ନିଲାମ ହେଲା ଦାଉଦ ସମ୍ପତ୍ତି, ତିଆରି ହେବ ଆତଙ୍କୀ ବିରୋଧୀ ଜାତୀୟ ସାମ୍ମୁଖ୍ୟ

ମୁମ୍ବାଇ: ମୋଷ୍ଟ ୱାଣ୍ଟେଡ୍‌ ଦାଉଦ ଇବ୍ରାହିମର ୬ଟି ସମ୍ପତ୍ତି ଇ-ନିଲାମ କରାଯାଇଛି। ଏହି ସମ୍ପତ୍ତିଗୁଡ଼ିକ ମହାରାଷ୍ଟ୍ରର ଖେଡ୍‌ ଜିଲ୍ଲା ଅନ୍ତର୍ଗତ ରତ୍ନଗିରିରେ ଦାଉଦର ପରିବାର ଲୋକଙ୍କ ନାଁରେ ପଞ୍ଜୀକରଣ ହୋଇଥିଲା। ଏହାକୁ ୨୨.୮ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି। ତେବେ ଏହି ୬ ସମ୍ପତ୍ତି ମଧ୍ୟରୁ ୨ଟିକୁ ଦିଲ୍ଲୀରେ ଅବସ୍ଥାପିତ ଦୁଇ ଜଣ ଆଇନଜୀବୀ କିଣିଛନ୍ତି। ରିଜର୍ଭ ଦରରେ ଆଇନଜୀବୀ ଭୂପେନ୍ଦ୍ର କୁମାର ଭରଦ୍ୱାଜ ଗୋଟିଏ ଜମିର ୪ଟି ପାର୍ସଲ କିଣିଛନ୍ତି। ଏଠାରେ ସେ ଆତଙ୍କୀ ବିରୋଧୀ […]

gf

gf

Hemant Lenka
  • Published: Wednesday, 11 November 2020
  • Updated: 11 November 2020, 03:44 PM IST

Sports

Latest News

ମୁମ୍ବାଇ: ମୋଷ୍ଟ ୱାଣ୍ଟେଡ୍‌ ଦାଉଦ ଇବ୍ରାହିମର ୬ଟି ସମ୍ପତ୍ତି ଇ-ନିଲାମ କରାଯାଇଛି। ଏହି ସମ୍ପତ୍ତିଗୁଡ଼ିକ ମହାରାଷ୍ଟ୍ରର ଖେଡ୍‌ ଜିଲ୍ଲା ଅନ୍ତର୍ଗତ ରତ୍ନଗିରିରେ ଦାଉଦର ପରିବାର ଲୋକଙ୍କ ନାଁରେ ପଞ୍ଜୀକରଣ ହୋଇଥିଲା। ଏହାକୁ ୨୨.୮ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି। ତେବେ ଏହି ୬ ସମ୍ପତ୍ତି ମଧ୍ୟରୁ ୨ଟିକୁ ଦିଲ୍ଲୀରେ ଅବସ୍ଥାପିତ ଦୁଇ ଜଣ ଆଇନଜୀବୀ କିଣିଛନ୍ତି।

ରିଜର୍ଭ ଦରରେ ଆଇନଜୀବୀ ଭୂପେନ୍ଦ୍ର କୁମାର ଭରଦ୍ୱାଜ ଗୋଟିଏ ଜମିର ୪ଟି ପାର୍ସଲ କିଣିଛନ୍ତି। ଏଠାରେ ସେ ଆତଙ୍କୀ ବିରୋଧୀ ଜାତୀୟ ସାମ୍ମୁଖ୍ୟ ଗଠନ କରିବେ। ଏହି ସମ୍ପତ୍ତିଗୁଡ଼ିକ ଦାଉଦର ମା’ ଅମୀନା ବି ଓ ଭଉଣୀ ହସୀନା ପାରକେରଙ୍କ ନାଁରେ ପଞ୍ଜୀକରଣ ହୋଇଥିଲା। ଏହାକୁ SAFEMA ଆଇନ ଅନୁସାରେ ନିଲାମ କରାଯାଇଛି।

ଅନ୍ୟତମ ଆଇନଜୀବୀ ଅଜୟ ଶ୍ରୀବାସ୍ତବ ମଧ୍ୟ ରିଜର୍ଭ ପ୍ରାଇସରୁ ଅଧିକ ମୂଲ୍ୟରେ ଦୁଇଟି ସମ୍ପତ୍ତି କିଣିଛନ୍ତି। ଏହା ମଧ୍ୟରେ ଗୋଟିଏ ଦୁଇ ମହଲାର ବିଲଡିଂ ରହିଛି। ଏହି ବିଲ୍ଡଂରେ ଦାଉଦ ଓ ତଦା’ର ସମ୍ପର୍କୀୟ ୧୯୯୦ରେ ରହୁଥିଲେ। ତେବେ ସେମାନେ ଭାରତରୁ ଫେରାର ହେବା ପରେ ଏହା ଖାଲି ପଡ଼ିଥିଲା।

ଅନ୍ୟପକ୍ଷରେ ଦାଉଦର ସହଯୋଗୀ ଇକବାଲ ମିର୍ଚ୍ଚିର ସାନ୍ତାକ୍ରୁଜ ନିକଟରେ ଥିବା ୧୨୪୫ ସ୍କୋୟାର ଫୁଟର ଏକ ବିଲିଡିଂ ମଧ୍ୟ ଆଜି ନିଲାମ ହେବାର ଥିଲା। ଏହାର ମୂଲ୍ୟ ୩.୪୫ କୋଟି ଟଙ୍କା ଧାର୍ଯ୍ୟ ହୋଇଥିଲା। ତେବେ ଟେକ୍ନିକାଲ ତ୍ରୁଟି ଯୋଗୁ ଏହା ସମ୍ଭବ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story