ଏହି କାରଣ ପାଇଁ ବ୍ୟାଟେରୀ କାରରେ ତାଜ ମହଲ ଯିବେ ଟ୍ରମ୍ପ

ଆଗ୍ରା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତ ସମୟରେ ଆଗ୍ରାର ତାଜ ମହଲ ଯିବେ। ଭାରତରେ ଟ୍ରମ୍ପ ରହିବା ସମୟରେ ଦି ବିଷ୍ଟ କାର ବ୍ୟବହାର କରିବେ। ଏହା ଏକ ଛୋଟ ସୁରକ୍ଷା କବଚ। ଏହା ବିସ୍ଫୋରଣ ପ୍ରୁଫ୍‌। ତେବେ ତାଜ ମହଳ ଯିବା ସମୟରେ ସେ ଏହି ସୁରକ୍ଷା କବଜ ସଦୃଶ କାର ଛାଡ଼ି ବ୍ୟାରେଟୀର କାରରେ ଯାତ୍ରା କରିବେ। କାରଣ ତାଜ ମହଲ ଠାରୁ ୫୦୦ ମିଟର ପରିଧି ମଧ୍ୟରେ […]

yu

yu

Hemant Lenka
  • Published: Thursday, 20 February 2020
  • Updated: 20 February 2020, 09:39 PM IST

Sports

Latest News

ଆଗ୍ରା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତ ସମୟରେ ଆଗ୍ରାର ତାଜ ମହଲ ଯିବେ। ଭାରତରେ ଟ୍ରମ୍ପ ରହିବା ସମୟରେ ଦି ବିଷ୍ଟ କାର ବ୍ୟବହାର କରିବେ। ଏହା ଏକ ଛୋଟ ସୁରକ୍ଷା କବଚ। ଏହା ବିସ୍ଫୋରଣ ପ୍ରୁଫ୍‌। ତେବେ ତାଜ ମହଳ ଯିବା ସମୟରେ ସେ ଏହି ସୁରକ୍ଷା କବଜ ସଦୃଶ କାର ଛାଡ଼ି ବ୍ୟାରେଟୀର କାରରେ ଯାତ୍ରା କରିବେ।

କାରଣ ତାଜ ମହଲ ଠାରୁ ୫୦୦ ମିଟର ପରିଧି ମଧ୍ୟରେ କୌଣସି ପ୍ରକାରର ପ୍ରଦୂଷଣ ଯୁକ୍ତ ଗାଡ଼ି ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ତାଜ ମହଲ ଯିବା ସମୟରେ ଟ୍ରମ୍ପଙ୍କୁ ଆଗ୍ରା ଡେଭଲପମେଣ୍ଟ ଅଥୋରିଟି ବ୍ୟାଟେରୀ ଗାଡ଼ି ଯୋଗାଇ ଦେବ।

ଏହି ବ୍ୟାଟେରୀ ଗାଡ଼ିଟି ବସ ଭଳି । ଏହା କେବଳ ଭିଭିଆଇପି ମାନଙ୍କ ପାଇଁ ତିଆରି କରାଯାଇଛି। ଅନ୍ୟପକ୍ଷରେ ଆମେରିକା ସିକ୍ରେଟ ସର୍ଭିସ ପକ୍ଷରୁ ଟ୍ରମ୍ପଙ୍କୁ ତାଜ ମହଲ ଯାଏ ସ୍ୱତନ୍ତ୍ର କାରରେ ଯିବାକୁ ଅନୁମତି ଦେବା ସପକ୍ଷରେ ଯୁକ୍ତି କରିଛି। ହେଲେ ଏଥିରେ ଆଗ୍ରା ଡେଭଲପମେଣ୍ଟ ଅଥୋରିଟି ରାଜି ହୋଇନାହିଁ। ତେଣୁ ତାଙ୍କୁ ସ୍ୱତନ୍ତ୍ର ବ୍ୟାଟେରୀ ଗାଡ଼ିରେ ତାଜ ମହଲ ଯାଏ ନିଆଯିବ ବୋଲି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story