ମରାମତି ବେଳେ ଜଳିଗଲା ୧୪୦ କୋଟି ଟଙ୍କାର ଯୁଦ୍ଧ ବିମାନ

ବ୍ରସେଲ୍ସ: ବେଲଜିୟମ ବାୟୁସେନା ପାଇଁ ପ୍ରାୟ ୧୪୦ କୋଟି ଟଙ୍କାରେ କିଣା ଯାଇଥିବା ଏକ ଏଫ୍‌ ୧୬-ଫାଲକନ୍‌ ଯୁଦ୍ଧବିମାନ ମରାମତି ବେଳେ ସଂପୂର୍ଣ୍ଣ ଜଳି ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଖାଲି ସେତିକି ନୁହେଁ, ଏହି ବିମାନ ନିକଟରେ ଥୁଆ ହୋଇଥିବା ଅନ୍ୟ ଦୁଇଟି ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବ୍ରସେଲ୍ସର ୬୦ କିମି ଦୂରରେ ଥିବା ଫ୍ଲରେନସ୍‌ ବାୟୁସେନାର ଏୟାର ବେସ୍‌ରେ ହିଁ ଏଭଳି ଘଟଣା ଘଟିଛି। ଏହାର ବେସ୍‌ର କଣ୍ଟ୍ରୋଲ୍‌ ଟାୱାର ନିକଟରେ ଥିବା ହାଙ୍ଗର୍‌ରେ ଦୁଇ […]

f

f

Hemant Lenka
  • Published: Monday, 15 October 2018
  • Updated: 15 October 2018, 09:20 PM IST

Sports

Latest News

ବ୍ରସେଲ୍ସ: ବେଲଜିୟମ ବାୟୁସେନା ପାଇଁ ପ୍ରାୟ ୧୪୦ କୋଟି ଟଙ୍କାରେ କିଣା ଯାଇଥିବା ଏକ ଏଫ୍‌ ୧୬-ଫାଲକନ୍‌ ଯୁଦ୍ଧବିମାନ ମରାମତି ବେଳେ ସଂପୂର୍ଣ୍ଣ ଜଳି ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଖାଲି ସେତିକି ନୁହେଁ, ଏହି ବିମାନ ନିକଟରେ ଥୁଆ ହୋଇଥିବା ଅନ୍ୟ ଦୁଇଟି ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବ୍ରସେଲ୍ସର ୬୦ କିମି ଦୂରରେ ଥିବା ଫ୍ଲରେନସ୍‌ ବାୟୁସେନାର ଏୟାର ବେସ୍‌ରେ ହିଁ ଏଭଳି ଘଟଣା ଘଟିଛି।

ଏହାର ବେସ୍‌ର କଣ୍ଟ୍ରୋଲ୍‌ ଟାୱାର ନିକଟରେ ଥିବା ହାଙ୍ଗର୍‌ରେ ଦୁଇ ଜଣ କର୍ମଚାରୀ ଏହାର ମରାମତି କରୁଥିଲେ। ବିମାନର ଏକ ଅଂଶକୁ ୱେଲଡିଂ କରୁଥିବା ବେଳେ ହଠାତ୍‌ ଏଥିରେ ନିଆଁ ଲାଗିଯାଇଥିଲା। ଫଳରେ ନିକଟରେ ଥିବା ଅନ୍ୟ ଦୁଇଟି ବିମାନକୁ ମଧ୍ୟ ନିଆଁ ବ୍ୟାପିଯାଇଥିଲା।

ପ୍ରଥମ ଦାମୀ ଯୁଦ୍ଧବିମାନଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ବେଳେ ଦମକଳ ବାହିନୀ ଠିକଣା ସମୟରେ ପହଞ୍ଚି ଅନ୍ୟ ଦୁଇଟି ବିମାନରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲା। କାର୍ଯ୍ୟରତ ଦୁଇ ଜଣ ଶ୍ରମିକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ଏହି ଏଫ୍‌ ୧୬-ଫାଲକନ୍‌ ଯୁଦ୍ଧବିମାନରେ ଥିବା ୨୦ ଏମ୍‌ଏମ୍‌ ଗନ୍‌ରୁ ଗୋଟିଏ ମିନିଟ୍‌ରେ ୬ ହଜାର ଥର ଗୁଳିମାଡ଼ ହୋଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story