ରାଜଧାନୀରୁ ଆସୁଛନ୍ତି କି? ତା’ହେଲେ କରୋନା ପାଇଁ ଦେବାକୁ ପଡ଼ିବ ଏମିତି ପରୀକ୍ଷା

ଲକ୍ଷ୍ନୌ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିଲେ ହେଁ ରାଜଧାନୀ ଦିଲ୍ଲୀରେ ଏହା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଦିଲ୍ଲୀରେ କରୋନାର ୩ୟ ଲହରୀ ଚାଲିଥିବା ସରକାର କହିଛନ୍ତି। ତେଣୁ ଦିଲ୍ଲୀରୁ ଆସୁଥିବା ସବୁ ଲୋକ କରୋନା ପରୀକ୍ଷାର ସମ୍ମୁଖୀନ ହେବେ ବୋଲି ଆଜି ଉତ୍ତର ପ୍ରଦେଶ ସରକାର କହିଛନ୍ତି। ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ଉପରେ ବ୍ରେକ ଲଗାଇବାକୁ ୟୁପି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଅର୍ଥାତ ଆଜି ଠାରୁ […]

u

u

Hemant Lenka
  • Published: Friday, 13 November 2020
  • Updated: 13 November 2020, 03:31 PM IST

Sports

Latest News

ଲକ୍ଷ୍ନୌ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିଲେ ହେଁ ରାଜଧାନୀ ଦିଲ୍ଲୀରେ ଏହା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଦିଲ୍ଲୀରେ କରୋନାର ୩ୟ ଲହରୀ ଚାଲିଥିବା ସରକାର କହିଛନ୍ତି। ତେଣୁ ଦିଲ୍ଲୀରୁ ଆସୁଥିବା ସବୁ ଲୋକ କରୋନା ପରୀକ୍ଷାର ସମ୍ମୁଖୀନ ହେବେ ବୋଲି ଆଜି ଉତ୍ତର ପ୍ରଦେଶ ସରକାର କହିଛନ୍ତି।

ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ଉପରେ ବ୍ରେକ ଲଗାଇବାକୁ ୟୁପି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଅର୍ଥାତ ଆଜି ଠାରୁ ଯିଏ ବି ଦିଲ୍ଲୀରୁ ଉତ୍ତର ପ୍ରଦେଶ ଆସିବେ, ତାଙ୍କର କରୋନା ଟେଷ୍ଟ ବାଧ୍ୟତାମୂଳକ ଭାବେ କରାଯିବ।

ଦିଲ୍ଲୀରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ଏୟାରପୋର୍ଟ କର୍ମଚାରୀ, ସର୍ଭେଲାନ୍ସ ଟିମ, କର୍ପୋରେଟର୍ସ ଓ ଆବାସିକ କଲ୍ୟାଣ ଆସୋସିଏସନ ସହାୟତା କରିବେ। ସେମାନେ ସ୍ୱେଚ୍ଛାକୃତ ଭାବେ ସ୍ଥାନୀୟ ପ୍ରଶାସନକୁ ସୂଚନା ଦେବେ ଓ ତଦ୍‌ନୁସାରେ ସମସ୍ତଙ୍କର କରୋନା ଟେଷ୍ଟ କରାଯିବ।

ସେହିପରି ରାଜ୍ୟରେ ଥିବା ସମସ୍ତ ଘରୋଇ ପ୍ୟାଥୋଲଜିର କର୍ମଚାରୀଙ୍କ ମଧ୍ୟ କରୋନା ଟେଷ୍ଟ କରାଯିବ। ରାଜ୍ୟରେ ଯେମିତି କରୋନାର ଦ୍ୱିତୀୟ ଲହରୀ ଦେଖା ନ ଯିବ, ସେଥିପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story