକାର୍ଜୁନ ମାସ୍କ ପିନ୍ଧି ନଥିବାରୁ ଫତିମାଙ୍କ ମା’ ତାଙ୍କୁ ପ୍ରଶ୍ନ କରିଥିଲେ। ଏହାକୁ ନେଇ ମଲ୍ଲିକାର୍ଜୁନ ଯୁକ୍ତିତର୍କ ଆରମ୍ଭ କରିଥିଲେ। କିଛି ସମୟ ପରେ ଏହା ହାତାହାତି ସ୍ଥିତିକୁ ଚାଲି ଯାଇଥିଲା। ମଲ୍ଲିକାର୍ଜୁନଙ୍କ ସମର୍ଥନରେ ତାଙ୍କ ବାପା, ଭାଇ ଓ ଦାଦା ମିଳିତ ଭାବେ ଫତିମାଙ୍କ ବାପା ଓ ମା’ଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲେ।

ଏହା ଦେଖି ଫତିମା ବାପା ମା’ଙ୍କୁ ରକ୍ଷା କରିବାକୁ ଆଗେଇ ଆସିଥିଲେ। ହେଲେ ଏହି ସମୟରେ ଫତିମାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଓ ସେ ସେଠାରେ ହିଁ ଠିଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ହେଲେ ସପ୍ତାହ ଧରି ଚିକିତ୍ସା ଚାଲିଥିଲେ ହେଁ ଫତିମା ଆଖିବୁଜି ଦେଇଛନ୍ତି। ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story