ଇଟାଲୀରେ ପୁଣି ୩୪୯ ଜଣଙ୍କ ମୃତ୍ୟୁ, ବିଶ୍ୱରେ ମୃତ୍ୟୁସଂଖ୍ୟା ୭ ହଜାର ୪ ଶହ ଡେଇଁଲା

ବେଜିଂ: ୟୁରୋପୀୟ ଦେଶ ଇଟାଲୀରୁ କରୋନାର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଚାଇନାରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ସମଗ୍ର ଇଟାଲୀକୁ ଗ୍ରାସ କରିବାରେ ଲାଗିଛି। ଇଟାଲୀରେ କରୋନା ୨୪ ଘଣ୍ଟାରେ ପୁଣି ୩୪୯ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ଏଠାରେ ୩୪୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଚାଇନାର ଉହାନରେ ଏହି ଭୂତାଣୁ ସୃଷ୍ଟି ହୋଇଥିଲେ ହେଁ ଗୋଟିଏ ଦିନରେ ଏତେ ସଂଖ୍ୟକ ମୁଣ୍ଡ କେବେ ବି ଗଡ଼ି ନଥିଲା। ହେଲେ ଇଟାଲୀରେ ମହାମାରୀ କରୋନା ସାଂଘାତିକ […]

r

r

Hemant Lenka
  • Published: Tuesday, 17 March 2020
  • Updated: 17 March 2020, 05:13 PM IST

Sports

Latest News

ବେଜିଂ: ୟୁରୋପୀୟ ଦେଶ ଇଟାଲୀରୁ କରୋନାର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଚାଇନାରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ସମଗ୍ର ଇଟାଲୀକୁ ଗ୍ରାସ କରିବାରେ ଲାଗିଛି। ଇଟାଲୀରେ କରୋନା ୨୪ ଘଣ୍ଟାରେ ପୁଣି ୩୪୯ ଜଣଙ୍କ ମୃତ୍ୟୁ ଘଟିଛି।

ରବିବାର ଏଠାରେ ୩୪୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଚାଇନାର ଉହାନରେ ଏହି ଭୂତାଣୁ ସୃଷ୍ଟି ହୋଇଥିଲେ ହେଁ ଗୋଟିଏ ଦିନରେ ଏତେ ସଂଖ୍ୟକ ମୁଣ୍ଡ କେବେ ବି ଗଡ଼ି ନଥିଲା। ହେଲେ ଇଟାଲୀରେ ମହାମାରୀ କରୋନା ସାଂଘାତିକ ସ୍ଥିତି ସୃଷ୍ଟି କରିଛି।

ଇଟାଲୀ ବ୍ୟତୀତ ଫ୍ରାନ୍ସ ଓ ସ୍ପେନରେ ବି କରୋନା ଭାଇରସ ତା’ର କାୟାବିସ୍ତାର କରିବାରେ ଲାଗିଛି। ଅନ୍ୟପକ୍ଷରେ ଦିନ ୩ଟା ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୪୭୧ରେ ପହଞ୍ଚି ଯାଇଛି। ସେହିପରି ୧୬୨ ଦେଶରେ ନିଜର ଉପସ୍ଥିତି ଜାହିର କରିଥିବା କରୋନାରେ ଏଯାଏ ୧,୮୬,୬୭୭ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୮୦,୩୩୮ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜି ଚାଇନାରେ କରୋନା ଯୋଗୁ ୧୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୨୨୬ରେ ପହଞ୍ଚି ଯାଇଛି। ଏଠାରେ ୬୮,୭୦୮ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮,୯୪୭ ଜଣ ଚିକିତ୍ସିତ ହେଉଛନ୍ତି।

ଏମାନଙ୍କ ମଧ୍ୟରୁ ୩,୨୨୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଇଟାଲୀ ସରକାର କରୋନାର ମୁକାବିଲା ପାଇଁ ଏକାଧିକ କଟକଣା ଲଗାଇଛନ୍ତି। ତଥାପି ଏଠାରେ ପ୍ରତିଦିନ ଶହଶହ ଲୋକ ପ୍ରାଣ ହରାଇବାରେ ଲାଗିଛନ୍ତି। ଏଠାରେ ଏଯାବ ୨୧୫୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୩,୦୭୩ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୧୮୫୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଇରାନରେ ବି ଆଜି ୧୩୫ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଏଠାରେ ମୃତ୍ୟୁସଂଖ୍ୟା ୯୫୫ରେ ପହଞ୍ଚି ଯାଇଛି। ସ୍ପେନରେ ୨୪ ଘଣ୍ଟା ମଧ୍ୟରେ ୧୪୯ ଜଣଙ୍କ ମୃତ୍ୟୁ ଘଟିବାରୁ ଏଠାରେ ମୃତ୍ୟୁସଂଖ୍ୟା ୪୯୧ ଛୁଇଁଛି। ଏହାବ୍ୟତୀତ ଦକ୍ଷିଣ କୋରିଆରେ ୮୧, ଜର୍ମାନୀରେ ୨୦, ଫ୍ରାନ୍ସରେ ୧୪୮, ଆମେରିକାରେ ମୃତ୍ୟୁସଂଖ୍ୟା ୬୯ରୁ ୯୩ରେ ପହଞ୍ଚି ଯାଇଛି। ସ୍ୱିଜରଲ୍ୟାଣ୍ଡରେ ୨୧, ବ୍ରିଟେନରେ ୫୫, ନେଦରଲ୍ୟାଣ୍ଡସରେ ୨୪, ନରୱେରେ ୩, ବେଲଜିୟମରେ ୧୦, ଅଷ୍ଟ୍ରିଆରେ ୩, ସ୍ୱିଡେନରେ ୭, ଡେନମାର୍କରେ ୪, ଜାପାନରେ ୨୮, ମ୍ୟାଲେସିୟାରେ ୨, ଅଷ୍ଟ୍ରେଲିଆରେ ୫, କାନାଡା ୪, ଗ୍ରୀସରେ ୪, ପର୍ତ୍ତୁଗାଲରେ ୧, ବାହାରିନରେ ୧, ଆୟର୍ଲ୍ୟାଣ୍ଡରେ ୨, ପୋଲାଣ୍ଡରେ ୫, ପାକିସ୍ତାନରେ ୧, ଫିଲିପାଇନ୍ସରେ ୧୨, ଥାଇଲ୍ୟାଣ୍ଡରେ ୧, ଇଣ୍ଡୋନେସିଆରେ ୫, ଇଜିପ୍ଟରେ ୪, ହଂକଂରେ ୪, ଇରାକରେ ୧୦, ପାକିସ୍ତାନରେ ୧, ସୁଦାନରେ ୧, ଗୁଏଟମାଲାରେ ୧, ୟୁକ୍ରେନରେ ୧, ଗୁଆନାରେ ୧, ଆର୍ଜେବାଇଜାନରେ ୧, ମର୍କୋରେ ୨, ଇକ୍ୱିଡରରେ ୨, ହଙ୍ଗେରୀରେ ୧, ଆଲବାନିଆରେ ୧, ବୁଲଗେରିଆରେ ୨, ଆଲଜେରିଆରେ ୫, ପାନମାରେ ୧, ଆର୍ଜେଣ୍ଟିନାରେ ୨, ତାଇୱାନରେ ୧, ସାନ ମାରିନୋରେ ୯, ଲେବାନନରେ ୩, ସ୍ଲୋଭେନିଆରେ ୧, ଓ ଭାରତରେ ୩ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story