ସିଏଏ ହିଂସାରେ ମୃତ୍ୟୁର ତଡ଼କା ଲଗାଇ ବିବାଦରେ ଯୋଗୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସିଏଏ ଆନ୍ଦୋଳନ ବେଳେ ହୋଇଥିବା ହିଂସାକାଣ୍ଡ ଓ ଏଥିରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ବିବାଦୀୟ ବୟାନ ଦେଇଛନ୍ତି। ଖୋଦ୍‌ ରାଜ୍ୟ ବିଧାନସଭାରେ ଯୋଗୀ ଆଦିତ୍ୟନାଥ ମୃତକଙ୍କୁ ଅପମାନିତ କରିଛନ୍ତି। ଡିସେମ୍ବର ମାସରେ ସିଏଏ ବିରୋଧରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଏଥିରେ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ଘଟିଥିଲା। କିଛି ଲୋକଙ୍କ ଦେହରେ ଗୁଳିମାଡ଼ର ଦାଗ ମଧ୍ୟ ଥିଲା। ପୁଲିସ୍‌ […]

q

q

Hemant Lenka
  • Published: Wednesday, 19 February 2020
  • Updated: 19 February 2020, 05:27 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସିଏଏ ଆନ୍ଦୋଳନ ବେଳେ ହୋଇଥିବା ହିଂସାକାଣ୍ଡ ଓ ଏଥିରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ବିବାଦୀୟ ବୟାନ ଦେଇଛନ୍ତି। ଖୋଦ୍‌ ରାଜ୍ୟ ବିଧାନସଭାରେ ଯୋଗୀ ଆଦିତ୍ୟନାଥ ମୃତକଙ୍କୁ ଅପମାନିତ କରିଛନ୍ତି। ଡିସେମ୍ବର ମାସରେ ସିଏଏ ବିରୋଧରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଏଥିରେ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ଘଟିଥିଲା। କିଛି ଲୋକଙ୍କ ଦେହରେ ଗୁଳିମାଡ଼ର ଦାଗ ମଧ୍ୟ ଥିଲା। ପୁଲିସ୍‌ ପ୍ରଥମେ ଗୁଳି ଚଳାଇ ନାହିଁ କହୁଥିବା ବେଳେ ପରେ ଜଣଙ୍କୁ ଗୁଳି କରିଥିବା ସ୍ୱୀକାର କରିଥିଲା।

ଆଜି ଯୋଗୀ ଆଦିତ୍ୟନାଥ କହିଛନ୍ତି, ”ଯଦି କେହି ମରିବାକୁ ଆସୁଛନ୍ତି, ତା’ହେଲେ ସେ କେମିତି ବଞ୍ଚିଯିବ? ବିକ୍ଷୋଭ ବେଳେ କେହି ବି ପୁଲିସ୍‌ ଗୁଳିରେ ପ୍ରାଣ ହରାଇନାହାନ୍ତି। ଯେଉଁମାନେ ମରିଛନ୍ତି, ସେମାନେ ଦଙ୍ଗାକାରୀଙ୍କ ଗୁଳିରେ ହିଁ ପ୍ରାଣ ହରାଇଛନ୍ତି। ଯଦି କହି ରାସ୍ତାରେ ଗୁଳି ଚଳାଇବା ଲକ୍ଷ୍ୟ ନେଇ ବାହାରିବ, ତା’ହେଲେ ସେ ନିଜେ ମରିବ ନହେଲେ ପୁଲିସ୍‌ କର୍ମୀ ପ୍ରାଣ ହରାଇବେ।”

ସିଏଏ ବିରୋଧରେ ନିୟମିତ ଆନ୍ଦୋଳନ ଏବେ ବି ପ୍ରୟାଗରାଜ, ଲକ୍ଷ୍ନୌ, କାନପୁର ଭଳି ସହରରେ ଚାଲିଛି। ସେମାନଙ୍କୁ ଟାର୍ଗେଟ କରି ଯୋଗୀ କହିଛନ୍ତି, “ଆନ୍ଦୋଳନକାରୀ ଆଜାଦୀ ସ୍ଲୋଗାନ ଦେଉଛନ୍ତି। ଆଜାଦୀ କ’ଣ? କ’ଣ ଆମେ ଆମେ ଜିହ୍ନାଙ୍କ ସ୍ୱପ୍ନ ପୂରଣ କରିବା ଦିଗରେ ବଢ଼ିବା ନା ଗାନ୍ଧିଜୀ ଦେଖିଥିବା ସ୍ୱପ୍ନକୁ ସାକାର କରିବା?

ଡିସେମ୍ବର ମାସରେ ଏଠାରେ ହୋଇଥିବା ହିଂସା ବେଳେ ଓ ଏହାପରେ ପୁଲିସ୍‌ ଯେଉଁ ଭଳି ସ୍ଥିତିକୁ ସମ୍ଭାଳିଛି, ସେଥିପାଇଁ ସମସ୍ତେ ସେମାନଙ୍କୁ ଧନ୍ୟବାଦ ଓ ପ୍ରଶଂସା କରିବା ଦରକାର। ରାଜ୍ୟରେ କୌଣସି ପ୍ରକାରର ଦଙ୍ଗା ସୃଷ୍ଟି ହୋଇନାହିଁ।

ସରକାର କେବେ ହେଲେ ଆନ୍ଦୋଳନକାରୀଙ୍କୁ ବିରୋଧ କରୁନାହାନ୍ତି। ହେଲେ ଆନ୍ଦୋଳନ ଆଳରେ ହିଂସାକୁ ବିରୋଧ କରୁଛନ୍ତି। ମୁଁ ସର୍ବଦା ଗଣତାନ୍ତ୍ରିକ ଉପାୟରେ ହେଉଥିବା ଆନ୍ଦୋଳନକୁ ସମର୍ଥନ କରେ। ଯିଏ ଯେଉଁ ଭାଷ ବୁଝିବ, ଆମେ ତା’କୁ ସେହି ଭାଷାରେ ବୁଝାଇବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story