ନ୍ୟାୟ ବଦଳରେ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଲଣ୍ଡା କରି ବୁଲାଇଲେ

ଗୟା: ବିହାରରେ କଙ୍ଗାରୁ କୋର୍ଟର କରୁଣପରିଣତି ଦେଖିବାକୁ ମିଳିଛି। ଜଣେ ନାବାଳିକାଙ୍କୁ ପ୍ରଥମେ ଅପହରଣ କରିବା ପରେ ଗଣଦୁଷ୍କର୍ମ କରାଯାଇଥିଲା। ଏହାପରେ ତାଙ୍କୁ ନ୍ୟାୟ ବଦଳରେ ଗାଁ ପଞ୍ଚାୟତ ଲଣ୍ଡା କରି ସର୍ବସମ୍ମୁଖରେ ବୁଲାଇଥିଲା। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ବିହାରର ଗୟା ଜିଲ୍ଲାରେ ଥିବା ଏକ ଗାଁରେ ଘଟିଛି। ଅଗଷ୍ଟ ୧୪ରେ ସନ୍ଧ୍ୟାରେ ନାବାଳିକା ଜଣଙ୍କୁ କିଛି ଲୋକ ଗାଡ଼ିରେ ଅପହରଣ କରି ନେଇଥିଲେ। ଏହାପରେ ତାଙ୍କୁ ସ୍ଥାନୀୟ ପଞ୍ଚାୟତ ବିଲଡିଂର ଛାତ ଉପରକୁ ନେଇ […]

i

i

Hemant Lenka
  • Published: Tuesday, 27 August 2019
  • Updated: 27 August 2019, 04:47 PM IST

Sports

Latest News

ଗୟା: ବିହାରରେ କଙ୍ଗାରୁ କୋର୍ଟର କରୁଣପରିଣତି ଦେଖିବାକୁ ମିଳିଛି। ଜଣେ ନାବାଳିକାଙ୍କୁ ପ୍ରଥମେ ଅପହରଣ କରିବା ପରେ ଗଣଦୁଷ୍କର୍ମ କରାଯାଇଥିଲା। ଏହାପରେ ତାଙ୍କୁ ନ୍ୟାୟ ବଦଳରେ ଗାଁ ପଞ୍ଚାୟତ ଲଣ୍ଡା କରି ସର୍ବସମ୍ମୁଖରେ ବୁଲାଇଥିଲା। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ବିହାରର ଗୟା ଜିଲ୍ଲାରେ ଥିବା ଏକ ଗାଁରେ ଘଟିଛି।

ଅଗଷ୍ଟ ୧୪ରେ ସନ୍ଧ୍ୟାରେ ନାବାଳିକା ଜଣଙ୍କୁ କିଛି ଲୋକ ଗାଡ଼ିରେ ଅପହରଣ କରି ନେଇଥିଲେ। ଏହାପରେ ତାଙ୍କୁ ସ୍ଥାନୀୟ ପଞ୍ଚାୟତ ବିଲଡିଂର ଛାତ ଉପରକୁ ନେଇ ସେ ଅଚେତ ହେବା ଯାଏ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ। ଅଗଷ୍ଟ ୧୫ରେ ଜଣେ ଗ୍ରାମବାସୀ ଝିଅଟି ଛାତ ଉପରେ ପଡ଼ିଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ଏହାପରେ ଏହି ଘଟଣାର ବିଚାର ପଞ୍ଚାୟତରେ ହୋଇଥିଲା। ପଞ୍ଚାୟତ ପକ୍ଷରୁ ପୀଡ଼ିତାଙ୍କୁ ନ୍ୟାୟ ଦେବା ବଦଳରେ ଦୁଷ୍କର୍ମ କରିଥିବା ଅଭିଯୁକ୍ତମାନଙ୍କ ଅର୍ଥ ଓ ବାହୁବଳରେ ଝିଅଟିକୁ ହିଁ ଦଣ୍ଡିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପଞ୍ଚାୟତର ନିର୍ଦ୍ଦେଶକ୍ରମେ ଝିଅଟିକୁ ଲଣ୍ଡା କରାଯାଇଥିଲା। ଏହାପରେ ତାଙ୍କୁ ଗାଁ ଦାଣ୍ଡରେ ବୁଲା ଯାଇଥିଲା। ଏହି ଘଟଣା ପୁଲିସ୍‌ ପାଖରେ ପହଞ୍ଚିବାରୁ ଏହା ସର୍ବସମ୍ମୁଖକୁ ଆସିଥିଲା। ପୁଲିସ୍‌ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story