ଲଭ ଜିହାଦ ଅଭିଯୁକ୍ତଙ୍କର ସମ୍ପତ୍ତି ଜବତ କରିବ ପୁଲିସ୍‌

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲା ଟମବୋର ଅଞ୍ଚଳରେ ଥିବା ଜଣେ ବ୍ୟକ୍ତିଙ୍କ ଜମି ଓ ଘର ସମେତ ସବୁ ସମ୍ପତ୍ତି ସିଜ୍‌ କରିବାକୁ ପୁଲିସ୍‌ ପ୍ରକ୍ରିୟା ଆରମ୍ଭ କରିଛି। ରାଜ୍ୟରେ ନୂଆ କରି ଲାଗୁ ହୋଇଥିବା ଲଭ ଜିହାଦ ଆଇନ ବଳରେ ଏହି ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। ସେ ଡିସେମ୍ବର ମାସରୁ ଫେରାର ଥିବାରୁ ପୁଲିସ୍‌ ଏଭଳି ପଦକ୍ଷେପ ନେବାକୁ ଯାଉଥିବା ଜଣାପଡ଼ିଛି। ଏ ସମ୍ପର୍କରେ ମଧ୍ୟ କୋର୍ଟଙ୍କ ଅନୁମତି ନିଆଯାଇଛି। ସେକସନ […]

tr

tr

Hemant Lenka
  • Published: Saturday, 09 January 2021
  • Updated: 09 January 2021, 04:30 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲା ଟମବୋର ଅଞ୍ଚଳରେ ଥିବା ଜଣେ ବ୍ୟକ୍ତିଙ୍କ ଜମି ଓ ଘର ସମେତ ସବୁ ସମ୍ପତ୍ତି ସିଜ୍‌ କରିବାକୁ ପୁଲିସ୍‌ ପ୍ରକ୍ରିୟା ଆରମ୍ଭ କରିଛି। ରାଜ୍ୟରେ ନୂଆ କରି ଲାଗୁ ହୋଇଥିବା ଲଭ ଜିହାଦ ଆଇନ ବଳରେ ଏହି ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା।

ସେ ଡିସେମ୍ବର ମାସରୁ ଫେରାର ଥିବାରୁ ପୁଲିସ୍‌ ଏଭଳି ପଦକ୍ଷେପ ନେବାକୁ ଯାଉଥିବା ଜଣାପଡ଼ିଛି। ଏ ସମ୍ପର୍କରେ ମଧ୍ୟ କୋର୍ଟଙ୍କ ଅନୁମତି ନିଆଯାଇଛି। ସେକସନ ୮୩ ସିଆରପିସି ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ବା ମହିଳାଙ୍କୁ ପଳାତକ ଘୋଷଣା କରାଯିବ, ତା’ହେଲେ ପୁଲିସ୍‌ ଚାହିଁଲେ ତାଙ୍କ ସମ୍ପତ୍ତିକୁ ଜବତ କରିପାରିବ। ତଦ୍‌ନୁଯାୟୀ ୨୨ ବର୍ଷୀୟ ଜୁବ୍ରାଇଲଙ୍କ ସମ୍ପତ୍ତିକୁ ଜବତ କରିବାକୁ ପୁଲିସ୍‌ ନିଷ୍ପତ୍ତି ନେଇଛି।

ନଭେମ୍ବର ୨୬ରେ ଜୁବ୍ରାଇଲ ଓ ଜଣେ ୧୯ ବର୍ଷୀୟ ହିନ୍ଦୁ ଝିଅ ନୀତୁ ଘରୁ ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଉଭୟ ବିବାହ କରିଥିଲେ। କିନ୍ତୁ ନୀତୁଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଇବାକୁ ଜୁବ୍ରାଇଲ ଏଭଳି ବିବାହ କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କ ନାଁରେ ମାମଲା ମଧ୍ୟ ହୋଇଛି। ସେ ନୂଆ ଲଭ ଜିହାଦ ଆଇନ ବଳରେ ଅଭିଯୁକ୍ତ ଥିଲେ ହେଁ ପୁଲିସ୍‌ ତାଙ୍କୁ ଧରି ପାରିନାହିଁ।

ସେ ପୁଲିସ୍‌ ସମନର ଜବାବ ଦେଉ ନଥିବାରୁ ସବ ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କ ସମ୍ପତ୍ତି ଜବତ କରାଯିବ। ଶୁକ୍ରବାର ପୁଲିସ୍‌ ଜୁବ୍ରାଇଲଙ୍କ ଗୋଟିଏ ଭ୍ୟାନ୍‌କୁ ମଧ୍ୟ ସିଜ୍‌ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story