ସବୁ ଗରିବଙ୍କୁ କଂଗ୍ରେସ ଦେବ ସର୍ବନିମ୍ନ ଆୟ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଆସନ୍ତା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ସବୁ ଗରିବ ଲୋକଙ୍କୁ ନିଶ୍ଚିତ ସର୍ବନିମ୍ନ ଆୟ ମିଳିବ। ଆମେରିକାରେ ଯେଉଁଭଳି ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥା ରହିଛି ସେଭଳି ବ୍ୟବସ୍ଥା ଆମ ଦେଶରେ କରାଯିବ। ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏଭଳି ପ୍ରତିଶ୍ରୁତି ଦେଇ କ୍ଷମତା ଦଖଲ ପାଇଁ ଗୋଟି ଚାଳନା କରିଛନ୍ତି। ରାୟପୁରଠାରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ରାହୁଲ ଗାନ୍ଧି କହିଛନ୍ତି,“ କଂଗ୍ରେସ ଏବେ ଏକ ଐତିହାସିକ ନିଷ୍ପତ୍ତି […]

yyy

yyy

Hemant Lenka
  • Published: Monday, 28 January 2019
  • Updated: 28 January 2019, 06:51 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ସବୁ ଗରିବ ଲୋକଙ୍କୁ ନିଶ୍ଚିତ ସର୍ବନିମ୍ନ ଆୟ ମିଳିବ। ଆମେରିକାରେ ଯେଉଁଭଳି ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥା ରହିଛି ସେଭଳି ବ୍ୟବସ୍ଥା ଆମ ଦେଶରେ କରାଯିବ। ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏଭଳି ପ୍ରତିଶ୍ରୁତି ଦେଇ କ୍ଷମତା ଦଖଲ ପାଇଁ ଗୋଟି ଚାଳନା କରିଛନ୍ତି।

ରାୟପୁରଠାରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ରାହୁଲ ଗାନ୍ଧି କହିଛନ୍ତି,“ କଂଗ୍ରେସ ଏବେ ଏକ ଐତିହାସିକ ନିଷ୍ପତ୍ତି ନେବାକୁ ଚିନ୍ତା କରିଛି। ଯଦି ୨୦୧୯ରେ କଂଗ୍ରେସ ନେତୃତ୍ୱାଧୀନ ସରକାର ଦେଶରେ କ୍ଷମତା ହାସଲ କରେ, ତା’ହେଲେ ସମଗ୍ର ଦେଶରେ ସମସ୍ତଙ୍କୁ ସର୍ବନିମ୍ନ ଆୟକୁ ନିଶ୍ଚିତ କରାଯିବ।

ଫଳରେ ଦେଶର ସମସ୍ତ ଗରିବ ଲୋକ ସର୍ବନିମ୍ନ ଆୟ ପାଇପାରିବେ। ଏହାପରେ ଦେଶରେ ଆଉ ଗରିବ ଓ ଭୋକିଲା ଲୋକ ରହିବେ ନାହିଁ। ଯେତେବେଳ ଯାଏ ଆମ ଦେଶର ଲକ୍ଷ ଲକ୍ଷ ଭାଇ ଭଉଣୀ ଭୋକିଲା ଓ ଗରିବ ହୋଇ ରହିଥିବେ, ସେତେବେଳ ଯାଏ ଆମେ କେବେ ହେଲେ ନୂଆ ଭାରତ ଗଠନ କରିପାରିବା ନାହିଁ। ଏହାକୁ ଦୂର କରିବା ହେଉଛି ଆମର ଏକମାତ୍ର ଲକ୍ଷ୍ୟ ଓ ଆପଣମାନଙ୍କୁ ଆମର ପ୍ରତିଶ୍ରୁତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story