ଗୁରୁବାର ଅଯୋଧ୍ୟା ରିଭ୍ୟୁ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବାବ୍ରୀ ମସଜିଦ ଓ ରାମ ମନ୍ଦିରକୁ ନେଇ ଜାରି ରହିଥିବା ବିବାଦର ସୁପ୍ରିମକୋର୍ଟ ଦେଇଥିବା ରାୟ ବିରୋଧରେ ଆଗତ ରିଭ୍ୟୁ ପିଟିସନର ଶୁଣାଣି ଆସନ୍ତାକାଲି ହେବ। ଆସନ୍ତାକାଲି ସୁପ୍ରିମକୋର୍ଟ ଏହି ରିଭ୍ୟୁ ପିଟସନ ଶୁଣାଣି ପାଇଁ ଯୋଗ୍ୟ କି ନୁହେଁ, ତା’ ବିଚାର କରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ବେଞ୍ଚ ଏହାର ଶୁଣାଣି କରିବେ ବୋଲି ଜଣାପଡ଼ିଛି। ତେବେ ଏହି ନିଷ୍ପତ୍ତି ବିଚାରପତିଙ୍କ ଚ୍ୟାମ୍ବରରେ ହେବ। ଚ୍ୟାମ୍ବରରେ […]

supremecourt

supremecourt

Hemant Lenka
  • Published: Wednesday, 11 December 2019
  • Updated: 11 December 2019, 05:09 PM IST

Sports

Latest News

ନୂଆଦିଲ୍ଲୀ: ବାବ୍ରୀ ମସଜିଦ ଓ ରାମ ମନ୍ଦିରକୁ ନେଇ ଜାରି ରହିଥିବା ବିବାଦର ସୁପ୍ରିମକୋର୍ଟ ଦେଇଥିବା ରାୟ ବିରୋଧରେ ଆଗତ ରିଭ୍ୟୁ ପିଟିସନର ଶୁଣାଣି ଆସନ୍ତାକାଲି ହେବ। ଆସନ୍ତାକାଲି ସୁପ୍ରିମକୋର୍ଟ ଏହି ରିଭ୍ୟୁ ପିଟସନ ଶୁଣାଣି ପାଇଁ ଯୋଗ୍ୟ କି ନୁହେଁ, ତା’ ବିଚାର କରିବେ।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ବେଞ୍ଚ ଏହାର ଶୁଣାଣି କରିବେ ବୋଲି ଜଣାପଡ଼ିଛି। ତେବେ ଏହି ନିଷ୍ପତ୍ତି ବିଚାରପତିଙ୍କ ଚ୍ୟାମ୍ବରରେ ହେବ। ଚ୍ୟାମ୍ବରରେ ହିଁ କେବେ ଠାରୁ ରିଭ୍ୟୁ ପିଟିସନର ଶୁଣାଣି ହେବ, ତା’ର ବିଚାର କରାଯିବ। ସେହିପରି ବର୍ତ୍ତମାନ ଖଣ୍ଡପୀଠରେ ୪ ଜଣ ବିଚାରପତି ଅଛନ୍ତି, ତେଣୁ କାହାକୁ ଏଥିରେ ସାମିଲ କରାଯିବ, ତା’ର ମଧ୍ୟ ନିଷ୍ପତ୍ତି ଆସନ୍ତାକାଲି ହେବ।

ନଭେମ୍ବର ୯ରେ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ବିବାଦୀୟ ୨.୭୭ ଏକର ଜମି ହିନ୍ଦୁ ପକ୍ଷଙ୍କୁ ଦେଇଥିବା ବେଳେ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ୫ ଏକର ଜମି ଦେବାକୁ କହିଥିଲେ। ତେବେ ଏହି ରାୟ ବିରୋଧରେ ଏକାଧିକ ରିଭ୍ୟୁ ପିଟିସନ ସୁପ୍ରିମକୋର୍ଟରେ ଆଗତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story