କାର୍‌ ଉପରେ ପରିସ୍ରାକୁ ବିରୋଧ କରିବାରୁ ୱାଚମ୍ୟାନ୍‌ଙ୍କୁ ଜାଳିଲା ଅଟୋ ଡ୍ରାଇଭର

ପୁଣେ: ମହାରାଷ୍ଟ୍ରର ପୁଣେରେ ଅଭାବନୀୟ ଘଟଣା ଘଟିଛି। ମାଲିକଙ୍କ କାର୍‌ ଉପରେ ପରିସ୍ରା କରିବାକୁ ଉଦ୍ୟମ କରୁଥିବା ଜଣେ ଅଟୋ ଡ୍ରାଇଭରଙ୍କୁ ବିରୋଧ କରି ସେଠାକାର ୱାଚ୍‌ମ୍ୟାନ୍‌ ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି। କାର୍‌ ଉପରେ ପରିସ୍ରା କରିବାକୁ ବିରୋଧ କରିବାରୁ ଅଟୋ ଡ୍ରାଇଭର ଜଣଙ୍କ ୱାଚ୍‌ମ୍ୟାନଙ୍କୁ ଜୀଅନ୍ତା ଜାଳି ଦେଇଛନ୍ତି। ପୁଣେର ଭୋସାରି ଶିଳ୍ପାଞ୍ଚଳରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଘଟଣାରେ ଗୁରୁତର ଆହତ ହୋଇଥିବା ୪୧ ବର୍ଷୀ […]

f

f

Hemant Lenka
  • Published: Wednesday, 18 November 2020
  • Updated: 18 November 2020, 05:16 PM IST

Sports

Latest News

ପୁଣେ: ମହାରାଷ୍ଟ୍ରର ପୁଣେରେ ଅଭାବନୀୟ ଘଟଣା ଘଟିଛି। ମାଲିକଙ୍କ କାର୍‌ ଉପରେ ପରିସ୍ରା କରିବାକୁ ଉଦ୍ୟମ କରୁଥିବା ଜଣେ ଅଟୋ ଡ୍ରାଇଭରଙ୍କୁ ବିରୋଧ କରି ସେଠାକାର ୱାଚ୍‌ମ୍ୟାନ୍‌ ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି। କାର୍‌ ଉପରେ ପରିସ୍ରା କରିବାକୁ ବିରୋଧ କରିବାରୁ ଅଟୋ ଡ୍ରାଇଭର ଜଣଙ୍କ ୱାଚ୍‌ମ୍ୟାନଙ୍କୁ ଜୀଅନ୍ତା ଜାଳି ଦେଇଛନ୍ତି। ପୁଣେର ଭୋସାରି ଶିଳ୍ପାଞ୍ଚଳରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ଘଟଣାରେ ଗୁରୁତର ଆହତ ହୋଇଥିବା ୪୧ ବର୍ଷୀ ୱାଚମ୍ୟାନ ଶଙ୍କର ୱେଫଲକର ମଙ୍ଗଳବାର ଭୋସାରି ଶିଳ୍ପାଞ୍ଚଳରେ ଥିବା ଗୋଟିଏ ଫାର୍ମର ମେନ ଗେଟ୍‌ରେ ଡ୍ୟୁଟି କରୁଥିଲେ। ଗେଟ୍‌ ଦେଇ ଅଟୋ ନେଇ ଯାଉଥିବା ୩୧ ବର୍ଷୀୟ ମହେନ୍ଦ୍ର ବାଲୁ କଦମ ରାସ୍ତା କଡ଼ରେ ଗାଡ଼ି ପାର୍କିଂ କରିଥିଲେ।

ଏହାପରେ ସେଠାରେ ଥିବା ଫାର୍ମର ମାଲିକଙ୍କ ଦାମୀ ଏସୟୁଭି ଉପରେ ପରିସ୍ରା କରିବାକୁ ଉଦ୍ୟମ କରିଥିଲେ। ହେଲେ ଏହାକୁ ଶଙ୍କର ବିରୋଧ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପାଟିତୁଣ୍ଡ ବଢ଼ିବାରୁ ମହେନ୍ଦ୍ର ସେଠାରୁ ଚାଲି ଯାଇଥିଲା। ହେଲେ ଅପରାହ୍ନ ୪.୩୦ରେ ମହେନ୍ଦ୍ର ଗୋଟିଏ ବୋତଲରେ ପେଟ୍ରୋଲ ଧରି ସେଠାରେ ପହଞ୍ଚିଥିଲା।

କେହି କିଛି ବୁଝିବା ଆଗରୁ ସେ ଶଙ୍କରଙ୍କ ଉପରେ ଏହାକୁ ଢାଳି ନିଆଁ ଲଗାଇ ଦେଇଥିଲା। ଏହାପରେ ସ୍ଥାନୀୟ ଲୋକମାନେ ଶଙ୍କରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏବେ ବି ତାଙ୍କର ଚିକିତ୍ସା ଚାଲିଛି। ଅନ୍ୟପକ୍ଷରେ ପୁଲିସ୍‌ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ମହେନ୍ଦ୍ରକୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story