ଆଜି ଭାରତୀୟ ନୌସେନା ଦିବସ

ନୂଆଦିଲ୍ଲୀ: ଆଜି ଭାରତୀୟ ନୌସେନା ଦିବସ। ଏହି ୪୫ ତମ ନେଭି ଡେ ଅବସରରେ ନୂଆଦିଲ୍ଲୀ ଅମର ଯବାନ ଜ୍ୟୋତି ଠାରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନୌସେନା ମୁଖ୍ୟ ଆଡମିରାଲ ସୁନୀଲ ଲାନବା, ସ୍ଥଳ ସେନା ମୁଖ୍ୟ ଜେନେରାଲ ଦଲବୀର ସିଂହ ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ସଲ ଅରୁପ ରାହା। ଦେଶର ସମୁଦ୍ରତଟର ସୁରକ୍ଷା ପାଇଁ ନୌସେନା ସମ୍ପର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଆଡମିରାଲ ସୁନୀଲ। ପାକିସ୍ତାନ ଯୁଦ୍ଧରେ କରାଚି ବନ୍ଦର ଆକ୍ରମଣରେ ନୌସେନାର ଗୁରୁତ୍ୱପୂର୍ଣ୍ଣ […]

navy-day

navy-day

Rakesh Mallick
  • Published: Sunday, 04 December 2016
  • Updated: 04 December 2016, 04:17 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଭାରତୀୟ ନୌସେନା ଦିବସ। ଏହି ୪୫ ତମ ନେଭି ଡେ ଅବସରରେ ନୂଆଦିଲ୍ଲୀ ଅମର ଯବାନ ଜ୍ୟୋତି ଠାରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନୌସେନା ମୁଖ୍ୟ ଆଡମିରାଲ ସୁନୀଲ ଲାନବା, ସ୍ଥଳ ସେନା ମୁଖ୍ୟ ଜେନେରାଲ ଦଲବୀର ସିଂହ ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ସଲ ଅରୁପ ରାହା। ଦେଶର ସମୁଦ୍ରତଟର ସୁରକ୍ଷା ପାଇଁ ନୌସେନା ସମ୍ପର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଆଡମିରାଲ ସୁନୀଲ।

ପାକିସ୍ତାନ ଯୁଦ୍ଧରେ କରାଚି ବନ୍ଦର ଆକ୍ରମଣରେ ନୌସେନାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ମରଣ କରି ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story