ମାଟିରେ ପୋତା ହୋଇଥିଲା ନବଜାତ, କାନ୍ଦିବାରୁ ଜାଣିପାରିଲେ ଲୋକେ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସିଦ୍ଧାର୍ଥ ନଗର ଜିଲ୍ଲା ସୋନଉରା ଗାଁରେ କିଛି ଲୋକ ଜଣେ ଶିଶୁ ରାହା ଧରି କାନ୍ଦୁଥିବା ଶୁଣିବାକୁ ପାଇଥିଲେ। ତେବେ କାନ୍ଦ ଶବ୍ଦଟି କେଉଁ ଆଡ଼ୁ ଆସୁଛି, ସେମାନେ ଜାଣିପାରି ନଥିଲେ। ତଥାପି ସେମାନେ ଧ୍ୟାନର ସହ କାନ୍ଦ ଶବ୍ଦ ଆସୁଥିବା ଦିଗକୁ ଅନୁସରଣ କରି ଗୋଟିଏ ସ୍ଥାନରେ ପହଞ୍ଚିଥିଲେ। ଏହି ସ୍ଥାନରେ ଏକ କୋଠାର ନିର୍ମାଣ ଚାଲିଥିବା ବେଳେ ଗୋଟିଏ ବୁଦା ମୂଳରୁ ଏହି ଶବ୍ଦ ଆସୁଥିବା ସେମାନେ ଜାଣିବାକୁ ପାଇଲେ। […]

dn

dn

Hemant Lenka
  • Published: Thursday, 28 May 2020
  • Updated: 28 May 2020, 02:05 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସିଦ୍ଧାର୍ଥ ନଗର ଜିଲ୍ଲା ସୋନଉରା ଗାଁରେ କିଛି ଲୋକ ଜଣେ ଶିଶୁ ରାହା ଧରି କାନ୍ଦୁଥିବା ଶୁଣିବାକୁ ପାଇଥିଲେ। ତେବେ କାନ୍ଦ ଶବ୍ଦଟି କେଉଁ ଆଡ଼ୁ ଆସୁଛି, ସେମାନେ ଜାଣିପାରି ନଥିଲେ। ତଥାପି ସେମାନେ ଧ୍ୟାନର ସହ କାନ୍ଦ ଶବ୍ଦ ଆସୁଥିବା ଦିଗକୁ ଅନୁସରଣ କରି ଗୋଟିଏ ସ୍ଥାନରେ ପହଞ୍ଚିଥିଲେ। ଏହି ସ୍ଥାନରେ ଏକ କୋଠାର ନିର୍ମାଣ ଚାଲିଥିବା ବେଳେ ଗୋଟିଏ ବୁଦା ମୂଳରୁ ଏହି ଶବ୍ଦ ଆସୁଥିବା ସେମାନେ ଜାଣିବାକୁ ପାଇଲେ।

ହେଲେ ବୁଦା ମୂଳରୁ ଶବ୍ଦ ଆସୁଥିଲେ ହେଁ ସେମାନେ ସେଠାରେ କାହାକୁ ପାଇ ନଥିଲେ। ତେବେ ଆଉ ଟିକେ ଗୁରୁତ୍ୱ ସହ ଯାଞ୍ଚ କରିବାରୁ ମାଟି ଗଦା ଭିତରୁ ଜଣେ ନବଜାତର ଗୋଡ଼ ବାହାରିଥିବା ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ମାଟି ହଟାଇ ନବଜାତକୁ ଉଦ୍ଧାର କରିଥିଲେ। ଏହାପରେ ସେମାନେ ତା’କୁ ଡାକ୍ତରଖାନା ନେଇଯାଇଥିଲେ। ଡାକ୍ତର ନବଜାତ ଜଣଙ୍କ ଜଣେ ପୁଅ ବୋଲି ଚିହ୍ନଟ କରିବା ସହ ତାକୁ ଚିକିତ୍ସା ଯୋଗାଇ ଦେଇଥିଲେ।

ମାଟି ତଳେ ଫସି ରହିଥିବାରୁ ତା’ ଅବସ୍ଥା ସଙ୍କଟାପନ୍ନ ରହିଛି। ହେଲେ କିଏ ଓ କାହିଁକି ନବଜାତକୁ ଏମିତି ଫୋପାଡ଼ିଛି ସେକଥା ଜଣାପଡ଼ିନାହିଁ।

ନବଜାତ ହୋଇଥିଲେ ହେଁ ବଞ୍ଚିବା ପାଇଁ ସେ ରାହା ଧରି କାନ୍ଦିବା ଓ ମାଟି ଭିତରୁ ଗୋଡ଼ ବାହାର କରିବାକୁ ସକ୍ଷମ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଲିସ୍‌ ଏବେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story