ମହାକାଶରୁ ପୃଥିବୀକୁ ଖସୁଛି ବିରାଟକାୟ ଉଲକାପିଣ୍ଡ!

ନୂଆଦିଲ୍ଲୀ: ପୃଥିବୀ ପ୍ରତି ଏକ ବଡ଼ ବିପଦ ସୃଷ୍ଟି ହୋଇଛି। ମହାକାଶରୁ ଏକ ବିରାଟକାୟ ଉଲକାପିଣ୍ଡ ପୃଥିବୀ ମୁହାଁ ହୋଇଛି। ଏହା ଆଉ କିଛି ଘଣ୍ଟା ମଧ୍ୟରେ ପୃଥିବୀ ନିକଟ ଦେଇ ଅତିକ୍ରମ କରିବା ବୋଲି ଆଶଙ୍କା କରାଯାଉଛି। ଏହି ଉଲକାପିଣ୍ଡ ଏତେ ବେଗରେ ଖସୁଛି ଯେ ଯଦି ଏହା ଏହା ପୃଥିବୀରେ ମାଡ଼ ହୁଏ ତେବେ ମାଇଲ ମାଇଲ ଦୂର ଯାଏ ବ୍ୟାପକ କ୍ଷୟକ୍ଷତି ଘଟାଇବ। ଏପରିକି ଏହା ଯଦି ସମୁଦ୍ରରେ ପଡ଼େ ତେବେ ସୁନାମୀ […]

dy

dy

Hemant Lenka
  • Published: Wednesday, 24 June 2020
  • Updated: 24 June 2020, 11:38 AM IST

Sports

Latest News

ନୂଆଦିଲ୍ଲୀ: ପୃଥିବୀ ପ୍ରତି ଏକ ବଡ଼ ବିପଦ ସୃଷ୍ଟି ହୋଇଛି। ମହାକାଶରୁ ଏକ ବିରାଟକାୟ ଉଲକାପିଣ୍ଡ ପୃଥିବୀ ମୁହାଁ ହୋଇଛି। ଏହା ଆଉ କିଛି ଘଣ୍ଟା ମଧ୍ୟରେ ପୃଥିବୀ ନିକଟ ଦେଇ ଅତିକ୍ରମ କରିବା ବୋଲି ଆଶଙ୍କା କରାଯାଉଛି। ଏହି ଉଲକାପିଣ୍ଡ ଏତେ ବେଗରେ ଖସୁଛି ଯେ ଯଦି ଏହା ଏହା ପୃଥିବୀରେ ମାଡ଼ ହୁଏ ତେବେ ମାଇଲ ମାଇଲ ଦୂର ଯାଏ ବ୍ୟାପକ କ୍ଷୟକ୍ଷତି ଘଟାଇବ। ଏପରିକି ଏହା ଯଦି ସମୁଦ୍ରରେ ପଡ଼େ ତେବେ ସୁନାମୀ ଆସିବାର ଭୟ ମଧ୍ୟ ରହିଛି।

ମିଳିଥିବା ଖବର ଅନୁସାରେ ଏହି ବିରାଟକାୟ ଉଲକାପିଣ୍ଡ ସେକେଣ୍ଡ ପ୍ରତି ୧୩ କିଲୋମିଟର ବେଗରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି। ଅର୍ଥାତ ଘଣ୍ଟା ପ୍ରତି ୪୬ ହଜାର ୫ ଶହ କିଲୋମିଟର ବେଗରେ ଏହା ଗତି କରୁଛି।

କୁହାଯାଉଛି ଏହା ଦିଲ୍ଲୀର କୁତବମିନାରଠାରୁ ୪ ଗୁଣା ଓ ଆମେରିକାର ଷ୍ଟାଚ୍ୟୁ ଅଫ୍ ଲିବର୍ଟିଠାରୁ ପ୍ରାୟ ତିନିଗୁଣା ବଡ଼। ସେହିପରି ୯୬ ମିନିଟ ଉଚ୍ଚ ବିଗ ବେନ୍‌ ଠାରୁ ବି ଏହା ୩ଗୁଣା ବଡ଼। ଏହି ଉଲକା ପିଣ୍ଡର ନାମ ୨୦୧୦ ଏନୱାଇ ୬୫ ରଖାଯାଇଛି। ଏହାର ଲମ୍ବ ୧୦୧୭ ଫୁଟ ବୋଲି ଜଣାପଡ଼ିଛି।

ନାସା ପକ୍ଷରୁ କୁହାଯାଇଛି ଯେ ଏହା ପୃଥିବୀଠାରୁ ୩୭ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବ। ପୃଥିବୀ ପ୍ରତି ଏହାର କୌଣସି ବିପଦ ନାହିଁ।

ଜୁନ୍ ମାସରେ ପୃଥିବୀ ନିକଟ ଦେଇ ଉଲକାପିଣ୍ଡ ଗତି କରିବାର ଏହା ହେବ ତୃତୀୟ ଘଟଣା। ପୂର୍ବରୁ ଜୁନ୍ ୬ରେ ପୃଥିବୀ ଦେଇ ଅତିକ୍ରମ କରିଥିଲା ଅଷ୍ଟ୍ରୋଏଡ ବା ଉଲକା ପିଣ୍ଡ ଯାହାର ନାଁ ଥିଲା ୨୦୦୨ ଏନଏନ ୪।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story