ରାଜ୍ୟସଭା ସାଂସଦ ଅମର ସିଂହଙ୍କ ଦେହାନ୍ତ

ଲକ୍ଷ୍ନୌ: ବରିଷ୍ଠ ରାଜନେତା ତଥା ରାଜ୍ୟସଭା ସାଂସଦ ଅମର ସିଂହଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ସେ ମାର୍ଚ୍ଚ ମାସରୁ କିଡନୀ ଜନିତ ରୋଗର ସର୍ଜରୀ ପାଇଁ ସିଙ୍ଗାପୁର ଯାଇ ସେଠାରେ ଚିକିତ୍ସିତ ହେଉଥିଲେ। ତେବେ କିଛି ଦିନ ତଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୨୦୧୩ରେ ଅମର ସିଂହଙ୍କ କିଡ୍‌ନୀ […]

c

c

Hemant Lenka
  • Published: Saturday, 01 August 2020
  • Updated: 01 August 2020, 07:25 PM IST

Sports

Latest News

ଲକ୍ଷ୍ନୌ: ବରିଷ୍ଠ ରାଜନେତା ତଥା ରାଜ୍ୟସଭା ସାଂସଦ ଅମର ସିଂହଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ସେ ମାର୍ଚ୍ଚ ମାସରୁ କିଡନୀ ଜନିତ ରୋଗର ସର୍ଜରୀ ପାଇଁ ସିଙ୍ଗାପୁର ଯାଇ ସେଠାରେ ଚିକିତ୍ସିତ ହେଉଥିଲେ।

ତେବେ କିଛି ଦିନ ତଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

୨୦୧୩ରେ ଅମର ସିଂହଙ୍କ କିଡ୍‌ନୀ ସମସ୍ୟା ଦେଖା ଦେଇଥିଲା। ଏହାପରେ ତାଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା। ସେ ଦୁବାଇରୁ ସୁସ୍ଥ ହୋଇ ୨୦୧୬ରେ ପୁଣି ଭାରତୀୟ ରାଜନୀତିରେ ପ୍ରବେଶ କରିଥିଲେ। ଏହାପରେ ସେ ଚଳିତ ବର୍ଷ ମାର୍ଚ୍ଚ ମାସରୁ ପୁଣି ଅସୁସ୍ଥ ହେବାରୁ ସିଙ୍ଗାପୁର ଯାଇଥିଲେ।

ସେହି ସମୟରେ ତାଙ୍କର ଦେହାନ୍ତ ଖବର ଆସିଥିଲା। ତେବେ ଅମର ସିଂହ ସେତେବେଳେ କହିଥିଲେ, ଟାଇଗର ଜିନ୍ଦା ହୈ। କିନ୍ତୁ ଆଜି ସତରେ ସେ ସବୁ ଦିନ ପାଇଁ ପରଲୋକ ଗମନ କରିଛନ୍ତି।

ସାମାଜବାଦୀ ପାର୍ଟିରେ ଥିବା ବେଳେ ଅମର ସିଂହଙ୍କ ଦବଦବା ରହିଥିଲା। ୨୦୦୮ରେ ଯେତେବେଳେ ୟୁପିଏ ସରକାରଙ୍କ ଠାରୁ କମ୍ୟୁନିଷ୍ଟ ପାର୍ଟି  ପ୍ରତ୍ୟାହାର କରିନେଇଥିଲା ସେତେବଳେ ଅମର ସିଂହଙ୍କ ପରାମର୍ଶକ୍ରମେ ସମାଜବାଦୀ ପାର୍ଟି ୟୁପିଏ ସରକାରଙ୍କୁ ସମର୍ଥନ କରିଥିଲା। ତେବେ ୨୦୧୦ରେ ଦଳ ବିରୋଧୀ କାର୍ଯ୍ୟକ୍ରମ ପାଇଁ ତାଙ୍କ ସମାଜବାଦୀ ପାର୍ଟିରୁ ବହିଷ୍କାର କରାଯାଇଥିଲା। ୨୦୧୧ରେ ଭୋଟ ପାଇଁ କ୍ୟାଶ ଦୁର୍ନୀତିରେ ତାଙ୍କର ସଂପୃକ୍ତ ଥିବା ଜଣାପଡ଼ିବା ପରେ ତାଙ୍କୁ ତିହାର ଜେଲ ଯିବାକୁ ପଡ଼ିଥିଲା। ଏହାପରେ ସେ ସକ୍ରିୟ ରାଜନୀତିରୁ ଦୂରେଇ ରହିଥିଲେ। ତେବେ ପୁଣିଥରେ ଅମର ସିଂହ ରାଜନୀତିକୁ କମବ୍ୟାକ କରି ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

୧୯୫୬ ମସିହା ଜାନୁଆରୀ ୨୭ରେ ଉତ୍ତର ପ୍ରଦେଶର ଆଲିଗଡ଼ ଠାରେ ଜନ୍ମ ଗ୍ରହଣ କରିଥିବା ଅମର ସିଂହ ୧୯୯୬ରେ ପ୍ରଥମଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୩ରେ ସେ ପୁଣିଥରେ ରାଜ୍ୟସଭାକୁ ଯାଇଥିଲେ। ଶେଷଥର ପାଇଁ ୨୦୧୬ରେ ସେ ସ୍ୱାଧୀନ ଭାବେ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ଉଚ୍ଚ ସଦନକୁ ଯାଇଥିଲେ। ଏହି ସମୟରେ ସମାଜବାଦୀ ପାର୍ଟି ତାଙ୍କୁ ସମର୍ଥନ କରିଥିଲା।

ଆଜି ତାଙ୍କର ଦେହାନ୍ତ ହୋଇଥିଲେ ହେଁ ଏହା ପୂର୍ବରୁ ସେ ସମସ୍ତଙ୍କୁ ଇଦ୍‌ ଓ ବାଲ ଗଙ୍ଗାଧର ତିଲକଙ୍କ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ସମସ୍ତଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଥିଲେ। ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ,  ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ରାଜନାଥ ସିଂହ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story