ଅସଦାଚରଣ ଅଭିଯୋଗରେ ଆପ୍ ବିଧାୟକ ଅମାନତୁଲ୍ଲା ଗିରଫ

ନୂଆଦିଲ୍ଲୀ: ଏକାଧିକ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଆଜି ଆମ୍ ଆଦ୍‌ମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଗିରଫ କରିଛି ଦିଲ୍ଲୀ ପୋଲିସ୍।  ଆଇପିସିର ଧାରା ୫୦୯ ଓ ୫୦୬ରେ ତାଙ୍କୁ ଗିରଫ କରାଯାଇଛି।  ଅସଦାଚରଣ ନେଇ ଅମାନତୁଲାଙ୍କ ନାଁରେ ତିନୋଟି ପୃଥକ ପୃଥକ ମାମଲା ରୁଜୁ କରାଯାଇଛି। ଅନ୍ୟପକ୍ଷରେ ଅମାନତୁଲ୍ଲାଙ୍କ ଗିରଫଦାରୀକୁ କଡ଼ା ସମାଲୋଚନା କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ଆମ୍ ଆଦମୀ ପାର୍ଟିର ଆଉ ଜଣେ ବିଧାୟକଙ୍କୁ ମୋଦି […]

aap_mla

aap_mla

Rakesh Mallick
  • Published: Sunday, 24 July 2016
  • Updated: 24 July 2016, 03:06 PM IST

Sports

Latest News

ନୂଆଦିଲ୍ଲୀ: ଏକାଧିକ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଆଜି ଆମ୍ ଆଦ୍‌ମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଗିରଫ କରିଛି ଦିଲ୍ଲୀ ପୋଲିସ୍।  ଆଇପିସିର ଧାରା ୫୦୯ ଓ ୫୦୬ରେ ତାଙ୍କୁ ଗିରଫ କରାଯାଇଛି।  ଅସଦାଚରଣ ନେଇ ଅମାନତୁଲାଙ୍କ ନାଁରେ ତିନୋଟି ପୃଥକ ପୃଥକ ମାମଲା ରୁଜୁ କରାଯାଇଛି।

ଅନ୍ୟପକ୍ଷରେ ଅମାନତୁଲ୍ଲାଙ୍କ ଗିରଫଦାରୀକୁ କଡ଼ା ସମାଲୋଚନା କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ଆମ୍ ଆଦମୀ ପାର୍ଟିର ଆଉ ଜଣେ ବିଧାୟକଙ୍କୁ ମୋଦି ଗିରଫ କରିଛନ୍ତି।”

ଗୁଜରାଟର ଉନାରେ ଦଳିତମାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ପାଇଁ ବିଜେପିକୁ ଦାୟୀ ବୋଲି କେଜ୍ରିୱାଲ ଆଜି ଟ୍ୱିଟ୍ କରି କହିଛନ୍ତି। ସେ ଲେଖିଛନ୍ତି,“ଉନାରେ ଦଳିତମାନଙ୍କ  ଉପରେ ଆକ୍ରମଣରେ  ପରେ ମୋଦି ଚୁପ୍ ରହିଛନ୍ତି। କାରଣ ଦଳିତମାନଙ୍କ ଉପରେ ହୋଇଥିବା ଆକ୍ରମଣରେ  ବିଜେପିର ଆଗଧାଡ଼ିର ନେତାଙ୍କ ସକ୍ରିୟ ଭୂମିକା ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story