ଲଜ୍ଜା: ୭୦ ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଭୋପାଲ: ପୁଣି ଗୋଟିଏ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଛି। ଜିଲ୍ଲାର ଗୟାରସପୁର ଅଞ୍ଚଳରେ ଘଟିଥିବା ଏହି ଘଟଣା ଚାରଆଡ଼େ ଆଲୋଡ଼ନ ସୃଷ୍ଟି କରିଛି। ବୁଧବାର ରାତିରେ ବୃଦ୍ଧା ଜଣଙ୍କ ତାଙ୍କ ଫସଲ ଦେଖିବାକୁ ବିଲ୍‌କୁ ଯାଇଥିଲେ। ହେଲେ ରାତିରେ ଆଉ ଘରକୁ ଫେରି ନଥିଲେ। ସକାଳୁ ପରିବାର ଲୋକ ବିଲ ନିକଟରେ ତାଙ୍କ ମୃତଦେହ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। […]

da

da

Hemant Lenka
  • Published: Thursday, 19 November 2020
  • Updated: 19 November 2020, 03:47 PM IST

Sports

Latest News

ଭୋପାଲ: ପୁଣି ଗୋଟିଏ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଛି। ଜିଲ୍ଲାର ଗୟାରସପୁର ଅଞ୍ଚଳରେ ଘଟିଥିବା ଏହି ଘଟଣା ଚାରଆଡ଼େ ଆଲୋଡ଼ନ ସୃଷ୍ଟି କରିଛି।

ବୁଧବାର ରାତିରେ ବୃଦ୍ଧା ଜଣଙ୍କ ତାଙ୍କ ଫସଲ ଦେଖିବାକୁ ବିଲ୍‌କୁ ଯାଇଥିଲେ। ହେଲେ ରାତିରେ ଆଉ ଘରକୁ ଫେରି ନଥିଲେ। ସକାଳୁ ପରିବାର ଲୋକ ବିଲ ନିକଟରେ ତାଙ୍କ ମୃତଦେହ ଦେଖି ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବୃଦ୍ଧା ଜଣଙ୍କ ଏକାକୀ ବିଲକୁ ଯାଉଥିବାର ଏହାର ସୁଯୋଗ ନେଇ ତାଙ୍କୁ କେହି ଦୁଷ୍କର୍ମ ପରେ ହତ୍ୟା କରିଛି। କାରଣ ବୃଦ୍ଧାଙ୍କ ଗୁପ୍ତାଙ୍ଗରେ ଏକାଧିକ କ୍ଷତଚିହ୍ନ ରହିଛି। ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story