କାଳ ହେଲା ଫଟୋ ଉଠାଇବା: ଡିଏସ୍‌ପିଙ୍କୁ ପିଟି ପିଟି ମାରି ଦେଲେ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ରାଜଧାନୀ ଶ୍ରୀନଗରରେ ଶୁକ୍ରବାର ଭୋରରେ ଲୋକେ ଜଣେ ଡିଏସ୍‌ପିଙ୍କୁ ପିଟି ପିଟି ମାରି ଦେଇଛନ୍ତି। ତାଙ୍କ ନାଁ ମହମ୍ମଦ ଆୟୁବ ପଣ୍ଡିତ। ମିଳିଥିବା ସୂଚନା ଅନୁଯାୟୀ ମହମ୍ମଦ ଆୟୁବ ଜାମିଆ ମସ୍‌ଜିଦ ସମ୍ମୁଖରେ ଫଟୋ ଉଠାଉଥିଲେ। ମସ୍‌ଜିଦ୍‌ରୁ ବାହାରୁ ଥିବା ଲୋକଙ୍କର ସେ ଫଟୋ ଉଠାଉଥିଲେ। ଏଥିରୁ ବିରତ ରହିବାକୁ କିଛି ଲୋକ ତାଙ୍କୁ କହିଥିଲେ। ଏହାକୁ ନେଇ ସେମାନଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା। କିଛି ଉତ୍‌କ୍ଷିପ୍ତ ଲୋକେ ତାଙ୍କୁ […]

dsp

dsp

Rakesh Mallick
  • Published: Friday, 23 June 2017
  • Updated: 23 June 2017, 12:55 PM IST

Sports

Latest News

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ରାଜଧାନୀ ଶ୍ରୀନଗରରେ ଶୁକ୍ରବାର ଭୋରରେ ଲୋକେ ଜଣେ ଡିଏସ୍‌ପିଙ୍କୁ ପିଟି ପିଟି ମାରି ଦେଇଛନ୍ତି। ତାଙ୍କ ନାଁ ମହମ୍ମଦ ଆୟୁବ ପଣ୍ଡିତ।

ମିଳିଥିବା ସୂଚନା ଅନୁଯାୟୀ ମହମ୍ମଦ ଆୟୁବ ଜାମିଆ ମସ୍‌ଜିଦ ସମ୍ମୁଖରେ ଫଟୋ ଉଠାଉଥିଲେ। ମସ୍‌ଜିଦ୍‌ରୁ ବାହାରୁ ଥିବା ଲୋକଙ୍କର ସେ ଫଟୋ ଉଠାଉଥିଲେ। ଏଥିରୁ ବିରତ ରହିବାକୁ କିଛି ଲୋକ ତାଙ୍କୁ କହିଥିଲେ। ଏହାକୁ ନେଇ ସେମାନଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା। କିଛି ଉତ୍‌କ୍ଷିପ୍ତ ଲୋକେ ତାଙ୍କୁ ଧରିବାକୁ ଚେଷ୍ଟା କରିବାରୁ ସେ ଗୁଳି ଚଳାଇଥିଲେ। ଏଥିରେ ତିନି ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏହା ପରେ ଦଳେ ଯୁବକ ତାଙ୍କୁ ଘେରି ଯାଇ ମାଡ଼ ମାରିଥିଲେ। ଏହି ଛୋଟ ଦଳ ଧୀରେ ଧୀରେ ଭିଡ଼ର ରୂପ ନେଲା। ପଥରରେ ଛେଚି ମାରିବା ପୂର୍ବରୁ ତାଙ୍କୁ ସଂପୂର୍ଣ୍ଣ ଉଲଗ୍ନ କରି ଦିଆଯାଇଥିଲା।

ଭୋର ପ୍ରାୟ ୩ଟା ବେଳେ ଜାମିଆ ମସ୍‌ଜିଦ୍‌ରେ ବିଶେଷ ପ୍ରାର୍ଥନା କରିବାକୁ ଶ୍ରଦ୍ଧାଳୁମାନେ ଆସିଥିବା ବେଳେ ଘଟିଥିଲା ଏହି ଘଟଣା।

ଏହି ଘଟଣା ପରେ ସେଠାରେ ପୋଲିସ୍ ଓ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଏହା ପରେ ସହରର ସାତୋଟି ଥାନାଞ୍ଚଳରେ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story