ଚାଇନା ସହ ବିବାଦ ମଧ୍ୟରେ କେତେ ପ୍ରତିଶତ ବଢ଼ିଲା ପ୍ରତିରକ୍ଷା ବଜେଟ୍‌

ନୂଆଦିଲ୍ଲୀ: ପୂର୍ବ ଲଦଖାରେ ଚାଇନା ସହ ଚାଲିଥିବା ବିବାଦ ମଧ୍ୟରେ ଭାରତ ସରକାର ପ୍ରତିରକ୍ଷାର କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଆଜି ବଜେଟ୍‌ରେ ପ୍ରତିରକ୍ଷା କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଗତଥର ଅପେକ୍ଷା ଚଳିତ ବର୍ଷ ପ୍ରତିରକ୍ଷା ବଜେଟ୍‌ ୭.୪% ବୃଦ୍ଧି ପାଇଛି। ପେନସନକୁ ଛାଡ଼ି କେବଳ ପ୍ରତିରକ୍ଷା ଖର୍ଚ୍ଚ ପାଇଁ ବଜେଟ୍‌ରେ ୩.୬୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିପରି ଚଳିତ ବର୍ଷ ପୂରା ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ୪,୭୮,୧୯୫.୬୨ […]

cdw

cdw

Hemant Lenka
  • Published: Monday, 01 February 2021
  • Updated: 01 February 2021, 04:11 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବ ଲଦଖାରେ ଚାଇନା ସହ ଚାଲିଥିବା ବିବାଦ ମଧ୍ୟରେ ଭାରତ ସରକାର ପ୍ରତିରକ୍ଷାର କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଆଜି ବଜେଟ୍‌ରେ ପ୍ରତିରକ୍ଷା କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଗତଥର ଅପେକ୍ଷା ଚଳିତ ବର୍ଷ ପ୍ରତିରକ୍ଷା ବଜେଟ୍‌ ୭.୪% ବୃଦ୍ଧି ପାଇଛି। ପେନସନକୁ ଛାଡ଼ି କେବଳ ପ୍ରତିରକ୍ଷା ଖର୍ଚ୍ଚ ପାଇଁ ବଜେଟ୍‌ରେ ୩.୬୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିପରି ଚଳିତ ବର୍ଷ ପୂରା ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ୪,୭୮,୧୯୫.୬୨ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା ହୋଇଛି।

ସେନା ବାହିନୀକୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇବା ଓ ଆଧୁନିକରଣ କରିବାକୁ ଗତ ବର୍ଷ ୧,୧୩,୭୩୪ ଲକ୍ଷ କୋଟିର ବ୍ୟବସ୍ଥା ହୋଇଥିଲା। ହେଲେ ୨୦୨୧-୨୨ରେ ଏହାକୁ ୧,୩୫,୦୬୦ କୋଟି କରାଯାଇଛି। ଏହାର ଅର୍ଥ ୧୮% ଅଧିକ ଅର୍ଥ ବ୍ୟୟବରାଦ ହୋଇଛି।

ଗତବର୍ଷ ଆର୍ମିକୁ ଅତ୍ୟାଧୁନିକ କରିବାକୁ ୨୦,୭୭୬ କୋଟି ଟଙ୍କା ଅତିରିକ୍ତ ପାଣ୍ଠି ମଧ୍ୟ ଯୋଗାଇ ଦିଆଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ପୁଞ୍ଜିଗତ ବ୍ୟୟ ୧.୩୫ ଲକ୍ଷ କୋଟି ଟଙ୍କାକୁ ମିଶାଇ ଚଳିତ ଆର୍ଥିକ ବର୍ଷ ବଜେଟରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୪.୭୮ ଲକ୍ଷ କୋଟି ମିଳିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି।

ପ୍ରତିରକ୍ଷା କ୍ଷେତ୍ରରେ ପୁଞ୍ଜିଗତ ବ୍ୟୟରେ ୧୯% ବୃଦ୍ଧି ଘଟିଛି। ୧୫ ବର୍ଷ ଭିତରେ ପ୍ରତିରକ୍ଷା କ୍ଷେତ୍ର ପାଇଁ କେବେ ହେଲେ ଏତେ ପରିମାଣର ପୁଞ୍ଜିଗତ ବ୍ୟୟ କରାଯାଇ ନଥିଲା ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଭାରତର ପ୍ରତିରକ୍ଷା ବଜେଟ୍‌ ବୃଦ୍ଧି ପାଇଥିଲେ ହେଁ ଚାଇନା ଠାରୁ ଏହା ଯଥେଷ୍ଟ କମ।

୨୦୧୪-୨୦୧୯ ମଧ୍ୟରେ ଚାଇନା ନିଜର ପ୍ରତିରକ୍ଷା କ୍ଷେତ୍ର ପାଇଁ ୨୬୧.୧ ବିଲିୟନ ଡଲାର ଖର୍ଚ୍ଚ କରିଥିବା ବେଳେ ଭାରତ ୭୧.୧ ବିଲିୟନ ଡଲାର ଖର୍ଚ୍ଚ କରିଛି। ସେହିପରି ପାକିସ୍ତାନ ଏହି ସମୟ ସୀମା ମଧ୍ୟରେ ନିଜ ପ୍ରତିରକ୍ଷା ବିଭାଗକୁ ସୁଦୃଢ଼ କରିବାକୁ ୧୦.୩ ବିଲିୟନ ଡଲାର ଖର୍ଚ୍ଚ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story