ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ; ରାତିରେ ହିଁ ୟେଦ୍ୟୁରପ୍ପାଙ୍କ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇବାକୁ ଦାବି

ନୂଆଦିଲ୍ଲୀ: ଆସନ୍ତାକାଲି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ନେତା ବି.ଏସ୍ ୟେଦ୍ୟୁରପ୍ପା ଶପଥ ନେବାକୁ ଥିବା ବେଳେ ଏହା ଉପରେ ରୋକ୍‌ ଲଗାଇବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି କଂଗ୍ରେସ। ଦଳ କର୍ଣ୍ଣାଟକ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରିବା ସହିତ ଶପଥଗ୍ରହଣ ଉତ୍ସବ ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମ୍‌କୋର୍ଟର ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଛି। ଆଜି ରାତିରେ ହିଁ ଶୁଣାଣି କରିବାକୁ ଦଳର ନେତାମାନେ ଦାବି କରିଛନ୍ତି। କଂଗ୍ରେସ ସହିତ ଜେଡିଏସ୍‌ ମଧ୍ୟ ଏହି ଆବେଦନ […]

supremecourt

supremecourt

Rakesh Mallick
  • Published: Wednesday, 16 May 2018
  • Updated: 16 May 2018, 11:57 PM IST

ନୂଆଦିଲ୍ଲୀ: ଆସନ୍ତାକାଲି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ନେତା ବି.ଏସ୍ ୟେଦ୍ୟୁରପ୍ପା ଶପଥ ନେବାକୁ ଥିବା ବେଳେ ଏହା ଉପରେ ରୋକ୍‌ ଲଗାଇବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି କଂଗ୍ରେସ। ଦଳ କର୍ଣ୍ଣାଟକ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରିବା ସହିତ ଶପଥଗ୍ରହଣ ଉତ୍ସବ ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମ୍‌କୋର୍ଟର ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଛି। ଆଜି ରାତିରେ ହିଁ ଶୁଣାଣି କରିବାକୁ ଦଳର ନେତାମାନେ ଦାବି କରିଛନ୍ତି। କଂଗ୍ରେସ ସହିତ ଜେଡିଏସ୍‌ ମଧ୍ୟ ଏହି ଆବେଦନ କରିଛି।  ତେବେ ଦଳର ଆବେଦନ ଉପରେ ଆଜି ରାତିରେ ଶୁଣାଣି ହେବ ନା ନାହିଁ ସେ ନିଷ୍ପତ୍ତି ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ର ନେବେ। ଇତିମଧ୍ୟରେ ମୁଖ୍ୟ ବିଚାରପତିଙ୍କ ବାସଭବନ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଆଜି କର୍ଣ୍ଣାଟକ ରାଜ୍ୟପାଳ ୟେଦ୍ୟୁରପ୍ପାଙ୍କୁ ସରକାର ଗଢ଼ିବାକୁ ଓ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଆମନ୍ତ୍ରଣ କରିଥିଲେ। ଶପଥ ଗ୍ରହଣର ଦିନ, ସମୟ ଓ ସ୍ଥାନ ସ୍ଥିର କରିବା ଦାୟିତ୍ୱ ସେ ୟେଦ୍ୟୁରପ୍ପାଙ୍କ ଉପରେ ଛାଡ଼ି ଦେଇଥିଲେ। ତେବେ ୧୫ ଦିନ ମଧ୍ୟରେ ବହୁମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ପରେ କର୍ଣ୍ଣାଟକ ବିଜେପି ପକ୍ଷରୁ ଟ୍ୱିଟ୍ କରି କୁହାଯାଇଥିଲା ଯେ ୟେଦ୍ୟୁରପ୍ପା ଗୁରୁବାର ସକାଳ ୯ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ସୂଚନା ଯୋଗ୍ୟ, ରାଜ୍ୟର ମୋଟ ୨୨୪ ଆସନରୁ ୨୨୨ ଆସନରେ ମତଦାନ ହୋଇଥିଲା । ଏଥିରୁ ବିଜେପି ୧୦୪ଟି ଆସନ ହାସଲ କରି ସବୁଠାରୁ ବଡ଼ ଦଳ ହୋଇଥିବା ବେଳେ କଂଗ୍ରେସକୁ ୭୮ ଏବଂ ଜେଡିଏସ୍‌କୁ ୩୮ଟି ଆସନ ମିଳିଛି। ଅନ୍ୟମାନେ ୨ଟି ଆସନ ଅକ୍ତିଆର କରିଛନ୍ତି। ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୧୨ ଆବଶ୍ୟକ।  ହେଲେ  ବିଜେପି ୮ଟି ଆସନ ପଛରେ ରହିଛି । ସେପଟେ ସରକାର ଗଠନ ପାଇଁ ଜେଡିଏସ୍‌ ସହ କଂଗ୍ରେସ ହାତ ମିଳାଇଥିଲା  । କଂଗ୍ରେସ-ଜେଡିଏସ୍‌ ମେଣ୍ଟର ବିଧାୟକ ସଂଖ୍ୟା ଏବେ ୧୧୬ରେ ପହଞ୍ଚିଛି ଏବଂ ସରକାର ଗଠନ ପାଇଁ ଆବଶ୍ୟକ ହେଉଥିବା ମ୍ୟାଜିକ୍‌ ନମ୍ବରକୁ ଏହା ଅତିକ୍ରମ କରିଛି । କିନ୍ତୁ ବିଜେପି ସଂଖ୍ୟା ଅଧିକ  ଥିବାରୁ ରାଜ୍ୟପାଳ ବିଜେପିକୁ ବହୁମତ ସାବ୍ୟସ୍ତ ଲାଗି ନିମନ୍ତ୍ରଣ କରିଥିବା ସୂଚନା ମିଳିଛି । ଅନ୍ୟପଟେ କଂଗ୍ରେସ ରାଜ୍ୟପାଳ ଭୂମିକାକୁ ନେଇ ସମାଲୋଚନା କରିଛନ୍ତି। ରାଜ୍ୟପାଳ ସମ୍ବିଧାନ ପଦବୀର ଦୁରୁପଯୋଗ କରୁଛନ୍ତି ବୋଲି କଂଗ୍ରେସ ନେତା କପିଲ ଶିବଲ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story