ବସ୍‌ ଉପରେ ମାଡ଼ିଗଲା ଟ୍ରେନ, ୨୯ ମୃତକଙ୍କ ମଧ୍ୟରେ ୧୫ ଶିଖ

ଇସଲାମାବାଦ: ଗୋଟିଏ ବସ୍‌ ଉପରେ ଦ୍ରୁତଗାମୀ ଟ୍ରେନ ମାଡ଼ି ଯିବାରୁ ୨୯ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୫ ଜଣ ଶିଖ୍‌ ରହିଛନ୍ତି। ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଶେଖୁପୁରା ଅଞ୍ଚଳରେ ଥିବା ମାନବବିନୀନ ଫାଟକ ନିଟକରେ ଏହି ଦୁଖଃଦ ଘଟଣା ଘଟିଛି। ଘଟଣାଟି ୧.୩୦ରେ ଘଟିଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନର ୱାଜିର-ଇ-ଆଜମ ଇମ୍ରାନ ଖାନ୍‌ ଗଭୀର ଶୋକ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ଶାହ ହୁସେନ୍ ଯାତ୍ରୀବାହୀ […]

de

de

Hemant Lenka
  • Published: Friday, 03 July 2020
  • Updated: 03 July 2020, 06:22 PM IST

Sports

Latest News

ଇସଲାମାବାଦ: ଗୋଟିଏ ବସ୍‌ ଉପରେ ଦ୍ରୁତଗାମୀ ଟ୍ରେନ ମାଡ଼ି ଯିବାରୁ ୨୯ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୫ ଜଣ ଶିଖ୍‌ ରହିଛନ୍ତି। ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଶେଖୁପୁରା ଅଞ୍ଚଳରେ ଥିବା ମାନବବିନୀନ ଫାଟକ ନିଟକରେ ଏହି ଦୁଖଃଦ ଘଟଣା ଘଟିଛି। ଘଟଣାଟି ୧.୩୦ରେ ଘଟିଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନର ୱାଜିର-ଇ-ଆଜମ ଇମ୍ରାନ ଖାନ୍‌ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଶାହ ହୁସେନ୍ ଯାତ୍ରୀବାହୀ ଏକ୍ସପ୍ରେସ ଟ୍ରେନ୍ କରାଚିରୁ ଲାହୋର ଯାଉଥିଲା। ତେବେ ଫାରୁକାବାଦ ଓ ବେହାଲି ମଧ୍ୟରେ ଥିବା ଏକ ମାନବବୀହିନ ଫାଟକ ଅତିକ୍ରମ କରୁଥିବା ଏକ ଯାତ୍ରୀବାହୀ ବସ୍‌କୁ ଏହା ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍‌ଟି କିଛି ଦୂରତା ଯାଏ ଛିଟିକି ଚାଲିଯାଇଥିଲା।

ଘଟଣା ସ୍ଥଳରେ ହିଁ ବସ୍‌ରେ ଥିବା ୨୯ ଜଣଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ୧୫ ଜଣ ଶିଖ୍‌ ରହିଥିଲେ। ଏହି ଦୁର୍ଘଟଣାରେ ଅତି କମରେ ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଶେଖୁପୁରା ଜିଲ୍ଲାର ଶିଖ ଶ୍ରଦ୍ଧାଳୁମାନେ ଧାର୍ମିକ ରୀତିନୀତି ପରେ ସଚ୍ଚା ସାଉଦା ଗୁରୁଦ୍ୱାର ଫେରୁଥିଲେ। ତେବେ ଅପରାହ୍ନ ୧ ଟା ୩୦ରେ ଫାଟକ ବିହୀନ ଲେବୁଲ କ୍ରସିଂ ଅତିକ୍ରମ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ବିଭାଗୀୟ ଇଞ୍ଜିନିୟରଙ୍କୁ ନିଲମ୍ବନ କରାଯାଇଛି। ସେହିପାରି ପାକିସ୍ତାନ ରେଳବାଇ ମନ୍ତ୍ରୀ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story