ଘରର ରନ୍ଧା ଖାଇବା: ଚିଦାଙ୍କୁ ନା, ରତୁଲଙ୍କୁ ହଁ

ନୂଆଦିଲ୍ଲୀ: ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରତୁଲ ପୁରୀ ୩ ଦିନ ପାଇଁ ଇଡି ରିମାଣ୍ଡର ଯାଇଛନ୍ତି। ତାଙ୍କୁ ସିବିଆଇ ସ୍ୱତନ୍ତ୍ର ଅଦାଲତା ଇଡି ରିମାଣ୍ଡରେ ପଠାଇଥିବା ବେଳେ ସେ କରିଥିବା ଆବେଦନକୁ ଗ୍ରହଣ କରିଛନ୍ତି। ଇଡି ରିମାଣ୍ଡରେ ରହିବା ସମୟରେ ରତୁଲ ଘରର ରନ୍ଧା ଖାଦ୍ୟ ଖାଇ ପାରିବେ ଏବଂ ପ୍ରତିଦିନ ତାଙ୍କ ମା’ ତାଙ୍କୁ ସାକ୍ଷାତ କରିପାରିବେ ବୋଲି କୋର୍ଟ କହିଛନ୍ତି। ତେବେ କୋର୍ଟଙ୍କ ଏହି […]

erd

erd

Hemant Lenka
  • Published: Monday, 16 September 2019
  • Updated: 16 September 2019, 06:36 PM IST

Sports

Latest News

ନୂଆଦିଲ୍ଲୀ: ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରତୁଲ ପୁରୀ ୩ ଦିନ ପାଇଁ ଇଡି ରିମାଣ୍ଡର ଯାଇଛନ୍ତି। ତାଙ୍କୁ ସିବିଆଇ ସ୍ୱତନ୍ତ୍ର ଅଦାଲତା ଇଡି ରିମାଣ୍ଡରେ ପଠାଇଥିବା ବେଳେ ସେ କରିଥିବା ଆବେଦନକୁ ଗ୍ରହଣ କରିଛନ୍ତି।

ଇଡି ରିମାଣ୍ଡରେ ରହିବା ସମୟରେ ରତୁଲ ଘରର ରନ୍ଧା ଖାଦ୍ୟ ଖାଇ ପାରିବେ ଏବଂ ପ୍ରତିଦିନ ତାଙ୍କ ମା’ ତାଙ୍କୁ ସାକ୍ଷାତ କରିପାରିବେ ବୋଲି କୋର୍ଟ କହିଛନ୍ତି। ତେବେ କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

କାରଣ କିଛି ଦିନ ପୂର୍ବରୁ ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ହୋଇଥିବା କଂଗ୍ରେସ ନେତା ପି ଚିଦାମ୍ବରମ ଦିଲ୍ଲୀ କୋର୍ଟଙ୍କୁ ଘରର ରନ୍ଧା ଖାଦ୍ୟ ଜେଲ ରହଣି ସମୟରେ ଯୋଗାଇ ଦେବାକୁ ଅନୁମତି ମାଗିଥିଲେ। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ।

ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଆବେଦନର ଶୁଣାଣି କରି କହିଥିଲେ ଯେ “ତିହାର ଜେଲର ଅନ୍ୟ କଏଦୀମାନେ ଯେଉଁ ଖାଦ୍ୟ ଖାଉଛନ୍ତି, ଚିଦାମ୍ବରମ ସମାନ ଖାଦ୍ୟ ଖାଇବେ। ତାଙ୍କୁ କୌଣସି ପ୍ରକାରର ଘରର ରନ୍ଧା ଖାଦ୍ୟ ମିଳିପାରିବ ନାହିଁ।”

ହେଲେ ଏହି ନିର୍ଦ୍ଦେଶ ରତୁଲ ପୁରୀଙ୍କ ପାଇଁ ଲାଗୁ ହୋଇନାହିଁ। ସେପ୍ଟେମ୍ବର ୪ରେ ଇଡି ଅଗୁଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲାରେ ରତୁଲଙ୍କୁ ଗିରଫ କରିଥିଲା। ଆଜି ତାଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବାରୁ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଆଉ ୩ ଦିନ ପାଇଁ ଇଡି ହେପାଜତକୁ ପଠାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story