ଖେଳୁ ଖେଳୁ ଚାଲିଗଲା ଜୀବନ! କାଠ ବାକ୍ସରୁ ମିଳିଲା ୩ ଶିଶୁଙ୍କ ମୃତଦେହ

ଡେରାଡୁନ୍‌: ଉତ୍ତରଖଣ୍ଡ ପିଠୋରଗଡ଼ ଜିଲ୍ଲାର କୁମୁଟି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଖେଳୁ ଖେଳୁ ଚାଲିଯାଇଛି ୩ ଜଣ ପିଲାଙ୍କ ଜୀବନ। ଘରେ ଥିବା ଏକ କାଠ ବାକ୍ସ ଭିତରେ ଫସି ସେମାନଙ୍କର ମତ୍ୟୁ ଘଟିଥିବା ଜଣାପଡ଼ିଛି। ସେମାନେ ଭାଇଭଉଣୀ। ମୃତ ଶିଶୁମାନଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ଝିଅ। ନିଶା(୧୦), ସପ୍‌ନା(୭) ଏବଂ କାର୍ତ୍ତିକ(୪) ନାମକ ଏହି ୩ ଭାଇଭଉଣୀ ଗତ ଶନିବାର ଦିନ ଘରେ କେହି ନଥିବା ସମୟରେ ଖେଳୁଥିଲେ। ସେମାନଙ୍କ ଜେଜେବାପା […]

box

box

Rakesh Mallick
  • Published: Monday, 21 May 2018
  • Updated: 21 May 2018, 09:35 AM IST

Sports

Latest News

ଡେରାଡୁନ୍‌: ଉତ୍ତରଖଣ୍ଡ ପିଠୋରଗଡ଼ ଜିଲ୍ଲାର କୁମୁଟି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଖେଳୁ ଖେଳୁ ଚାଲିଯାଇଛି ୩ ଜଣ ପିଲାଙ୍କ ଜୀବନ। ଘରେ ଥିବା ଏକ କାଠ ବାକ୍ସ ଭିତରେ ଫସି ସେମାନଙ୍କର ମତ୍ୟୁ ଘଟିଥିବା ଜଣାପଡ଼ିଛି। ସେମାନେ ଭାଇଭଉଣୀ। ମୃତ ଶିଶୁମାନଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ଝିଅ।

ନିଶା(୧୦), ସପ୍‌ନା(୭) ଏବଂ କାର୍ତ୍ତିକ(୪) ନାମକ ଏହି ୩ ଭାଇଭଉଣୀ ଗତ ଶନିବାର ଦିନ ଘରେ କେହି ନଥିବା ସମୟରେ ଖେଳୁଥିଲେ। ସେମାନଙ୍କ ଜେଜେବାପା ଓ ଜେଜେମାଆ କ୍ଷେତକୁ ଯାଇଥିଲେ। ବାପାମାଆ ବି ଘରେ ନଥିଲେ। ସେମାନେ କୌଣସି କାମରେ ବାହାରକୁ ଯାଇଥିଲେ। ଜେଜେବାପା ଓ ଜେଜେମାଆ କ୍ଷେତରୁ ଫେରି ପିଲାମାନଙ୍କୁ ଯେତେବେଳେ ଖୋଜିଲେ ଆଉ ସେମାନେ ମିଳିଲେ ନାହିଁ। ଅନେକ ଖୋଜାଖୋଜି କରିବା ପରେ ଘରେ ଥିବା ଏକ କାଠ ବାକ୍ସ ଭିତରୁ ତିନି ଜଣଙ୍କୁ  ମୃତ ଅବସ୍ଥାରେ ପାଇଥିଲେ।

ତିନି ଭାଇଭଉଣୀ ଖେଳୁଥିବା ବେଳେ ହୁଏତ ଭୁଲବଶତଃ ସେହି କାଠ ବାକ୍ସ ଭିତରେ ପଶି ଯାଇଥିଲେ ଓ ସେଠାରେ ଅଣନିଃଶ୍ୱାସୀ ହୋଇଯିବାରୁ ସେମାନଙ୍କର ମୃତ୍ୟୁ ଘଟିଛି ବୋଲି ପୋଲିସ ସନ୍ଦେହ କରୁଛି। ତଦନ୍ତ ହେବା ପରେ ଯାଇ ସେମାନଙ୍କ ମୃତ୍ୟୁର ସଠିକ କରଣ ଜଣାପଡ଼ିବ ବୋଲି ପୋଲିସ୍ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story