ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ

ଚେନ୍ନାଇ (ଓଡ଼ିଶା ରିପୋର୍ଟର):ତାମିଲନାଡୁରେ ରାସ୍ତା ନିର୍ମାଣ ପାଇଁ ଦିଆଯାଇଥିବା ଠିକାରେ ବ୍ୟାପକ ହରିଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀ ଇ ପଲାନିସ୍ୱାମୀଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହରିଲୁଟ୍‌ ହୋଇଥିବା ଅଭିଯୋଗ କରି ଡିଏମ୍‌କେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ବିଚାରପତି ଜଷ୍ଟିସ୍‌ ଏଡି ଜଗଦୀଶ ଆବେଦନର ଶୁଣାଣି କରି ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଡିଏମ୍‌କେର ଅରଗାନାଇଜିଂ ସଚିବ ଆର୍‌ଏସ୍‌ ଭାରତୀଙ୍କ ଅଭିଯୋଗକୁ ଆଧାର କରି ଡିରୋକ୍ଟୋରେଟ୍‌ […]

Palaniswami

Palaniswami

Hemant Lenka
  • Published: Saturday, 13 October 2018
  • Updated: 13 October 2018, 08:27 AM IST

Sports

Latest News

ଚେନ୍ନାଇ (ଓଡ଼ିଶା ରିପୋର୍ଟର):ତାମିଲନାଡୁରେ ରାସ୍ତା ନିର୍ମାଣ ପାଇଁ ଦିଆଯାଇଥିବା ଠିକାରେ ବ୍ୟାପକ ହରିଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀ ଇ ପଲାନିସ୍ୱାମୀଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ହରିଲୁଟ୍‌ ହୋଇଥିବା ଅଭିଯୋଗ କରି ଡିଏମ୍‌କେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ବିଚାରପତି ଜଷ୍ଟିସ୍‌ ଏଡି ଜଗଦୀଶ ଆବେଦନର ଶୁଣାଣି କରି ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଡିଏମ୍‌କେର ଅରଗାନାଇଜିଂ ସଚିବ ଆର୍‌ଏସ୍‌ ଭାରତୀଙ୍କ ଅଭିଯୋଗକୁ ଆଧାର କରି ଡିରୋକ୍ଟୋରେଟ୍‌ ଅଫ୍‌ ଭିଜିଲାନ୍ସ ଆଣ୍ଡ ଆଣ୍ଟି କରପସନ୍‌(ଡିଭିଏସି) ଯେଉଁ ରିପୋର୍ଟ ଦେଇଛି ଏବଂ ଅଭିଯୁକ୍ତଙ୍କ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ତାହା ଆଦୌ ସନ୍ତୋଷଜନକ ନୁହେଁ। ତେଣୁ ଭିଜିଲାନ୍ସ ବିଭାଗ ଘଟଣାର ସମସ୍ତ ଦସ୍ତାବିଜ ସିବିଆଇକୁ ହସ୍ତାନ୍ତର କରୁ। ଏଥିପାଇଁ କୋର୍ଟ ଭିଜିଲାନ୍ସକୁ ଗୋଟିଏ ସପ୍ତାହର ମହଲତ ଦେଇଛନ୍ତି। ସିବିଆଇ ୩ ମାସ ମଧ୍ୟରେ ତା’ର ପ୍ରାଥମିକ ତଦନ୍ତ ସାରିବ ବୋଲି ବିଚାରପତି ଜଷ୍ଟିସ୍ ଜଗଦୀଶ କହିଛନ୍ତି।

ଡିଏମ୍କେର ଅଭିଯୋଗ ଅନୁଯାୟୀ ୩,୫୦୦ କୋଟି ଟଙ୍କାର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ନିଜ କ୍ଷମତାର ଦୂରୋପଯୋଗ କରି ନିଜ ସମ୍ପର୍କୀୟମାନଙ୍କୁ ଦେଇଛନ୍ତି। ଏଥିରେ ବ୍ୟାପକ ହରିଲୁଟ୍‌ ଓ ଦୁର୍ନୀତି ହୋଇଛି।

ଆବେଦନକାରୀ ଡିଭିଏସି ପ୍ରାଥମିକ ତଦନ୍ତ କରି ଏଫ୍‌ଆଇଆର୍‌ ରୁଜୁ କରୁ ବୋଲି କୋର୍ଟଙ୍କୁ ନିବେଦନ କରିଥିଲେ। ଜୁନ୍‌ ମାସରୁ ହିଁ ଏଭଳି ଆବେଦନ କରାଯାଇଥିଲା। ତେବେ ଏହାପରେ ଡିଭିଏସି ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବାରୁ ତଦନ୍ତ ବାଟବଣା ହେବ ବୋଲି ଅଭିଯୋଗ କରି ମାମଲାକୁ ଅନ୍ୟ ତଦନ୍ତକାରୀ ସଂସ୍ଥାକୁ ଦିଆଯାଉ ବୋଲି ଆବେଦନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story