ଇଡି ଜେରାର ସମ୍ମୁଖୀନ ହେବେ ରବର୍ଟ ଭଦ୍ରାଙ୍କ ମା’

ଜୟପୁର: ଗାନ୍ଧି ପରିବାର ଓ ଭଦ୍ରା ପରିବାରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ବିଦେଶରେ ବେଆଇନ୍‌ ଭାବେ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭିଣୋଇ ରବର୍ଟ ଭଦ୍ରାଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ଜେରା କରି ସାରିଛି। ଏବେ ଆଉ ଏକ ମନିଲଣ୍ଡରିଂ ମାମଲାରେ ଇଡି ଶ୍ରୀ ଭଦ୍ରା ଏବଂ ତାଙ୍କ ମା’ଙ୍କୁ ଜେରା କରିବ। ଏନେଇ ଉଭୟଙ୍କୁ ଆସନ୍ତାକାଲି ରାଜସ୍ଥାନର ଜୟପୁର ସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିବାକୁ ନୋଟିସ୍‌ […]

sa

sa

Hemant Lenka
  • Published: Monday, 11 February 2019
  • Updated: 11 February 2019, 05:30 PM IST

Sports

Latest News

ଜୟପୁର: ଗାନ୍ଧି ପରିବାର ଓ ଭଦ୍ରା ପରିବାରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ବିଦେଶରେ ବେଆଇନ୍‌ ଭାବେ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭିଣୋଇ ରବର୍ଟ ଭଦ୍ରାଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ଜେରା କରି ସାରିଛି। ଏବେ ଆଉ ଏକ ମନିଲଣ୍ଡରିଂ ମାମଲାରେ ଇଡି ଶ୍ରୀ ଭଦ୍ରା ଏବଂ ତାଙ୍କ ମା’ଙ୍କୁ ଜେରା କରିବ।

ଏନେଇ ଉଭୟଙ୍କୁ ଆସନ୍ତାକାଲି ରାଜସ୍ଥାନର ଜୟପୁର ସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିବାକୁ ନୋଟିସ୍‌ ଦିଆଯାଇଛି। ଏହି ନୋଟିସ୍‌ ପରେ ଆଜି ଭଦ୍ରା ଏବଂ ତାଙ୍କ ମା’ ଜୟପୁର ବିମାନବନ୍ଦରରେ ପହଞ୍ଚିଛନ୍ତି। ଆସନ୍ତାକାଲି ଉଭୟ ଇଡି ଅଫିସରେ ପହଞ୍ଚିବେ।

ରାଜସ୍ଥାନରେ ଏକ ଜମି ଖରିଦଦାରୀକୁ ନେଇ ଇଡି ଏଭଳି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ରାଜସ୍ଥାନ ହାଇକୋର୍ଟରେ ଇଡି ଶ୍ରୀ ଭଦ୍ରାଙ୍କ ମା’ଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଥିବା ଆବେଦନ କରିଥିଲା। ୨୦୧୫ରେ ରାଜସ୍ଥାନ ପୁଲିସ୍‌ ରୁଜୁ କରିଥିବା ଏକାଧିକ ଏଫ୍‌ଆଇଆର ଆଧାରରେ ଇଡି ମନିଲଣ୍ଡରିଂ ମାମଲାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story