ବିଜେପି ଚାଣକ୍ୟଙ୍କୁ ଶାହୀନ ବାଗ କରେଣ୍ଟ

ନୂଆଦିଲ୍ଲୀ: ଯେଉଁ ଶାହୀନ ବାଗକୁ ବିଜେପି ଦିଲ୍ଲୀ ନିର୍ବାଚନରେ ମୂଳ ପ୍ରସଙ୍ଗ କରିଥିଲା ସେଠାରେ ଦଳକୁ ଝଟକା ଲାଗିଛି। ଓଖଲା ନିର୍ବାଚନ ମଣ୍ଡଳୀରେ ଅଧୀନରେ ଥିବା ଶାହୀନ ବାଗର ଲୋକମାନେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଓଖଲାରେ ବିଜେପି ୨୦ ହଜାର ଭୋଟ ବି ନିଜ ସମର୍ଥନରେ ଜୁଟାଇ ପାରିନାହିଁ। ଏଠାରେ ଆପର ପ୍ରାର୍ଥୀ ଅମନତୁଲ୍ଲା ଖାନ୍‌ ବିପୁଳ ଜନସମର୍ଥନ ସହ ବିଜୟ ଲାଭ କରିଛନ୍ତି। ସେ ବିଜୟ ପ୍ରାର୍ଥୀଙ୍କ ଠାରୁ ୭୦ ହଜାରରୁ ଅଧିକ ଭୋଟରେ ବିଜୟୀ […]

ey

ey

Hemant Lenka
  • Published: Tuesday, 11 February 2020
  • Updated: 11 February 2020, 05:45 PM IST

Sports

Latest News

ନୂଆଦିଲ୍ଲୀ: ଯେଉଁ ଶାହୀନ ବାଗକୁ ବିଜେପି ଦିଲ୍ଲୀ ନିର୍ବାଚନରେ ମୂଳ ପ୍ରସଙ୍ଗ କରିଥିଲା ସେଠାରେ ଦଳକୁ ଝଟକା ଲାଗିଛି। ଓଖଲା ନିର୍ବାଚନ ମଣ୍ଡଳୀରେ ଅଧୀନରେ ଥିବା ଶାହୀନ ବାଗର ଲୋକମାନେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଓଖଲାରେ ବିଜେପି ୨୦ ହଜାର ଭୋଟ ବି ନିଜ ସମର୍ଥନରେ ଜୁଟାଇ ପାରିନାହିଁ। ଏଠାରେ ଆପର ପ୍ରାର୍ଥୀ ଅମନତୁଲ୍ଲା ଖାନ୍‌ ବିପୁଳ ଜନସମର୍ଥନ ସହ ବିଜୟ ଲାଭ କରିଛନ୍ତି। ସେ ବିଜୟ ପ୍ରାର୍ଥୀଙ୍କ ଠାରୁ ୭୦ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି।

କିଛି ରାଉଣ୍ଡରେ ବିଜେପିର ବ୍ରହ୍ମ ସିଂହ ଆଗୁଆ ହୋଇଯାଇଥିଲେ। ହେଲେ ଶାହୀନ ବାଗବାସୀ ବିଜେପିକୁ କଡ଼ା ଜବାବ ଦେଇଛନ୍ତି। ଅମନତୁଲ୍ଲାଙ୍କୁ ଏଠାରେ ୧ ଲକ୍ଷରୁ ଅଧିକ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିକୁ ମାତ୍ର ୧୪,୫୭୫ ଖଣ୍ଡ ଭୋଟ ମିଳିଛି।

ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ପରଭେଜ ହାଶମି ମାତ୍ର ୩୨୩୫ ଖଣ୍ଡ ପାଇଛନ୍ତି। ବିଜୟ ପରେ ଅମନତୁଲ୍ଲା ଖାନ କହିଛନ୍ତି, “ଦିଲ୍ଲୀର ଜନତା ଆଜି ବିଜେପି ଓ ଅମିତ ଶାହଜୀଙ୍କୁ କରେଣ୍ଟ ମାରିଲା ଭଳି କାମ କରିଛନ୍ତି। ଏଠାରେ ବିକାଶର ବିଜୟ ଓ ଘୃଣାର ପରାଜୟ ହୋଇଛି। ମୁଁ ନୁହେଁ ଏଠାରେ ଜନତା ରେକର୍ଡ ଭାଙ୍ଗିଛନ୍ତି।”

୨୦୧୫ରେ ବି ଏହି ଓଖଲା ଆସନରେ ଆପର ଅମନତୁଲ୍ଲା ବିଜୟୀ ହୋଇଥିଲେ। ଏଥର ଦଳ ତାଙ୍କୁ ପୁଣି ଟିକେଟ ଦେଇଥିଲା। ଶାହୀନ ବାଗରେ ସିଏଏ ବିରୋଧୀ ଆନ୍ଦୋଳନ ଦୀର୍ଘ ୨ ମାସ ହେଲା ଚାଲିଛି। ଏହି କାରଣରୁ ବିଜେପି ଏହାକୁ ଦିଲ୍ଲୀ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରିଥିଲା।

ଶାହୀନ ବାଗ ଆନ୍ଦୋଳନକାରୀଙ୍କୁ କେତେବେଳେ ପାକିସ୍ତାନୀ ତ ଆଉ କେତେବେଳେ ଦେଶଦ୍ରୋହୀ ମଧ୍ୟ କହିବାକୁ ବିଜେପି ନେତମାନେ ପଛାଇ ନଥିଲେ। ଦିଲ୍ଲୀବାସୀଙ୍କୁ ଶାହୀନ ବାଗ ବିରୋଧରେ ଭୋଟ ଦେବାକୁ ବିଜେପି ନିବେଦନ ମଧ୍ୟ କରିଥିଲେ।

ହେଲେ ଏବେ ସବୁ କିଛି ଓଲଟପାଲଟ ହୋଇଯାଇଛି। ଖୋଦ ବିଜେପିର ପ୍ରଚାଣ ମଙ୍ଗ ସମ୍ଭାଳିଥିବା ଓ ଚାଣକ୍ୟ କୁହାଯାଉଥିବା ଅମିତ ଶାହ ମଧ୍ୟ ଦିଲ୍ଲୀବାସୀ ଶାହୀନ ବାଗକୁ ଜବାବ ଦିଅନ୍ତୁ ବୋଲି କହିଥିଲେ। ସେ କହିଥିଲେ, ଆପଣ ଏମିତି ଇଭିଏମ ଚିପିବେ ଯେମିତି କରେଣ୍ଟ ଶାହୀନ ବାଗରେ ପହଞ୍ଚିବ। ହେଲେ ଆଜି ଶାହୀନ ବାଗର ଲୋକ ବିଜେପିକୁ କରେଣ୍ଟ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story