ଭୁଲିଗଲେ ମର୍ଯ୍ୟାଦା: ବାଚସ୍ପତିଙ୍କୁ ଆସନରୁ ଜୋରଜବରଦସ୍ତ ଉଠାଇନେଲେ ବିଧାୟକ

ବେଙ୍ଗାଲୁରୁ: ଦେଶର ସଂସଦ ହେଉ କିମ୍ବା ରାଜ୍ୟର ବିଧାନସଭା ଏଠାରେ ସାଂସଦ ଓ ବିଧାୟକମାନେ ବିଭିନ୍ନ ପ୍ରସଙ୍ଗରେ ବିତର୍କ କରୁଥିବା ଆପଣମାନେ ଦେଖିଛନ୍ତି। ଅନେକ ସମୟରେ ବିତର୍କ କରିବା ବେଳେ ଗୃହର ସଦସ୍ୟମାନେ ମର୍ଯ୍ୟାଦା ଭୁଲି ଯାଉଥିବା ଦେଖିବାକୁ ମିଳିଥାଏ। ‌ଆଜି କର୍ଣ୍ଣାଟକା ବିଧାନ ପରିଷଦରେ ଯେଉଁ ଘଟଣା ଘଟିଛି, ତାହା ମର୍ଯ୍ୟାଦାର ସବୁ ସୀମାକୁ ଲଙ୍ଘି ଯାଇଛି। ଏଠାରେ ଗୋଟିଏ ବିଲ୍‌ ଉପରେ ଆଲୋଚନା ଚାଲିଥିବା ବେଳେ ହିଂସାତ୍ମକ ପରସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ନେଇ […]

re

re

Hemant Lenka
  • Published: Tuesday, 15 December 2020
  • Updated: 15 December 2020, 10:10 PM IST

Sports

Latest News

ବେଙ୍ଗାଲୁରୁ: ଦେଶର ସଂସଦ ହେଉ କିମ୍ବା ରାଜ୍ୟର ବିଧାନସଭା ଏଠାରେ ସାଂସଦ ଓ ବିଧାୟକମାନେ ବିଭିନ୍ନ ପ୍ରସଙ୍ଗରେ ବିତର୍କ କରୁଥିବା ଆପଣମାନେ ଦେଖିଛନ୍ତି। ଅନେକ ସମୟରେ ବିତର୍କ କରିବା ବେଳେ ଗୃହର ସଦସ୍ୟମାନେ ମର୍ଯ୍ୟାଦା ଭୁଲି ଯାଉଥିବା ଦେଖିବାକୁ ମିଳିଥାଏ।

‌ଆଜି କର୍ଣ୍ଣାଟକା ବିଧାନ ପରିଷଦରେ ଯେଉଁ ଘଟଣା ଘଟିଛି, ତାହା ମର୍ଯ୍ୟାଦାର ସବୁ ସୀମାକୁ ଲଙ୍ଘି ଯାଇଛି। ଏଠାରେ ଗୋଟିଏ ବିଲ୍‌ ଉପରେ ଆଲୋଚନା ଚାଲିଥିବା ବେଳେ ହିଂସାତ୍ମକ ପରସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ନେଇ ବିରୋଧୀ ସଦସ୍ୟମାନେ ଗୃହର ଅଧ୍ୟକ୍ଷ ତଥା ବାଚସ୍ପତିଙ୍କୁ ଠେଲାପେଲା କରିବା ସହ ତାଙ୍କୁ ଜୋରଜବରଦସ୍ତି ଆସନରୁ ତଳକୁ ଉଠାଇ ଆଣିଛନ୍ତି। ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଭିଡିଓରେ ଯେଉଁ ଦୃଶ୍ୟ ରହିଛି, ତା’ହା କୌଣସି ଗଳି କିମ୍ବା ସାହିର ଝଗଡ଼ା ଠାରୁ କମ ନୁହେଁ। ବିଲ୍‌କୁ ନେଇ ପାଟିତୁଣ୍ଡ ହେବା ପରେ କଂଗ୍ରେସର ବିଧାନ ପରିଷଦ ସଦସ୍ୟମାନେ ବାଚସ୍ପତିଙ୍କ ହାତ ଧରି ଟଣାଓଟରା କରିଥିଲେ। ଶେଷରେ ସେମାନେ ବାଚସ୍ପତିଙ୍କୁ ନିଜ ଆସନରୁ ଉଠାଇ ତଳକୁ ଆଣୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

ଘଟଣାର ଭିଡିଓ ଭାଇରାଲ ହେବା ପରେ ବିଜେପି ବିଧାନ ପରିଷଦର ସଦସ୍ୟମାନେ କହିଛନ୍ତି, ଏହି ଦୃଶ୍ୟ ଦେଖିବା ପରେ ଲୋକମାନଙ୍କ ମୁଣ୍ଡ ଲଜ୍ଜାରେ ନଇଁ ଯାଉଥିବ।

କର୍ଣ୍ଣାଟକାରେ କ୍ଷମତାସୀନ ବିଜେପି ସରକାର ବୁଧବାର ଗୋ-ହତ୍ୟା ବିରୋଧୀ ବିଲ୍‌ ବିଧାନସଭାରେ ପାସ୍‌ କରାଇଥିଲେ। ବିଲରେ ଥିବା ପ୍ରାବଧାନ ଅନୁଯାୟୀ, ରାଜ୍ୟରେ ଗୋ-ହତ୍ୟା ସହିତ ମଇଁଷି ତସ୍କରୀ ଓ ଅତ୍ୟାଚାର ଉପରେ ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି। ଏହି ବିଲ୍‌ ଉପରେ ଆଜି ବିଧାନ ପରିଷଦରେ ଆଲୋଚନା ହେବାର ଥିଲା।

ବିଲ୍‌ ଉପରେ ବିତର୍କ ଚାଲିଥିବା ବେଳେ ହଠାତ୍‌ ହଙ୍ଗାମା ହୋଇଥିଲା। କଂଗ୍ରେସର ବିଧାନ ପରିଷଦର ସଦସ୍ୟମାନେ ବିଲ୍‌କୁ ବିରୋଧ କରି ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ। ଏହାପରେ ସେମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଉଠି ଯାଇଥିଲେ। ବାଚସ୍ପତିଙ୍କ ଯୁକ୍ତିତର୍କ କରିବା ପରେ ସେମାନେ ତାଙ୍କୁ ଅଧ୍ୟକ୍ଷ ଆସନରୁ ତଳକୁ ଟେକି ଆଣିଥିଲେ।

ଏହି ଘଟଣା ଉପରେ କଂଗ୍ରେସ ଏମଏଲସି ପ୍ରକାଶ ରାଠୋର କହିଛନ୍ତି, ଯେତେବେଳେ ଗୃହ ଚାଲୁ ନଥିଲା ବିଜେପି ଓ ଜେଡିଏସ୍‌ ବେଆଇନ ଭାବେ ଅଧ୍ୟକ୍ଷଙ୍କୁ ଚୌକିରେ ବସାଇଥିଲେ। ବିଜେପି ସର୍ବଦା ଅସାମ୍ବିଧାନିକ କାମ କରୁଛି। ଆମେ ଏହାକୁ ବିରୋଧ କରି ଅଧ୍ୟକ୍ଷଙ୍କୁ ଆସନ ଛାଡ଼ିବାକୁ କହିଥିଲୁ। ସେ ଏଥିରେ ରାଜି ହୋଇ ନଥିଲେ। ଫଳରେ ଆମେ ତାଙ୍କୁ ଚୌକିରୁ ଉଠାଇ ନେଇଥିଲୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story