କଂଗ୍ରେସ୍‌ର ଚାଣକ୍ୟ ମଖନଲାଲ ଫୋତେଦାରଙ୍କ ନିଧନ

ନୂଆଦିଲ୍ଲୀ: କଂଗ୍ରେସ୍‌ର ଦିଗଜ୍‌ ନେତା ମଖନଲାଲ ଫୋତେଦାରଙ୍କର ଆଜି ପରଲୋକ ଘଟିଛି। ୮୫ ବର୍ଷ ବୟସରେ ଗୁରୁଗ୍ରାମର ଏକ ହସ୍ପିଟାଲରେ ତାଙ୍କର ନିଧନ ହୋଇଛି। ସ୍ୱର୍ଗତ ଫୋତେଦାର ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରହିଥିଲେ। ଏହାସହ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କର ସେ ବହୁତ ବିଶ୍ୱସ୍ତ ଥିଲେ। ତାଙ୍କୁ ରାଜନୀତିରେ ଚାଣକ୍ୟ ବୋଲି କୁହାଯାଉଥିଲା। ଫୋତେଦାରଙ୍କ ପରଲୋକରେ କଂଗ୍ରେସ୍‌ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି- “୫ ଦଶକର ଲମ୍ବା ସମୟ ଧରି ରାଜନୈତିକ କ୍ୟାରିୟରରେ […]

Rakesh Mallick
  • Published: Thursday, 28 September 2017
  • Updated: 28 September 2017, 02:44 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ୍‌ର ଦିଗଜ୍‌ ନେତା ମଖନଲାଲ ଫୋତେଦାରଙ୍କର ଆଜି ପରଲୋକ ଘଟିଛି। ୮୫ ବର୍ଷ ବୟସରେ ଗୁରୁଗ୍ରାମର ଏକ ହସ୍ପିଟାଲରେ ତାଙ୍କର ନିଧନ ହୋଇଛି। ସ୍ୱର୍ଗତ ଫୋତେଦାର ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରହିଥିଲେ। ଏହାସହ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କର ସେ ବହୁତ ବିଶ୍ୱସ୍ତ ଥିଲେ। ତାଙ୍କୁ ରାଜନୀତିରେ ଚାଣକ୍ୟ ବୋଲି କୁହାଯାଉଥିଲା।

ଫୋତେଦାରଙ୍କ ପରଲୋକରେ କଂଗ୍ରେସ୍‌ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି- “୫ ଦଶକର ଲମ୍ବା ସମୟ ଧରି ରାଜନୈତିକ କ୍ୟାରିୟରରେ ସେ ଲୋକଙ୍କ ସେବା କରିବା ସହ ସେମାନଙ୍କ ଅଧିକାର ପାଇଁ ଲଢେଇ କରୁଥିଲେ। କଂଗ୍ରେସ୍‌ର ମାର୍ଗ ଦର୍ଶନ କରିବାରେ ସେ ଜଣେ ପ୍ରମୁଖ ବ୍ୟକ୍ତି ଥିଲେ। କଂଗ୍ରେସ୍‌ରେ ତାଙ୍କ ସ୍ଥାନ କେହି ପୂରଣ କରିପାରିବେ ନାହିଁ।”

ମୂଳ ରୂପରେ କାଶ୍ମୀରରେ ରହୁଥିବା ଫୋତେଦାରଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହରୁ ସ୍ୱାଧୀନତା ପରେ ରାଜନୀତିକୁ ଆଣିଥିଲେ। ଏହାପରେ ସେ କଂଗ୍ରେସର ଜଣେ ଟାଣୁଆ ନେତା ବନି ଯାଇଥିଲେ। ୧୯୮୦ରେ ନ୍ଦିରା ଗାନ୍ଧି ତାଙ୍କୁ ନିଜ ସଚିବ ଭାବେ ନିଯୁକ୍ତି ଦେଇଥିଲେ। ତାଙ୍କ ହତ୍ୟା ପରେ ରାଜୀବ ଗାନ୍ଧି ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ନିଜର ରାଜନୈତିକ ସଚିବ ରଖିଥିଲେ। ପରେ ସେ କେନ୍ଦ୍ରମନ୍ତ୍ରୀ ବନି ଥିଲେ।

୧୦ ବର୍ଷ ୧୯୬୭ରୁ ୧୯୭୭ ପର୍ଯ୍ୟନ୍ତ ସେ କାଶ୍ମୀର ବିଧାନସଭାର ସଦସ୍ୟ ଥିଲେ। ଏହାସହ ସେ ଦୁଥା ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ।

ସେ ତାଙ୍କ ବହି ‘ଦି ଚିନାର ଲିବ୍ସ’ରେ ଭାରତୀୟ ରାଜନୀତି ଓ ନେତାଙ୍କ ସମ୍ପର୍କରେ ବହୁତ ଗୁରୁତ୍ୱପୂର୍ଣ୍ଣ କଥ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story