ଧୋକା ଦଉଛି ଚାଇନା: ପଙ୍ଗୋଙ୍ଗ ହ୍ରଦରେ ଅଧିକ ଡଙ୍ଗା ସହ ଟେଣ୍ଟ ନିର୍ମାଣ କଲା

ନୂଆଦିଲ୍ଲୀ: ସୀମାରେ ଶାନ୍ତି ପ୍ରତିଷ୍ଠା ସହ ସୈନ୍ୟ ପ୍ରତ୍ୟାହାର ପାଇଁ କଥା ଦେଇ ପୁଣିଥରେ ଧୋକା ଦେଇଛି ଚାଇନା। ଗୋଟିଏ ପଟେ ଡିସଏନଗେଜମେଣ୍ଟ ପାଇଁ କଥା ଦେଇଥିବା ଚାଇନା ଅନ୍ୟପଟେ ପଙ୍ଗୋଙ୍ଗ ହ୍ରଦରେ ଅଧିକ ସଂଖ୍ୟକ ଡଙ୍ଗା ମୁତୟନ କରିଛି। ସେହିପରି ନିଜ ଯବାନଙ୍କ ପାଇଁ ଅସ୍ଥାୟୀ ଟେଣ୍ଟ ଓ ଅନ୍ୟାନ୍ୟ ନିର୍ମାଣ କାମ ମଧ୍ୟ ଆରମ୍ଭ କରିଛି। ପଙ୍ଗୋଙ୍ଗ ହ୍ରଦରେ ଚାଇନା ଚଳାଇଥିବା ଚାଲବାଜର ନୂଆ ସ୍ୟାଟେଲାଇଟ ଇମେଜ୍‌ ବେଜିଂର ଅସଲ ମୁଖାକୁ ପର୍ଦ୍ଦାଫାସ କରିଛି। […]

c

c

Hemant Lenka
  • Published: Friday, 31 July 2020
  • Updated: 31 July 2020, 09:29 PM IST

Sports

Latest News

ନୂଆଦିଲ୍ଲୀ: ସୀମାରେ ଶାନ୍ତି ପ୍ରତିଷ୍ଠା ସହ ସୈନ୍ୟ ପ୍ରତ୍ୟାହାର ପାଇଁ କଥା ଦେଇ ପୁଣିଥରେ ଧୋକା ଦେଇଛି ଚାଇନା। ଗୋଟିଏ ପଟେ ଡିସଏନଗେଜମେଣ୍ଟ ପାଇଁ କଥା ଦେଇଥିବା ଚାଇନା ଅନ୍ୟପଟେ ପଙ୍ଗୋଙ୍ଗ ହ୍ରଦରେ ଅଧିକ ସଂଖ୍ୟକ ଡଙ୍ଗା ମୁତୟନ କରିଛି।

ସେହିପରି ନିଜ ଯବାନଙ୍କ ପାଇଁ ଅସ୍ଥାୟୀ ଟେଣ୍ଟ ଓ ଅନ୍ୟାନ୍ୟ ନିର୍ମାଣ କାମ ମଧ୍ୟ ଆରମ୍ଭ କରିଛି। ପଙ୍ଗୋଙ୍ଗ ହ୍ରଦରେ ଚାଇନା ଚଳାଇଥିବା ଚାଲବାଜର ନୂଆ ସ୍ୟାଟେଲାଇଟ ଇମେଜ୍‌ ବେଜିଂର ଅସଲ ମୁଖାକୁ ପର୍ଦ୍ଦାଫାସ କରିଛି।

ଜୁଲାଇ ୨୯ ତାରିଖରେ ଉଠା ଯାଇଥିବା ସ୍ୟାଟେଲାଇଟ ଛବି ଅନୁଯାୟୀ, ଫିଙ୍ଗର ୫ ଓ ୬ରେ ଚାଇନର ୧୩ଟି ଡଙ୍ଗା ରହିଥିବା ଦେଖିବାକୁ ମିଳିଛି। ଏହି ୧୩ଟି ଡଙ୍ଗା ମଧ୍ୟରୁ ପିଙ୍ଗର ୫ରେ ୩ଟି ଓ ପିଙ୍ଗର ୬ରେ ୧୦ ଡଙ୍ଗା ମୁତୟନ ହୋଇଛନ୍ତି। ପ୍ରତି ଡଙ୍ଗାରେ ୧୦ ଜଣ ଲେଖାଏ ଚାଇନିଜ ଯବାନ ରହିଛନ୍ତି। ଏହାର ଅର୍ଥ ୧୩୦ରୁ ଅଧିକ ଯବାନ ପିଙ୍ଗର ୪ ନିକଟରେ ରହିଛନ୍ତି। ଫିଙ୍ଗର ୪ ସର୍ବଦା ଭାରତ ନିୟନ୍ତ୍ରଣରେ ରହି ଆସିଛି। ହେଲେ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଅଧିକ ଯବାନ ମୁତୟନ କରି ଚାଇନା ବିବାଦ ସୃଷ୍ଟି କରିବାକୁ ଚାହୁଁଥିବା ସ୍ପଷ୍ଟ ଅନୁମେୟ ହେଉଛି।

ସେହିପରି ପଙ୍ଗୋଙ୍ଗ ନିକଟରେ ପିଏଲଏର ନାଭାଲ ବେସ୍‌ ମଧ୍ୟ ତିଆରି ହୋଇଛି। ଜୁନ୍‌ ୧୫ରେ ଚାଇନା ପିଙ୍ଗର ୬ରେ ୮ଟି ବୋଟ୍‌ ମୁତୟନ କରିଥିଲା। ହେଲେ ଏବେ ଏହି ସଂଖ୍ୟାକୁ ବୃଦ୍ଧି କରିଛି। ଲ୍ୟୁଟନାଣ୍ଟ ଜେନେରାଲ ଡିଏସ ହୁଡ୍ଡା କହିଛନ୍ତି, ଫିଙ୍ଗର ୫ ଓ ୬ରେ ଚାଇନା କେବେ ହେଲେ ଏତେ ସଂଖ୍ୟକ ବୋଟ୍‌ ମୁତୟନ କରି ନଥିଲା। ଯାହା ବି ବୋଟ୍‌ ଥିଲା ଫିଙ୍ଗର ୮ ପରେ ରହିଥିଲା। ତେଣୁ ଏବେ ଫିଙ୍ଗର ୪କୁ ଚାଇନା ନିଜ ନିୟନ୍ତ୍ରଣକୁ ନେବା ପାଇଁ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି।

ଫିଙ୍ଗର ୫ରେ ଚାଇନା ପ୍ରାୟ ୪୦ଟି ହୁଟ୍ସ ଓ ୧୫ଟି ଟେଣ୍ଟ ନିର୍ମାଣ କରିଛି। ଏହା ମଧ୍ୟରୁ ୪ଟି ଡଙ୍ଗାର କ୍ରୁ ମାନଙ୍କ ପାଇଁ ବ୍ୟବହାର କରାଯାଉଥିବା ଜଣାପଡ଼ିଛି। ଆଗକୁ ଅଧିକ ଥଣ୍ଡା ପଡ଼ିବାକୁ ଥିବାରୁ ଚାଇନିଜ ସେନା ହୁଟ୍ସ ବା ଗମ୍ଭୁଜ ଘରକୁ ତଦ୍‌ନୁଯାୟୀ ନିର୍ମାଣ କରିଛି।

ଏହାର ଅର୍ଥ ଚାଇନା ଦୀର୍ଘ ସମୟ ଧରି ଭାରତ ସହ ତିକ୍ତତା ସୃଷ୍ଟି କରିବା ପାଇଁ ଏଭଳି ବ୍ୟବସ୍ଥା ସବୁ ହାତକୁ ନେଇଛି। ଗୋଟିଏ ହୁଟ୍ସରେ ପ୍ରାୟ ୧୨ ଜଣ ଯବାନ ରହିପାରିବେ। ତେଣୁ ୪୮୦ ଜଣ ଯବାନଙ୍କ ପାଇଁ ହୁଟ୍ସ ନିର୍ମାଣ କରାଯାଇଛି। ଏହାବାଦ୍‌ ବୋଟ କ୍ରୁ ଓ ଅନ୍ୟ ଯବାନଙ୍କମାନଙ୍କ ପାଇଁ ଟେଣ୍ଟ ତିଆରି ହୋଇଛି।

ଚାଇନାର ଏଭଳି ସଜବାଜକୁ ଦେଖି ଭାରତ ମଧ୍ୟ ସମସ୍ତ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story