କରୋନା ଆକ୍ରାନ୍ତଙ୍କ ଫୁସଫୁସ ’ଚମଡ଼ା ବଲ୍‌’ ପରି ଟାଣ!

ବେଙ୍ଗାଲୁରୁ: କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ସମ୍ପର୍କରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଜଣେ ୬୨ ବର୍ଷୀୟ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ବ୍ୟବଚ୍ଛେଦରୁ ଜଣାପଡ଼ିଛି ଯେ ତାଙ୍କ ଫୁସଫୁସ କରୋନା ସଂକ୍ରମଣ ଯୋଗୁ ପୂରା ଚମଡ଼ାର ବଲ୍‌ ପରି ଟାଣ ହୋଇଯାଇଛି। ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ କରୋନାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ […]

tg

tg

Hemant Lenka
  • Published: Friday, 23 October 2020
  • Updated: 23 October 2020, 08:03 PM IST

Sports

Latest News

ବେଙ୍ଗାଲୁରୁ: କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ସମ୍ପର୍କରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଜଣେ ୬୨ ବର୍ଷୀୟ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ବ୍ୟବଚ୍ଛେଦରୁ ଜଣାପଡ଼ିଛି ଯେ ତାଙ୍କ ଫୁସଫୁସ କରୋନା ସଂକ୍ରମଣ ଯୋଗୁ ପୂରା ଚମଡ଼ାର ବଲ୍‌ ପରି ଟାଣ ହୋଇଯାଇଛି।

ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ କରୋନାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ନାକ ଓ ଗଳାରେ ଭାଇରସ ଦୀର୍ଘ ୧୮ ଘଣ୍ଟା ଯାଏ ସକ୍ରିୟ ରହୁଛି। କର୍ଣ୍ଣାଟକାରେ ୬୨ ବର୍ଷୀୟ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦରୁ ଏହା ସ୍ପଷ୍ଟ ହୋଇଥିବା ଅକ୍ସଫୋର୍ଡ ମେଡିକାଲ କଲେଜର ଡା ଦୀନେଶ ରାଓ କହିଛନ୍ତି।

ସେ ହିଁ ଏହି ବ୍ୟକ୍ତିଙ୍କର ଶବ ବ୍ୟବଚ୍ଛେଦ କରାଇଥିଲେ। ସେ କହିଛନ୍ତି, ଆକ୍ରାନ୍ତ ଜଣଙ୍କର ଫୁସଫୁସ ଚମଡ଼ା ବଲ ପରେ ପୂରା ଟାଣ ହୋଇଯାଇଥିଲା। ସେହିପରି ରକ୍ତ କଣିକା ଗୁଡ଼ିକ ଜମାଟ ମଧ୍ୟ ବାନ୍ଧି ଦେଇଥିଲା। ଶବ ବ୍ୟବଚ୍ଛେଦ ବେଳେ ବିଭିନ୍ନ ଦିଗ ପ୍ରତି ଗୁରୁତ୍ୱ ଦିଆଯାଇଥିଲା। ଏଥିପାଇଁ ୧ ଘଣ୍ଟା ୧୦ ମିନିଟ୍‌ ସମୟ ଲାଗିଥିଲା। ଏହାପରେ ରିପୋର୍ଟକୁ ତର୍ଜମା କରାଯାଇଥିଲା ଓ ବୁଧବାର ହିଁ ମାଇକ୍ରୋସ୍କୋପି ତଥ୍ୟ ସାମ୍ନାକୁ ଆସିଥିଲା।

ରିପୋର୍ଟ ଅନୁସାରେ, ଡା. ରାଓ ମୃତ ବ୍ୟକ୍ତିଙ୍କ ନାକ, ଗଳା, ପାଟି, ଫୁସଫୁସ ଓ ଶ୍ୱାସନଳୀରୁ ସ୍ୱାବ ସଂଗ୍ରହ କରିଥିଲେ। ଏହାବାଦ ମୁହଁ ଉପରେ ଥିବା ଚମଡ଼ା ଓ ବେକରୁ ମଧ୍ୟ ସ୍ୱାବ ସଂଗ୍ରହ କରିଥିଲେ। ଆରଟିପିସିଆର ଟେଷ୍ଟରୁ ଜଣାପଡ଼ିଥିଲା ଯେ କେବଳ ନାକ ଓ ଗଳାରୁ ନିଆ ଯାଇଥିବା ସ୍ୱାବରେ କରୋନା ଭାଇରସ ଠାବ ହୋଇଥିଲା। ମୃତ୍ୟୁର ୧୮ ଘଣ୍ଟା ଯାଏ ଭାଇରସ ସେଠାରେ ସକ୍ରିୟ ଥିବା ପରୀକ୍ଷାରୁ ଜଣାପଡ଼ିଛି। ଏହାର ଅର୍ଥ ଜଣେ କରୋନା ଆକ୍ରାନ୍ତ ମୃତକ ମଧ୍ୟ ଅନ୍ୟମାନଙ୍କୁ ସଂକ୍ରମଣ କରିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story