ଆଧାର କାର୍ଡ ବନ୍ଧା ରଖିଲେ ଏଠାରେ ମିଳୁଛି ପିଆଜ!

ବାରାଣସୀ: ପିଆଜ ଦର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହା ଲୋକଙ୍କୁ କନ୍ଦାଇବା ଆରମ୍ଭ କଲାଣି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦରଦାମ ନିୟନ୍ତ୍ରଣରେ ବିଫଳ ହୋଇଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିବା ଆରମ୍ଭ କରିଛନ୍ତି। ତେବେ ଉତ୍ତର ପ୍ରଦେଶର ବାରାଣସୀରେ ବର୍ଦ୍ଧିତ ପିଆଜ ଦର ବିରୋଧରେ ଏକ ଭିନ୍ନ ଶୈଳୀରେ ପ୍ରତିବାଦ କରାଯାଇଛି। ଏଠାରେ ଥିବା କ୍ଷମତାସୀନ ବିଜେପି ସରକାର ବିରୋଧରେ ଆଜି ସମାଜବାଦୀ ପାର୍ଟିର ୟୁଥ ୱିଙ୍ଗ ବିକ୍ଷୋଭ କରିଛନ୍ତି। ଦିନକୁ ଦିନ […]

sa

sa

Hemant Lenka
  • Published: Sunday, 01 December 2019
  • Updated: 01 December 2019, 05:50 PM IST

Sports

Latest News

ବାରାଣସୀ: ପିଆଜ ଦର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହା ଲୋକଙ୍କୁ କନ୍ଦାଇବା ଆରମ୍ଭ କଲାଣି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦରଦାମ ନିୟନ୍ତ୍ରଣରେ ବିଫଳ ହୋଇଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିବା ଆରମ୍ଭ କରିଛନ୍ତି। ତେବେ ଉତ୍ତର ପ୍ରଦେଶର ବାରାଣସୀରେ ବର୍ଦ୍ଧିତ ପିଆଜ ଦର ବିରୋଧରେ ଏକ ଭିନ୍ନ ଶୈଳୀରେ ପ୍ରତିବାଦ କରାଯାଇଛି।

ଏଠାରେ ଥିବା କ୍ଷମତାସୀନ ବିଜେପି ସରକାର ବିରୋଧରେ ଆଜି ସମାଜବାଦୀ ପାର୍ଟିର ୟୁଥ ୱିଙ୍ଗ ବିକ୍ଷୋଭ କରିଛନ୍ତି। ଦିନକୁ ଦିନ ପିଆଜ ଦର ବୃଦ୍ଧି ପାଉଥିବାରୁ ସେମାନେ ଲୋକଙ୍କୁ ଋଣ ଆକାରରେ ପିଆଜ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆଜି ୱିଙ୍ଗର କର୍ମକର୍ତ୍ତାମାନେ ଏକ ଅସ୍ଥାୟୀ କାଉଣ୍ଟର ଖୋଲିଥିଲେ।

ଏଠାକୁ ପିଆଜ ପାଇଁ ଆସୁଥିବା ଲୋକଙ୍କୁ ଆଧାର ବନ୍ଧା ରଖିଲେ ପିଆଜ ମିଳିବ ବୋଲି କୁହାଯାଇଥିଲା। ୱିଙ୍ଗ ପକ୍ଷରୁ କୁହାଯାଇଛି ଯେ “ବର୍ଦ୍ଧିତ ପିଆଜ ଦର ବାବଦରେ ଆମେ ଏଭଳି ବିରୋଧ ପ୍ରଦର୍ଶନ କରୁଛୁ। ଆମେ ପିଆଜ ବଦଳରେ ଲୋକଙ୍କ ଠାରୁ ଆଧାର ଓ କିମ୍ବା ରୂପାର ଅଳଙ୍କାର ବନ୍ଧା ରଖିବାକୁ କହୁଛୁ। କିଛି ସ୍ଥାନରେ ସ୍ଥିତି ଏପରି ହେଲାଣି ଯେ ଲୋକମାନେ ଲକରରେ ପିଆଜ ମଧ୍ୟ ରଖୁଛନ୍ତି। ତେଣୁ ପିଆଜ ଏବେ ସବୁଠାରୁ ମୂଲ୍ୟବାନ ସାମଗ୍ରୀ ହୋଇଯାଇଛି।”

ଏହାପୂର୍ବରୁ କଂଗ୍ରେସ କର୍ମୀମାନେ ବିଧାନସଭା ବାହାରେ ବସି ପିଆଜ କେଜି ପିଛା ୪୦ ଟଙ୍କାରେ ବିକ୍ରି କରି ସରକାରଙ୍କ ଆଗରେ ପ୍ରତିବାଦ କରିଥିଲେ। ପିଆଜ ଦର ବୃଦ୍ଧି ଲୋକଙ୍କ ବଜେଟକୁ ଦୋହଲାଇ ଦେଇଥିଲେ ହେଁ ରାଜ୍ୟ ସରକାର ଏଥିପାଇଁ ଆଦୌ ଧ୍ୟାନ ଦେଉନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏବେ ଉତ୍ତର ପ୍ରଦେଶରେ ପିଆଜର କେଜି ପିଛା ଦର ୧୦୦ ଟଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story