ତିନି ସେନା ବାହିନୀର ମୁଖ୍ୟ ହେବେ ଜେନେରାଲ ବିପନ ରାୱତ!

ନୂଆଦିଲ୍ଲୀ: ଆଜି ଏକ ଐତିହାସିକ ନିଷ୍ପତ୍ତିକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ବା ସିଡିଏସ୍‌ ପଦ ସୃଷ୍ଟି କରାଯିବ ବୋଲି ଘୋଷଣା କରିଛନ୍ତି। ଏହି ସିଡିଏସ୍‌ ୩ଟି ସେନା ବାହିନୀର ମୁଖ୍ୟ ଭାବେ କାର୍ଯ୍ୟ କରିବେ ଏବଂ ସମସ୍ତଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବେ। ଏବେ ସରକାର ଏକ ଉଚ୍ଚସ୍ତରୀୟ କମିଟି ସିଡିଏସ୍‌ ପଦ ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା କ’ଣ ରହିବା ଦରକାର ବୋଲି, ତା’ର ତର୍ଜମା କରୁଛି। ଏହି କମିଟି […]

ty

ty

Hemant Lenka
  • Published: Thursday, 15 August 2019
  • Updated: 15 August 2019, 05:24 PM IST

ନୂଆଦିଲ୍ଲୀ: ଆଜି ଏକ ଐତିହାସିକ ନିଷ୍ପତ୍ତିକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ବା ସିଡିଏସ୍‌ ପଦ ସୃଷ୍ଟି କରାଯିବ ବୋଲି ଘୋଷଣା କରିଛନ୍ତି।

ଏହି ସିଡିଏସ୍‌ ୩ଟି ସେନା ବାହିନୀର ମୁଖ୍ୟ ଭାବେ କାର୍ଯ୍ୟ କରିବେ ଏବଂ ସମସ୍ତଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବେ। ଏବେ ସରକାର ଏକ ଉଚ୍ଚସ୍ତରୀୟ କମିଟି ସିଡିଏସ୍‌ ପଦ ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା କ’ଣ ରହିବା ଦରକାର ବୋଲି, ତା'ର ତର୍ଜମା କରୁଛି। ଏହି କମିଟି ନଭେମ୍ବର ମାସ ସୁଦ୍ଧା ସରକାରଙ୍କୁ ରିପୋର୍ଟ ଦେବ। ଏହି କମିଟିରେ ପ୍ରତିରକ୍ଷା ସଚିବ ଓ ଅନ୍ୟାନ୍ୟ ପ୍ରତିରକ୍ଷା ମନ୍ତ୍ରାଳୟର ଉଚ୍ଚପଦସ୍ଥ ଅଧିକାରୀ ସଦସ୍ୟ ରହିବେ।

କୁହାଯାଉଛି ୩ ସେନା ବାହିନୀର ମୁଖ୍ୟ ଭାବେ କାର୍ଯ୍ୟକରୁଥିବା ଅଧିକାରୀଙ୍କ ମଧ୍ୟରୁ ବରିଷ୍ଠତା ଭିତ୍ତିରେ ଜଣଙ୍କୁ ସିଡିଏସ୍‌ ଭାବେ ନିଯୁକ୍ତ କରାଯିବ। ବର୍ତ୍ତମାନ ଦେଶର ୨୬ତମ ସ୍ଥଳସେନା ମୁଖ୍ୟ ଜେନେରାଲ ବିପନ ରାୱତ ହିଁ ପ୍ରଥମ ସିଡିଏସ୍‌ ଭାବେ ଦାୟିତ୍ୱ ଗ୍ରହଣ କରିବାର ସମ୍ଭାବନା ରହିଛି।

ସେ ୨୦୧୯ ଡିସେମ୍ବର ମାସରେ ଅବସର ନେବେ। ତେଣୁ ସରକାର ତାଙ୍କୁ ସିଡିଏସ୍‌ କରିପାରନ୍ତି। ଅନ୍ୟପକ୍ଷରେ ସରକାର ଚାହିଁଲେ ଏହି ୩ ସେନା ମୁଖ୍ୟଙ୍କ ବ୍ୟତୀତ ସମାନ ରାଙ୍କର ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ସିଡିଏସ୍‌ ଭାବେ ନିଯୁକ୍ତି ଦେଇପାରନ୍ତି।

ସେହିପରି ସିଡିଏସ୍‌ ଭାବେ କାର୍ଯ୍ୟ କରୁଥିବା ଅଧିକାରୀ ଜଣଙ୍କ କେତେ ବର୍ଷ ଏହି ପଦବୀରେ ରହିବେ, ତା’ହା ମଧ୍ୟ ସରକାର ସ୍ପଷ୍ଟ କରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story