ଜେଲରୁ ବାହାରି ଶୋଭାଯାତ୍ରାରେ ଘରକୁ ଗଲେ ବିଜେପି ବିଧାୟକ ଆକାଶ

ଭୋପାଲ୍: ୪ ଦିନ ପରେ ଜେଲରୁ ବାହାରିଛନ୍ତି ମଧ୍ୟପ୍ରଦେଶ ଇନ୍ଦୋର-୩ର ବିଧାୟକ ଆକାଶ ବିଜୟଭର୍ଗିଆ। ଇନ୍ଦୋର ନଗରପାଳିକାର ସରକାରୀ ଅଧିକାରୀଙ୍କୁ ବ୍ୟାଟରେ ବାଡ଼େଇ ଜେଲ ଯାଇଥିଲେ ବିଜୟଭର୍ଗିଆ। ଆଜି ସକାଳେ ଭୋପାଲର ସ୍ୱତନ୍ତ୍ର ଅଦାଲତ ବିଧାୟକଙ୍କୁ ଜାମିନ ପ୍ରଦାନ କରିଥିଲେ। ଜେଲରୁ ଆକାଶ ବାହାରିବା ପରେ ତାଙ୍କ ବାପା ତଥା ମଧ୍ୟପ୍ରଦେଶର ବିଧାୟକ କୈଳାଶ ବିଜୟଭର୍ଗିଆ ବିଧାୟକ ପୁଅଙ୍କ ବେକରେ ଫୁଲମାଳ ପକାଇ ସ୍ୱାଗତ କରିଥିଲେ। ଏହାପରେ ସ୍ଥାନୀୟ ବିଜେପି ଅଫିସକୁ ଆକାଶଙ୍କ ସମର୍ଥକ ଓ ବିଜେପି […]

akash

akash

Subhransu Sekhar
  • Published: Sunday, 30 June 2019
  • Updated: 30 June 2019, 04:17 PM IST

Sports

Latest News

ଭୋପାଲ୍: ୪ ଦିନ ପରେ ଜେଲରୁ ବାହାରିଛନ୍ତି ମଧ୍ୟପ୍ରଦେଶ ଇନ୍ଦୋର-୩ର ବିଧାୟକ ଆକାଶ ବିଜୟଭର୍ଗିଆ। ଇନ୍ଦୋର ନଗରପାଳିକାର ସରକାରୀ ଅଧିକାରୀଙ୍କୁ ବ୍ୟାଟରେ ବାଡ଼େଇ ଜେଲ ଯାଇଥିଲେ ବିଜୟଭର୍ଗିଆ। ଆଜି ସକାଳେ ଭୋପାଲର ସ୍ୱତନ୍ତ୍ର ଅଦାଲତ ବିଧାୟକଙ୍କୁ ଜାମିନ ପ୍ରଦାନ କରିଥିଲେ।

ଜେଲରୁ ଆକାଶ ବାହାରିବା ପରେ ତାଙ୍କ ବାପା ତଥା ମଧ୍ୟପ୍ରଦେଶର ବିଧାୟକ କୈଳାଶ ବିଜୟଭର୍ଗିଆ ବିଧାୟକ ପୁଅଙ୍କ ବେକରେ ଫୁଲମାଳ ପକାଇ ସ୍ୱାଗତ କରିଥିଲେ। ଏହାପରେ ସ୍ଥାନୀୟ ବିଜେପି ଅଫିସକୁ ଆକାଶଙ୍କ ସମର୍ଥକ ଓ ବିଜେପି କର୍ମୀ ମାନେ ଶୋଭାଯାତ୍ରା କରି ପାଛୋଟି ନେଇଥିଲେ। ଏମିତିକି ଶୋଭାଯାତ୍ରାକୁ ଆହୁରି ଜାକଜମକରେ କରିବାକୁ ଯାଇ ବନ୍ଧୁକରୁ ବ୍ଲାଙ୍କ ଫାୟରିଂ କରିଥିଲେ ବିଜେପି କର୍ମୀ। ଏହାପରେ ଆକାଶଙ୍କୁ ତାଙ୍କ ଘର ଲୋକେ ମଧ୍ୟ ବନ୍ଦାପନା କରି ଘରେ ପ୍ରବେଶ କରାଇଥିଲେ। ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମୀଙ୍କୁ ମଧ୍ୟ ଦଳୀୟ କର୍ମୀ ଏହି ଅବସରରେ ମିଠା ଖୁଆଇଥିଲେ।

ଜେଲରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆକାଶ କହିଛନ୍ତି, ସେ ଯାହା କରିଛନ୍ତି ସେଥିପାଇଁ ସେ ଗର୍ବିତ। ଯାହା ବି କରିଛନ୍ତି, ତାହା ଲୋକଙ୍କ ପାଇଁ। ଆହୁରି ସେ କହିଛନ୍ତି ଭଗବାନଙ୍କୁ ସେ ପ୍ରାର୍ଥନା କରୁଛନ୍ତି, ଆଗାମୀ ଦିନରେ ପୁଣିଥରେ ଏଭଳି ବ୍ୟାଟ ଉଠାଇ ସେ କାହାକୁ ନ ପିଟନ୍ତୁ।

ସୂଚନାଯୋଗ୍ୟ, ଇନ୍ଦୋର ମ୍ୟୁନିସିପାଲଟି ଅଧିକାରୀ ଧୀରେନ୍ଦ୍ର ବ୍ୟାସ ଏବଂ ଅସିତ ଖାରେଙ୍କ ନେତୃତ୍ୱରେ ବଳପୂର୍ବକ ଜାଗା ମାଡ଼ି ବସିଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ଏକ ଉଚ୍ଛେଦ ଅଭିଯାନ ଚଳାଉଥିଲେ। ସେହି ସମୟରେ ବିଧାୟକ ଆକାଶ ଓ ତାଙ୍କ ସମର୍ଥକଙ୍କ ସହ ଅଫିସର ସାମ୍ନାସାମ୍ନି ହୋଇଥିଲେ। ଏହାପରେ ତୁରନ୍ତ ଜାଗା ଛାଡ଼ି ଯିବା ପାଇଁ ସରକାରୀ ଅଫିସରଙ୍କୁ ଧମକ ଦେଇଥିଲେ ବିଜେପି ବିଧାୟକ। ଯୁକ୍ତିତର୍କ ସମୟରେ ଏକ କ୍ରିକେଟ୍ ବ୍ୟାଟରେ ଅଫିସରଙ୍କୁ ବିଧାୟକ ବାଡ଼େଇଥିଲେ। ଏବେ ଆହତ ମ୍ୟୁନିସିପାଲିଟି ଅଧିକାରୀ ଧୀରେନ୍ଦ୍ର ବ୍ୟାସ ବିପଦମୁକ୍ତ ଥିବା ବେଳେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story