ବିହାରରେ ମଦ ବ୍ୟାନ: କିନ୍ତୁ ଏଠାରେ ଅଧିକ ଲୋକ ମଦ ପିଉଛନ୍ତି

ପାଟନା: ୨୦୧୬ରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ମଦ ପିଇବା ଓ ବିକ୍ରି ଉପରେ ବ୍ୟାନ ଲଗାଇଥିଲେ। ଏହାର ଅର୍ଥ ବିହାର ଡ୍ରାଏ ଷ୍ଟେଟ ହୋଇଥିଲା। ତେବେ National Family Health Survey (NFHS-5) 2019-20 ରିପୋର୍ଟ କିଛି ଭିନ୍ନ କଥା କହିଛି। ମଦ ବ୍ୟାନ ସତ୍ତ୍ୱେ ବିହାରବାସୀ ମଦ ବ୍ୟାନ ହୋଇ ନଥିବା ରାଜ୍ୟ ମହାରାଷ୍ଟ୍ର ତୁଳନାରେ ଅଧିକ ମଦ୍ୟପାନ କରିଛନ୍ତି। NFHS-5 ରିପୋର୍ଟରେ କୁହାଯାଇଛି ଯେ ୧୫.୫ % ପୁରୁଷ(୧୫ ବର୍ଷ ବୟସରୁ […]

rya

rya

Hemant Lenka
  • Published: Wednesday, 16 December 2020
  • Updated: 16 December 2020, 10:05 PM IST

Sports

Latest News

ପାଟନା: ୨୦୧୬ରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ମଦ ପିଇବା ଓ ବିକ୍ରି ଉପରେ ବ୍ୟାନ ଲଗାଇଥିଲେ। ଏହାର ଅର୍ଥ ବିହାର ଡ୍ରାଏ ଷ୍ଟେଟ ହୋଇଥିଲା। ତେବେ National Family Health Survey (NFHS-5) 2019-20 ରିପୋର୍ଟ କିଛି ଭିନ୍ନ କଥା କହିଛି। ମଦ ବ୍ୟାନ ସତ୍ତ୍ୱେ ବିହାରବାସୀ ମଦ ବ୍ୟାନ ହୋଇ ନଥିବା ରାଜ୍ୟ ମହାରାଷ୍ଟ୍ର ତୁଳନାରେ ଅଧିକ ମଦ୍ୟପାନ କରିଛନ୍ତି।

NFHS-5 ରିପୋର୍ଟରେ କୁହାଯାଇଛି ଯେ ୧୫.୫ % ପୁରୁଷ(୧୫ ବର୍ଷ ବୟସରୁ ଅଧିକ) ବିହାରରେ ମଦ ପିଅନ୍ତି। ସହାରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ମଦ୍ୟପଙ୍କ ସଂଖ୍ୟା ଅଧିକ। ସହାରାଞ୍ଚଳରେ ୧୪% ଲୋକ ମଦ ପିଉଥିବା ବେଳେ ଗ୍ରାମାଞ୍ଚଳରେ ଏହା ୧୫.୮% ରହିଛି। କହିବାକୁ ଗଲେ ମଦ ବ୍ୟାନ ହୋଇ ନଥିବା ମହାରାଷ୍ଟ୍ର ତୁଳନାରେ ମଦ ବ୍ୟାନ ହୋଇଥିବା ବିହାରରେ ମଦ୍ୟପଙ୍କ ସଂଖ୍ୟା ଅଧିକ।

ମହାରାଷ୍ଟ୍ରରେ ୧୩.୯% ଲୋକ ମଦ ପିଅନ୍ତି। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିହାର ତୁଳନାରେ ମହାରାଷ୍ଟ୍ରରେ କମ ସଂଖ୍ୟକ ଲୋକ ମଦ ପିଉଛନ୍ତି। ମହାରାଷ୍ଟ୍ରର ସହାରାଞ୍ଚଳରେ ୧୩% ଲୋକ ମଦ ପିଉଥିବା ବେଳେ ଗ୍ରାମାଞ୍ଚଳରେ ଏହା ୧୪.୭% ରହିଛି।
ତେବେ ଉଭୟ ରାଜ୍ୟର ଗ୍ରାମାଞ୍ଚଳର ମଦ୍ୟପଙ୍କ ସଂଖ୍ୟା ଅଧିକ ରହିଛି।

ମହାରାଷ୍ଟ୍ରର ସହରାଞ୍ଚଳରେ ରହୁଥିବା ମହିଳାଙ୍କ ତୁଳନାରେ ବିହାରର ମହିଳାମାନେ ଅଧିକ ମଦ ପିଉଛନ୍ତି। ବିହାରରେ ମହିଳା ମଦ୍ୟପଙ୍କ ସଂଖ୍ୟା ୦.୫% ଥିବା ବେଳେ ମହାରାଷ୍ଟ୍ରରେ ୦.୩% ରହିଛି। ବିହାର ତୁଳନାରେ ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ ରହୁଥିବା ମହିଳା ଅଧିକ ମଦ ପିଉଛନ୍ତି। ବିହାରରେ ଏହା ୦.୪% ଥିବା ବେଳେ ମହାରାଷ୍ଟ୍ରରେ ଏହା ୦.୫% ରହିଛି।

NFHS-5 ରିପୋର୍ଟରେ କେବଳ ବିହାରର ମଦ୍ୟପଙ୍କ ତଥ୍ୟ ଆଶ୍ଚର୍ଯ୍ୟ କରିନି। ଗୋଆର ତଥ୍ୟ ମଧ୍ୟ ସମସ୍ତଙ୍କୁ ଚକିତ କରିଛି। ଗୋଆରେ ସାଧାଣତଃ ମଦ ଶସ୍ତାରେ ମିଳେ ଓ ଏହାର ସଂସ୍କୃତି ବେଶ ଆଭିଜାତ୍ୟ ସମ୍ପନ। କିନ୍ତୁ ଗୋଆ ତୁଳନାରେ ତେଲେଙ୍ଗାନାରେ ଅଧିକ ଲୋକ ମଦ ପିଅନ୍ତି। ଗୋଆରେ ୩୬.୯% ଲୋକ ମଦ ପିଉଥିବା ବେଳେ ତେଲେଙ୍ଗାନାରେ ଏହା ୪୩.୩% ରହିଛି।

ମୋଟ ଉପରେ ଦେଶର କଥା ଦେଖିଲେ, ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଲୋକ ମଦ ପିଉଛନ୍ତି। ରାଜ୍ୟମାନଙ୍କ ମଧ୍ୟରେ ଗୁଜରାଟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଜମ୍ମୁ-କଶ୍ମୀରରେ ସବୁଠାରୁ କମ ଲୋକ ମଦ ପିଅନ୍ତି। ଗୁଜରାଟରେ ମଦ୍ୟପଙ୍କ ସଂଖ୍ୟା ୫.୮% ଥିବା ବେଳେ ଜମ୍ମୁ-କଶ୍ମୀରରେ ମଦ୍ୟପଙ୍କ ସଂଖ୍ୟା ୮.୮% ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ବିହାର ଭଳି ଗୁଜରାଟରେ ବି ମଦ ବ୍ୟାନ। କିନ୍ତୁ ଏଠାରେ ୫.୮% ଲୋକ ମଦ ପିଉଛନ୍ତି।

ଅନ୍ୟପକ୍ଷରେ ମଦ ଅପେକ୍ଷା ଦେଶରେ ଅଧିକାଂଶ ଲୋକ ଗୁଟଖା ଖାଆନ୍ତି। ମିଜୋରାମରେ ସର୍ବାଧିକ ୭୫% ପୁରୁଷ ଓ ୬୫% ମହିଳା ଗୁଟଖା ଖାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story