ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ନିଷ୍ପତ୍ତିକୁ ବୋକାମି କହିଲେ ଚନ୍ଦ୍ରବାବୁ ନାଇଡୁ

ଅମରାବତୀ: ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି କ୍ଷମତାଚ୍ୟୁତ ହେବା ପରେ ଏବେ ଜଗନ ସରକାର ଆରମ୍ଭ କରିଛନ୍ତି ପୂର୍ବ ସରକାରଙ୍କ କାର୍ଯ୍ୟାବଳିର ହିସାବ ନିକାଶ। ନାଇଡୁଙ୍କ ଅମଳରେ ବେଆଇନ ଭାବେ ନିର୍ମିତ ‘ପ୍ରଜା ବେଦିକା’ ସୌଧ ଭାଙ୍ଗିବା ପରେ ଏବେ ତାଙ୍କ ଅମରାବତୀସ୍ଥିତ ଘରକୁ ବେଆଇନ ଦର୍ଶାଇ ନୋଟିସ ପଠାଇଛି ଜଗନ ରେଡ୍ଡୀ ନେତୃତ୍ୱାଧୀନ ସରକାର। ଏ ନେଇ ତୁରନ୍ତ ଘର ଖାଲି କରିବାକୁ ନଚେତ ସପ୍ତାହକ ମଧ୍ୟରେ ଆନ୍ଧ୍ରପ୍ରଦେଶ କ୍ୟାପିଟାଲ ରିଜିଅନ ଡେଭେଲପମେଣ୍ଟ ଅଥରଟି(ଏପିସିଆରଡିଏ) ପାଖରେ […]

Chandrababu

Chandrababu

Subhransu Sekhar
  • Published: Friday, 28 June 2019
  • Updated: 28 June 2019, 04:31 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି କ୍ଷମତାଚ୍ୟୁତ ହେବା ପରେ ଏବେ ଜଗନ ସରକାର ଆରମ୍ଭ କରିଛନ୍ତି ପୂର୍ବ ସରକାରଙ୍କ କାର୍ଯ୍ୟାବଳିର ହିସାବ ନିକାଶ। ନାଇଡୁଙ୍କ ଅମଳରେ ବେଆଇନ ଭାବେ ନିର୍ମିତ 'ପ୍ରଜା ବେଦିକା' ସୌଧ ଭାଙ୍ଗିବା ପରେ ଏବେ ତାଙ୍କ ଅମରାବତୀସ୍ଥିତ ଘରକୁ ବେଆଇନ ଦର୍ଶାଇ ନୋଟିସ ପଠାଇଛି ଜଗନ ରେଡ୍ଡୀ ନେତୃତ୍ୱାଧୀନ ସରକାର। ଏ ନେଇ ତୁରନ୍ତ ଘର ଖାଲି କରିବାକୁ ନଚେତ ସପ୍ତାହକ ମଧ୍ୟରେ ଆନ୍ଧ୍ରପ୍ରଦେଶ କ୍ୟାପିଟାଲ ରିଜିଅନ ଡେଭେଲପମେଣ୍ଟ ଅଥରଟି(ଏପିସିଆରଡିଏ) ପାଖରେ ଜବାବ ରଖିବାକୁ ନାଇଡୁଙ୍କୁ ଆନ୍ଧ୍ରପ୍ରଦେଶ ସରକାର ନୋଟିସ୍ ପଠାଇଛି।

ନାଇଡୁଙ୍କ ସମେତ ମୋଟ ୨୦ ଜଣଙ୍କୁ ବେଆଇନ ଭାବରେ ଘର ନିର୍ମାଣ କରିଥିବା ନେଇ ଆନ୍ଧ୍ର ସରକାର ନୋଟିସ ପଠାଇଛନ୍ତି। କ୍ରିଷ୍ଣା ନଦୀ କୂଳରେ ଥିବା ଏହି ସମସ୍ତ ଘର ୧୦୦ ମିଟରରୁ କମ୍ ଉଚ୍ଚତାରେ ତିଆରି ହୋଇଛି। ଯାହାକି ବେଆଇନ ବୋଲି ଆନ୍ଧ୍ର ସରକାର ଦର୍ଶାଇଛନ୍ତି। ନିକଟରେ ଚନ୍ଦ୍ରବାବୁ ନାଇଡୁଙ୍କ ଅମଳରେ ହୋଇଥିବା 'ପ୍ରଜା ବେଦିକା'କୁ ସମ୍ପୂର୍ଣ୍ଣ ବେଆଇନ ଦର୍ଶାଇ ଆନ୍ଧ୍ର ସରକାର ସମ୍ପୂର୍ଣ୍ଣ ଭାଙ୍ଗି ସାରିଛନ୍ତି।ଆଜି ଜବାବରେ ଚନ୍ଦ୍ର ବାବୁ ନାଇଡୁ କହିଛନ୍ତି ସରକାରୀ ସମ୍ପତ୍ତି ଭାଙ୍ଗିବା ବୋକାମି। ରାଜ୍ୟରେ ଅନେକ ବେଆଇନ ପ୍ରତିମୂର୍ତ୍ତି ତିଆରି ହୋଇଛି, ସେଗୁଡ଼ିକ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ  ଯୋଜନା କରୁଛନ୍ତି କି ନାହିଁ ବୋଲି ନାଇଡୁ ପ୍ରଶ୍ନ କରିଛନ୍ତି।

ଏଥିସହ ଜଗନଙ୍କ ବାପା ତଥା ପୂର୍ବତନ ଅବିଭାଜିତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ୱାଇଏସଆର ରାଜଶେଖର ରେଡ୍ଡୀଙ୍କ ପ୍ରତିମୂର୍ତ୍ତି ବେଆଇନ ଭାବରେ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯାଇଥିବାରୁ ତା'କୁ ପରୋକ୍ଷରେ ଇଙ୍ଗିତ କରିଛନ୍ତି ନାଇଡୁ। ସେହିପରି ଟଡିପି ପ୍ରତିକ୍ରିୟା ରଖି କହିଛି ରାଜନୀତିକ ଉଦ୍ଦେଶ୍ୟ ରଖି ଜଗନ ସରକାର ଏଭଳି ନିଷ୍ପତ୍ତି ନେଉଛନ୍ତି। ଯଦି ପ୍ରମାଣ ଅଛି ତେବେ ତାକୁ ସାର୍ବଜନୀନ କରିବା ପାଇଁ ଜଗନ ରେଜ୍ଜୀଙ୍କୁ ଆହ୍ୱାନ କରିଛି ଟିଡିପି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story