ବିହାର ନିଷିଦ୍ଧ କଲା ୧୨ ପାନ ମସଲା

ପାଟନା: ମଦ ପରେ ଏବେ ବିହାର ସରକାର ପାନ୍‌ ମସଲା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯେଉଁ ପାନ୍‌ ମସଲାରେ ଅଧିକ ପରିମାଣର ମାଗ୍ନେସିୟମ କାରବୋନେଟ୍‌ ରହିଛି, ସେଗୁଡ଼ିକର ବିକ୍ରି, ନିର୍ମାଣ ଓ ବିତରଣ ଉପରେ ବିହାର ସରକାର ରୋକ ଲଗାଇଛନ୍ତି। ବିହାରର ଫୁଡ୍‌ ଓ ସେଫ୍ଟି ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏକାଧିକ ବ୍ରାଣ୍ଡର ପାନ ମସଲା ପ୍ୟାକେଟ ଜବତ କରିଥିଲା। ପରୀକ୍ଷା ବେଳେ ଏଥିରେ ମାଗ୍ନେସିୟମ କାରବୋନେଟ୍‌ ରହିଥିବା ଜାଣିବାକୁ ପାଇଥିଲା। ଏହା ସ୍ୱାସ୍ଥ୍ୟ […]

weds

weds

Hemant Lenka
  • Published: Friday, 30 August 2019
  • Updated: 30 August 2019, 06:00 PM IST

Sports

Latest News

ପାଟନା: ମଦ ପରେ ଏବେ ବିହାର ସରକାର ପାନ୍‌ ମସଲା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯେଉଁ ପାନ୍‌ ମସଲାରେ ଅଧିକ ପରିମାଣର ମାଗ୍ନେସିୟମ କାରବୋନେଟ୍‌ ରହିଛି, ସେଗୁଡ଼ିକର ବିକ୍ରି, ନିର୍ମାଣ ଓ ବିତରଣ ଉପରେ ବିହାର ସରକାର ରୋକ ଲଗାଇଛନ୍ତି।

ବିହାରର ଫୁଡ୍‌ ଓ ସେଫ୍ଟି ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏକାଧିକ ବ୍ରାଣ୍ଡର ପାନ ମସଲା ପ୍ୟାକେଟ ଜବତ କରିଥିଲା। ପରୀକ୍ଷା ବେଳେ ଏଥିରେ ମାଗ୍ନେସିୟମ କାରବୋନେଟ୍‌ ରହିଥିବା ଜାଣିବାକୁ ପାଇଥିଲା।

ଏହା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ଜଣାପଡ଼ିବା ପରେ ବିହାର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ବିହାର ସରକାର ପରୀକ୍ଷା କରିଥିବା ପାନ ମସଲାର ବ୍ରାଣ୍ଡ ଗୁଡ଼ିକ ମଧ୍ୟରେ ରଜନୀଗନ୍ଧା ପାନ ମସଲା, ରାଜ ନିୱାସ, ସୁପ୍ରିମ ପାନ ପରାଗ, ପାନ ପରାଗ, ବାହାର ପାନ ମସଲା, ବାହୁବଳୀ ପାନ ମସଲା, ରାଜଶ୍ରୀ ପାନ ମସଲା, ରୌନକ ପାନ ମସଲା, ସିଗନେଚର ପାନ ମସଲା, କମଲା ଓ ମଧୁ ପାନ ମସଲା।

ପୂର୍ବରୁ ନୀତୀଶ କୁମାର ସରକାର ରାଜ୍ୟରେ ଗୁଟଖା ବ୍ୟାନ୍‌ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story