ନିର୍ବାଚନ ଖର୍ଚ୍ଚରେ ଆମେରିକାକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ଦେଶ ଭାରତରେ ନିର୍ବାଚନ ଶେଷ ହୋଇଛି। ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତା’ର ହିସାବ ଏବେ ବିଭିନ୍ନ ସର୍ଭେ ସଂସ୍ଥା  କରିବା ଆରମ୍ଭ କରିଛନ୍ତି। ରିପୋର୍ଟ ଅନୁଯାୟୀ ବିଶ୍ୱରେ ଭାରତର ଚଳିତ ସାଧାରଣ ନିର୍ବାଚନ ସବୁଠୁ ବ୍ୟୟବହୁଳ ଥିଲା। ଏବଂ ଦେଶର ୨୦୧୪ ସାଧାରଣ ନିର୍ବାଚନ ତୁଳନାରେ ଚଳିତଥର ଖର୍ଚ୍ଚର ପରିମାଣ ଡବଲ୍ ହୋଇଛି। ସପ୍ତଦଶ ଲୋକସଭା ନିର୍ବାଚନର ସାତଟି ପର୍ଯ୍ୟାୟରେ ମୋଟ ୬୦ ହଜାର କୋଟି ଟଙ୍କା […]

elction expenditure

elction expenditure

Subhransu Sekhar
  • Published: Tuesday, 04 June 2019
  • Updated: 04 June 2019, 12:32 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ଦେଶ ଭାରତରେ ନିର୍ବାଚନ ଶେଷ ହୋଇଛି। ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତା'ର ହିସାବ ଏବେ ବିଭିନ୍ନ ସର୍ଭେ ସଂସ୍ଥା  କରିବା ଆରମ୍ଭ କରିଛନ୍ତି। ରିପୋର୍ଟ ଅନୁଯାୟୀ ବିଶ୍ୱରେ ଭାରତର ଚଳିତ ସାଧାରଣ ନିର୍ବାଚନ ସବୁଠୁ ବ୍ୟୟବହୁଳ ଥିଲା। ଏବଂ ଦେଶର ୨୦୧୪ ସାଧାରଣ ନିର୍ବାଚନ ତୁଳନାରେ ଚଳିତଥର ଖର୍ଚ୍ଚର ପରିମାଣ ଡବଲ୍ ହୋଇଛି।

ସପ୍ତଦଶ ଲୋକସଭା ନିର୍ବାଚନର ସାତଟି ପର୍ଯ୍ୟାୟରେ ମୋଟ ୬୦ ହଜାର କୋଟି ଟଙ୍କା (୮.୭ ବିଲିଅନ) ଖର୍ଚ୍ଚ ହୋଇଛି ବୋଲି ଦିଲ୍ଲୀସ୍ଥିତ ଥିଙ୍କ ଟ୍ୟାଙ୍କ ସେଣ୍ଟର ଫର ମିଡିଆ ପକ୍ଷରୁ (ସିଏମଏସ) ଏହାର ଅଧ୍ୟୟନ କରାଯାଇଛି। ନିର୍ବାଚନ ବେଳେ ଭୋଟର ପିଛା ୭୦୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଗୋଟିଏ ଲୋକସଭା ଆସନ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ସେହିପରି ୨୦୧୬ରେ ହୋଇଥିବା ଆମେରିକାର ସାଧାରଣ ନିର୍ବାଚନରେ ୬.୫ ବିଲିଅନ ଟଙ୍କା ଖର୍ଚ୍ଚ ହୋଇଥିଲା ବୋଲି ଓପନ ସିକ୍ରେଟ(OpenSecrets.org) ନାମକ ସଂସ୍ଥା ପ୍ରକାଶ କରିଛି। ଏହି ସଂସ୍ଥା ଆମେରିକା ନିର୍ବାଚନରେ ଖର୍ଚ୍ଚ ବାବଦରେ ତଥ୍ୟ ସଂଗ୍ରହ କରିଥାଏ।

ଭାରତରେ ନିର୍ବାଚନ ବ୍ୟୟବହୁଳ ହେଉଥିବାରୁ ୨୦୨୪ରେ ଖର୍ଚ୍ଚର ପରିମାଣ ୧ ଟ୍ରିଲିଅନ ପାରି ହେବ ବୋଲି ସିଏମଏସର ଅଧ୍ୟକ୍ଷ ଭାସ୍କର ରାଓ କହିଛନ୍ତି। ନିର୍ବାଚନରେ ମୁଖ୍ୟତଃ କଳା ଟଙ୍କା ବିନିଯୋଗ ହୋଇଥିବା ସିଏମଏସ ଅଧ୍ୟକ୍ଷ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story