ସିବିଏସଇ: ନବମ, ଏକାଦଶ ପରୀକ୍ଷା ପାଇଁ ଆଧାର ବାଧ୍ୟତାମୂଳକ

ଭୁବନେଶ୍ୱର:ସିବିଏସଇର ନୂଆ ନିୟମ। ଏଣିକି ସିବିଏସଇରେ ନବମ ଏବଂ ଏକାଦଶ ପରୀକ୍ଷା ପାଇଁ ଆଧାର ଜରୁରୀ । ଏହି ପରୀକ୍ଷା ପାଇଁ ହେଉଥିବା ପଞ୍ଜିକରଣ ଲାଗି ପିଲାମାନଙ୍କର ଆଧାରଲିଙ୍କ ବାଧ୍ୟତାମୂଳକ କରାଯାଇଛି। ୨୦୧୭-୧୮ ବର୍ଷ ପାଇଁ ଏହି ନୂତନ ନିୟମ ଜାରି କରାଯାଇଛି। ଏନେଇ ଗତ ସେପ୍ଟେମ୍ବର ୨୬ରେ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌(ସିବିଏସଇ) ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି।  ସିବିଏସଇ ଅନୁବନ୍ଧିତ ସମସ୍ତ ସ୍କୁଲକୁ ଏହି ଗାଇଡଲାଇନ୍‌ ଜାରି ହୋଇଛି। ଏନେଇ ସିବିଏସଇ […]

cbse-1

cbse-1

Rakesh Mallick
  • Published: Monday, 02 October 2017
  • Updated: 02 October 2017, 12:45 PM IST

Sports

Latest News

ଭୁବନେଶ୍ୱର:ସିବିଏସଇର ନୂଆ ନିୟମ। ଏଣିକି ସିବିଏସଇରେ ନବମ ଏବଂ ଏକାଦଶ ପରୀକ୍ଷା ପାଇଁ ଆଧାର ଜରୁରୀ । ଏହି ପରୀକ୍ଷା ପାଇଁ ହେଉଥିବା ପଞ୍ଜିକରଣ ଲାଗି ପିଲାମାନଙ୍କର ଆଧାରଲିଙ୍କ ବାଧ୍ୟତାମୂଳକ କରାଯାଇଛି। ୨୦୧୭-୧୮ ବର୍ଷ ପାଇଁ ଏହି ନୂତନ ନିୟମ ଜାରି କରାଯାଇଛି।

ଏନେଇ ଗତ ସେପ୍ଟେମ୍ବର ୨୬ରେ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌(ସିବିଏସଇ) ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି।  ସିବିଏସଇ ଅନୁବନ୍ଧିତ ସମସ୍ତ ସ୍କୁଲକୁ ଏହି ଗାଇଡଲାଇନ୍‌ ଜାରି ହୋଇଛି। ଏନେଇ ସିବିଏସଇ ୱେବସାଇଟରେ ସବିଶେଷ ତଥ୍ୟ ପ୍ରକାଶ ପାଇଛି। ତେବେ ବିନା ଆଧାର ନମ୍ବରରେ ରେଜିଷ୍ଟ୍ରେଶନ ପାଇଁ ଛାତ୍ରଛାତ୍ରୀମାନେ ଆଧାର ଏନ୍‌ରୋଲମେଣ୍ଟ ନମ୍ବର ଦେଇପାରିବେ ବୋଲି ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story