୧ କୋଟି ଟଙ୍କାର ନୋଟ୍‌ରେ ସଜେଇ ହୋଇଛନ୍ତି ମା’, ଦେଖନ୍ତୁ ଭିଡିଓ

ହାଇଦ୍ରାବାଦ: ଆପଣ କେବେ କୌଣସି ଦେବାଦେବୀଙ୍କର ସାଜସଜା କେବଳ ଟଙ୍କାରେ ହୋଇଥିବା ଦେଖିଛନ୍ତି କି? ଯଦି ନା, ତା’ହେଲେ ଆଜି ଏମିତି ଏକ ଭିଡିଓ ଓ ଖବର ସାମ୍ନାକୁ ଆସିଛି। ପୂରା ୧ କୋଟି ଟଙ୍କାର ନୋଟ୍‌ରେ ମା’ଙ୍କୁ ସଜା ଯାଇଛି। ଫୁଲ ହାର ଠାରୁ ଆରମ୍ଭ କରି ମୁକୁଟ ଯାଏ ଚାରିଆଡ଼େ ଟଙ୍କାର ନୋଟ୍‌କୁ ସେମାନଙ୍କ ରଙ୍ଗ ଅନୁସାରେ ସଜା ଯାଇଛି। ଏହି ନୋଟ୍‌ରେ ସଜେଇ ହୋଇ ମା’ ମଧ୍ୟ ବେଶ ସୁନ୍ଦର ଦିଶୁଛନ୍ତି। ତେଲେଙ୍ଗାନାର […]

dfd

dfd

Hemant Lenka
  • Published: Monday, 26 October 2020
  • Updated: 26 October 2020, 04:36 PM IST

Sports

Latest News

ହାଇଦ୍ରାବାଦ: ଆପଣ କେବେ କୌଣସି ଦେବାଦେବୀଙ୍କର ସାଜସଜା କେବଳ ଟଙ୍କାରେ ହୋଇଥିବା ଦେଖିଛନ୍ତି କି? ଯଦି ନା, ତା’ହେଲେ ଆଜି ଏମିତି ଏକ ଭିଡିଓ ଓ ଖବର ସାମ୍ନାକୁ ଆସିଛି। ପୂରା ୧ କୋଟି ଟଙ୍କାର ନୋଟ୍‌ରେ ମା’ଙ୍କୁ ସଜା ଯାଇଛି। ଫୁଲ ହାର ଠାରୁ ଆରମ୍ଭ କରି ମୁକୁଟ ଯାଏ ଚାରିଆଡ଼େ ଟଙ୍କାର ନୋଟ୍‌କୁ ସେମାନଙ୍କ ରଙ୍ଗ ଅନୁସାରେ ସଜା ଯାଇଛି। ଏହି ନୋଟ୍‌ରେ ସଜେଇ ହୋଇ ମା’ ମଧ୍ୟ ବେଶ ସୁନ୍ଦର ଦିଶୁଛନ୍ତି। ତେଲେଙ୍ଗାନାର ଗଡୱାଲାଠାରେ ଦଶହରା ଉତ୍ସବ ଉପଲକ୍ଷେ କନାୟକା ପରମେଶ୍ୱରୀ ମା’ଙ୍କ ମନ୍ଦିରରେ ଫୁଲ ବଦଳରେ ୧ କୋଟି ଟଙ୍କାର ନୋଟ୍‌କୁ ବ୍ୟବହାର କରାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ମା’ଙ୍କ ଫୁଲ ମାଳ ଠାରୁ ଆରମ୍ଭ କରି ବିଭିନ୍ନ ରଙ୍ଗର ନୋଟ୍‌କୁ ମୋଡ଼ା ଯାଇ ଫୁଲ ପ୍ରସ୍ତୁତ କରାଯାଇଛି। ନୋଟ୍‌ର ରଙ୍ଗ ଅନୁସାରେ ଏହାକୁ ବେଶ ଭଲ ଭାବେ ଆକର୍ଷଣୀୟ ଢଙ୍ଗରେ ସଜାଇ ଯାଇଛି। ମୋଟ ଉପରେ ୧,୧୧,୧୧,୧୧୧ ଟଙ୍କାର ନୋଟ୍‌ ବ୍ୟବହାର କରାଯାଇଛି। ଏଥିରେ ୫ ଟଙ୍କିଆ ନୋଟ୍‌ ଠାରୁ ୨୦୦୦ ହଜାର ଟଙ୍କିଆ ନୋଟ୍‌ ରହିଛି।
https://twitter.com/i/status/1320605503458734080

ମନ୍ଦିରର ପୂଜକ କହିଛନ୍ତି, ଗତବର୍ଷ ସାଜସଜା ପାଇଁ ୩, ୩୩, ୩୩, ୩୩୩ ଟଙ୍କାର ନୋଟ୍‌ ବ୍ୟବହାର କରାଯାଇଥିଲା। ଏଥର କରୋନା ଭାଇରସ ପାଇଁ ଆର୍ଥିକ ମାନ୍ଦାବସ୍ଥା ଚାଲିଛି। ତେଣୁ ଟଙ୍କାର ମୂଲ୍ୟକୁ ହ୍ରାସ କରାଯାଇଛି। ଚଳିତ ବର୍ଷ ୪୦ରୁ ୫୦ ଜଣ ଲୋକ ସାଜସଜା ପାଇଁ ଟଙ୍କା ଦେଇଛନ୍ତି। ପୂଜା ପରେ ଏଗୁଡ଼ିକୁ ସେମାନଙ୍କୁ ଫେରାଇ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story