ବିଜେପିରେ ମିଶିଲେ କଂଗ୍ରେସର ୫ ବିଧାୟକ

ନୂଆଦିଲ୍ଲୀ: ମଣିପୁର କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ଦଳର ଛାଡ଼ିଥିବା ୫ ବିଧାୟକ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓକରାମ ଇବୋବି ସିଂହଙ୍କ ପୁତୁରା ଓକରାମ ହେନେରୀ ସିଂହ ରହିଛନ୍ତି। ଏଥିପାଇଁ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ମିଶ୍ରଣ ପର୍ବର ଆୟୋଜନ ହୋଇଥିଲା। ଏଥିରେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂହ ଉପସ୍ଥିତ ରହିଥିଲେ। ଶ୍ରୀ ପଣ୍ଡା […]

h

h

Hemant Lenka
  • Published: Wednesday, 19 August 2020
  • Updated: 19 August 2020, 05:25 PM IST

Sports

Latest News

ନୂଆଦିଲ୍ଲୀ: ମଣିପୁର କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ଦଳର ଛାଡ଼ିଥିବା ୫ ବିଧାୟକ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓକରାମ ଇବୋବି ସିଂହଙ୍କ ପୁତୁରା ଓକରାମ ହେନେରୀ ସିଂହ ରହିଛନ୍ତି।

ଏଥିପାଇଁ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ମିଶ୍ରଣ ପର୍ବର ଆୟୋଜନ ହୋଇଥିଲା। ଏଥିରେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂହ ଉପସ୍ଥିତ ରହିଥିଲେ। ଶ୍ରୀ ପଣ୍ଡା ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ସହ ପ୍ରମାଣପତ୍ର ଦେଇ ବିଜେପିରେ ବିଧିବଦ୍ଧ ଭାବେ ସାମିଲ କରାଇଥିଲେ।

ଏହି ୫ କଂଗ୍ରେସ ବିଧାୟକ ବିଜେପିରେ ମିଶିବାରୁ କଂଗ୍ରେସ ପାଖରେ ଆଉ ୧୫ ଜଣ ବିଧାୟକ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story