କର୍ଣ୍ଣାଟକ ନିର୍ବାଚନ ତାରିଖ ଘୋଷଣାକୁ ନେଇ ଡ୍ରାମା: ମୁଖ୍ୟ ନିର୍ବାଚନ କମିଶନରଙ୍କ ପୂର୍ବରୁ ତାରିଖ ପ୍ରକାଶ କଲେ ବିଜେପି ନେତା

ନୂଆଦିଲ୍ଲୀ: ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ତାରିଖ ଘୋଷଣା ନେଇ କାହା ପାଖରେ କିଛି ଖବର ନଥାଏ। ଏହାକୁ ଗୁପ୍ତ ରଖାଯାଇଥଏ। ହେଲେ ନିର୍ବାଚନ କମିଶନରଙ୍କ ପୂର୍ବରୁ ନିର୍ବାଚନ ତାଲିଖ ଘୋଷଣା ହୋଇଯାଇଥିଲା। ବିଜେପି ଆଇଟି ସେଲ୍‌ ଇନ୍‌ଚାର୍ଜ ଅମୀତ ମାଲଭିୟା ଟ୍ୱିଟ୍‌ କରି ନିର୍ବାଚନ ତାରିଖ ପ୍ରକାଶ କରିଥିଲେ। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଓମ୍ ପ୍ରକାଶ ରାଓ୍ୱତ ଏହାକୁ ଗୁରୁତର […]

malviya

malviya

Rakesh Mallick
  • Published: Tuesday, 27 March 2018
  • Updated: 27 March 2018, 02:32 PM IST

Sports

Latest News

ନୂଆଦିଲ୍ଲୀ: ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ତାରିଖ ଘୋଷଣା ନେଇ କାହା ପାଖରେ କିଛି ଖବର ନଥାଏ। ଏହାକୁ ଗୁପ୍ତ ରଖାଯାଇଥଏ। ହେଲେ ନିର୍ବାଚନ କମିଶନରଙ୍କ ପୂର୍ବରୁ ନିର୍ବାଚନ ତାଲିଖ ଘୋଷଣା ହୋଇଯାଇଥିଲା। ବିଜେପି ଆଇଟି ସେଲ୍‌ ଇନ୍‌ଚାର୍ଜ ଅମୀତ ମାଲଭିୟା ଟ୍ୱିଟ୍‌ କରି ନିର୍ବାଚନ ତାରିଖ ପ୍ରକାଶ କରିଥିଲେ। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଓମ୍ ପ୍ରକାଶ ରାଓ୍ୱତ ଏହାକୁ ଗୁରୁତର ସହ ନେଇଛନ୍ତି। ଘଟଣାର ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି।

malviyaକର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ନେଇ ଆଜି ୧୧ଟାରୁ ମୁଖ୍ୟ ନିର୍ବାଚନ କମିଶନର ଓମ୍ ପ୍ରକାଶ ରାଓ୍ୱତଙ୍କ ସମ୍ୱାଦିକ ସମ୍ମିଳନୀ ଆରମ୍ଭ ହୋଇଥିଲା। ନିର୍ବାଚନ ସମ୍ପର୍କରେ ସେ ସୂଚନା ଦେଉଥିଲେ। କେବେ ମତଦାନ ହେବ ଓ ଫଳାଫଳ କେବେ ପ୍ରକାଶ ପାଇବ ସେ ସମ୍ପର୍କରେ କିଛି ଘୋଷଣା କରିବା ପୂର୍ବରୁ ଅର୍ଥାତ ୧୧ଟା ୮ ମିନିଟ୍‌ରେ ନିର୍ବାଚନ ତାରିଖ ଘୋଷଣା କରିଥିଲେ ଅମୀତ। ସେ ଟ୍ୱିଟ୍‌ କରି ଲେଖିଥିଲେ, ମେ’ ୧୨ ତାରିଖ ଭୋଟ ଗ୍ରହଣ ହେବ ଏବଂ ୧୮ ତାରିଖରେ ଫଳାଫଳ ପ୍ରକାଶ ପାଇବ। ଏବେ ପ୍ରଶ୍ନ ଉଠୁଛି, ବିଜେପି ନେତା ନିର୍ବାଚନ ତାରିଖ କେମିତି ଜାଣିଲେ? ଏହାକୁ ନେଇ ସୋସିଆଲ ମିଡ଼ିଆରେ ବିବାଦ ଦେଖାଦେଇଛି। ଉକ୍ତ ଟ୍ୱିରକୁ ରି-ଟ୍ୱିଟ୍‌ କରି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବହୁ ଲୋକ।

ନିର୍ବାଚନ କମିଶନର କହିଲେ- ଯାଞ୍ଚ କରିବେ

ଅମୀତ ଟ୍ୱିଟ୍‌ କରିବା କରିବାକୁ ନେଇ ସାମ୍ୱାଦିକମାନେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପଚାରିବାରୁ ସେ କହିଥିଲେ, ଏହା ଏକ ଗମ୍ଭୀର ମାମଲା। ଏହାର ଯାଞ୍ଚ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

congressକଂଗ୍ରେସ କହିଲା- ସୁପର ଇଲେକସନ୍‌ କମିଶନର

ଏହି ଟ୍ୱିଟ୍‌ ବିଷୟରେ ଜଣାପଡ଼ିବା ପରେ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ। ବରିଷ୍ଠ କଂଗ୍ରେସ ନେତା ରଣଦୀପ ସିଂହ ସୁରଜୱାଲ ଟ୍ୱିଟ୍‌ କରି ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି, “ବିଜେପି ଏବେ ସୁପର ଇଲେକସନ କମିଶନର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story