ଆସନ୍ତା ସପ୍ତାହରୁ ଖୋଲିବ ସ୍କୁଲ, କରୋନା ଟେଷ୍ଟ ରିପୋର୍ଟ ଜରୁରୀ

ଚଣ୍ଡିଗଡ଼: ଡିସେମ୍ବର ୧୪ରୁ ହରିଆଣାରେ ଖୋଲିବ ସ୍କୁଲ। ପ୍ରଥମ ପର୍ଯ୍ୟାୟରେ ୧୦ମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲ ଆସି ପାଠପଢ଼ି ପାରିବେ। ତେବେ ସ୍କୁଲ ଆସିବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ କରୋନା ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ସେହିପରି ଏହି ମେଡିକାଲ ରିପୋର୍ଟ ୭୨ ଘଣ୍ଟାରୁ ଅଧିକ ପୁରୁଣା ହୋଇ ନଥିବ ବୋଲି ହରିଆଣା ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟ ଶିକ୍ଷା ବିଭାଗ କହିଛି ଯେ “ଆସନ୍ତା ୧୪ ତାରିଖରୁ ହରିଆଣାରେ ଥିବା ସମସ୍ତ […]

gf

gf

Hemant Lenka
  • Published: Thursday, 10 December 2020
  • Updated: 10 December 2020, 05:48 PM IST

Sports

Latest News

ଚଣ୍ଡିଗଡ଼: ଡିସେମ୍ବର ୧୪ରୁ ହରିଆଣାରେ ଖୋଲିବ ସ୍କୁଲ। ପ୍ରଥମ ପର୍ଯ୍ୟାୟରେ ୧୦ମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲ ଆସି ପାଠପଢ଼ି ପାରିବେ। ତେବେ ସ୍କୁଲ ଆସିବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ କରୋନା ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ସେହିପରି ଏହି ମେଡିକାଲ ରିପୋର୍ଟ ୭୨ ଘଣ୍ଟାରୁ ଅଧିକ ପୁରୁଣା ହୋଇ ନଥିବ ବୋଲି ହରିଆଣା ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି।

ରାଜ୍ୟ ଶିକ୍ଷା ବିଭାଗ କହିଛି ଯେ “ଆସନ୍ତା ୧୪ ତାରିଖରୁ ହରିଆଣାରେ ଥିବା ସମସ୍ତ ସରକାର ଓ ବେସରକାରୀ ସ୍କୁଲର ୧୦ମ ଓ ଦ୍ୱାଦଶ ଶ୍ରେଣୀର ସ୍କୁଲ ଖୋଲିବ। ପିଲାମାନେ ସ୍କୁଲ ଆସି କ୍ଲାସରେ ଯୋଗଦେଇପାରିବେ। ତେବେ ପ୍ରତିଦିନ ୩ ଘଣ୍ଟା ଲେଖାଏ କ୍ଲାସ ହେବ ଓ ଏହା ଦିନ ୧୦ଟାରୁ ଆରମ୍ଭ ହୋଇ ୧ଟାରେ ସରିବ। ସେହିପରି ୨୧ ତାରିଖରୁ ୯ମ ଓ ଏକାଦଶ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିବ।

ସ୍କୁଲରେ ଯୋଗଦେବାକୁ ଥିବା ପିଲାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। ସ୍କୁଲରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ଶରୀରରେ କୌଣସି ପ୍ରକାରର କରୋନା ଲକ୍ଷଣ ନଥିବା ଲିଖିତ ଭାବେ କର୍ତ୍ତୃପକ୍ଷଙ୍କୁ ଦେବେ। ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ଶରୀରର ତାପମାତ୍ରା ଦୈନିକ ମପାଯିବ।

ଯେଉଁମାନଙ୍କ ଶରୀରରେ ଜ୍ୱର ଥିବ, ସେମାନଙ୍କୁ ସ୍କୁଲ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଜିଲ୍ଲାର ଅଧିକାରୀମାନେ ମାଗଣାରେ ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ରିପୋର୍ଟ ଦେବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।”

କରୋନା ସଂକ୍ରମଣକୁ ରୋକିବା ପାଇଁ ଚଳିତ ବର୍ଷ ମାର୍ଚ୍ଚ ମାସରୁ ଦେଶର ସମସ୍ତ ସ୍କୁଲ ଓ କଲେଜ ଗୁଡ଼ିକ ବନ୍ଦ କରାଯାଇଥିଲା। ତେବେ କେନ୍ଦ୍ର ସରକାର ନିକଟରେ ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story