ବାହାଘର ଦିନ ଛାତରୁ ଖସିପଡ଼ିଲା କନ୍ୟା, ଜାଣନ୍ତୁ କ’ଣ କଲା ବର

ପ୍ରାୟଗରାଜ: ବାହାଘର ପାଇଁ ସବୁ କିଛି ପ୍ରସ୍ତୁତ ଥିଲା। ବରକନ୍ୟା ବି ବାହାଘର ପାଇଁ ବେଶ ବ୍ୟସ୍ତରେ ଥିଲେ। ତେବେ ହଠାତ୍‌ ବାହାଘର ଦିନ ଘଟିଲା ଅଘଟଣ। ଛାତରେ ବୁଲୁଥିବା ବେଳେ କନ୍ୟା ଜଣଙ୍କ ତଳକୁ ଖସି ପଡ଼ିଥିଲେ। ତାଙ୍କ ଅଣ୍ଟା ଓ ଗୋଡ଼ରେ ଗଭୀର ଆଘାତ ଲାଗିବାକୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଏଭଳି ସ୍ଥିତିରେ ବାହାଘର କେମିତି ହେବ, ତା’କୁ ନେଇ ସମସ୍ତେ ଚିନ୍ତାରେ ପଡ଼ିଥିଲେ। ଏହା ଦେଖି ବର ଜଣଙ୍କ ହସ୍ପିଟାଲରେ ହିଁ କନ୍ୟାକୁ […]

r

r

Hemant Lenka
  • Published: Friday, 18 December 2020
  • Updated: 18 December 2020, 04:58 PM IST

Sports

Latest News

ପ୍ରାୟଗରାଜ: ବାହାଘର ପାଇଁ ସବୁ କିଛି ପ୍ରସ୍ତୁତ ଥିଲା। ବରକନ୍ୟା ବି ବାହାଘର ପାଇଁ ବେଶ ବ୍ୟସ୍ତରେ ଥିଲେ। ତେବେ ହଠାତ୍‌ ବାହାଘର ଦିନ ଘଟିଲା ଅଘଟଣ। ଛାତରେ ବୁଲୁଥିବା ବେଳେ କନ୍ୟା ଜଣଙ୍କ ତଳକୁ ଖସି ପଡ଼ିଥିଲେ। ତାଙ୍କ ଅଣ୍ଟା ଓ ଗୋଡ଼ରେ ଗଭୀର ଆଘାତ ଲାଗିବାକୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା।

ଏଭଳି ସ୍ଥିତିରେ ବାହାଘର କେମିତି ହେବ, ତା’କୁ ନେଇ ସମସ୍ତେ ଚିନ୍ତାରେ ପଡ଼ିଥିଲେ। ଏହା ଦେଖି ବର ଜଣଙ୍କ ହସ୍ପିଟାଲରେ ହିଁ କନ୍ୟାକୁ ବିବାହ କରି ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଏଥିସହ ସେ ନିଜେ ହସ୍ପିଟାଲରେ ତାଙ୍କ ପତ୍ନୀଙ୍କ ସେବା ମଧ୍ୟ କରୁଛନ୍ତି। ଉତ୍ତର ପ୍ରଦେଶର ପ୍ରୟାଗରାଜ ଜିଲ୍ଲାରେ ଘଟିଥିବା ଏଭଳି ଘଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି।

କନ୍ୟା ଜଣଙ୍କ ଚିକିତ୍ସିତ ହେଉଥିବା ହସ୍ପିଟାଲର ଡାକ୍ତର ସଚିନ ସିଂହ କହିଛନ୍ତି, ସମସ୍ତଙ୍କ ନିବେଦନକ୍ରମେ ହସ୍ପିଟାଲରେ ବାହାଘର ରୀତିନୀତି କରିବାକୁ ଆମେ ଅନୁମତି ଦେଇଥିଲୁ। ମହିଳା ଜଣଙ୍କ ଛାତରୁ ଖସି ପଡ଼ିଥିବାରୁ ତାଙ୍କ ଅଣ୍ଟାର ହାଡ଼ ଓ ଗୋଡ଼ରେ ଆଘାତ ଲାଗିଥିଲା। ଗୋଡ଼ର ସମସ୍ୟା ଯୋଗୁ ସେ ହସ୍ପିଟାଲରୁ ବାହାରକୁ ଯିବାକୁ ଅକ୍ଷମ ଥିଲେ। କିନ୍ତୁ ସେ ବାହା ହେବାକୁ ଥିବାରୁ ଆମେ ହସ୍ପିଟାଲରେ ସବୁ ପ୍ରକାରର ବ୍ୟବସ୍ଥା କରିବାକୁ ଅନୁମତି ଦେଇଥିଲୁ।

ମହିଳାଙ୍କ ସହ ଅଘଟଣ ଘଟିଥିଲେ ହେଁ ଯୁବକ ଜଣଙ୍କ ତାଙ୍କୁ ଜୀବନ ସାଥୀ ଭାବେ ବାଛିବା ଦୃଶ୍ୟକୁ ଦେଖି ଆମେ ମଧ୍ୟ ଖୁସି ଅନୁଭବ କରିଛୁ ବଖଲି ସେ କହିଛନ୍ତି। ମହିଳାଙ୍କୁ ବିବାହ କରିଥିବା ଅୱେଦେଶ କହିଛନ୍ତି, କନ୍ୟାଙ୍କ ସହ ଯାହା ଘଟିଲା, ତାହା ଭାଗ୍ୟରେ ଲେଖାଥିଲା। ତାଙ୍କର ଏହି ଘଡ଼ିସନ୍ଧି ମୁର୍ହୂତ୍ତରେ ମୁଁ ତାଙ୍କ ସହ ରହିଛି ଓ ତାଙ୍କୁ ସମର୍ଥନ କରୁଛି। ତେଣୁ ସେ ଯୋଉଠି ରହିଲେ ବି ମୁଁ ତାଙ୍କୁ ବିବାହ କରିଥାଆନ୍ତି ବୋଲି ସେ କହିଛନ୍ତି।

କନ୍ୟା ଆରତୀ ମଧ୍ୟ ହସ୍ପିଟାଲରେ ହୋଇଥିବା ବାହାଘରକୁ ନେଇ ଖୁସି ରହିଥିବା କହିଛନ୍ତି। ଉକ୍ତ ବାହାଘରରେ ଉଭୟ ବର ଓ କନ୍ୟା ଘରର ଲୋକମାନେ ଉପସ୍ଥିତ ରହିଥିଲେ। ସେମାନେ ନବ ଦମ୍ପତିଙ୍କୁ ଆର୍ଶୀବାଦ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story