ସରକାରଙ୍କ ଖାଦ୍ୟ ଖାଇଲେନି ଚାଷୀ, ନିଜ ସହ ଆଣିଥିବା ଖାଇବା ଖାଇଲେ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ଆଜି କେନ୍ଦ୍ର ଓ ଚାଷୀଙ୍କ ମଧ୍ୟରେ ବିଜ୍ଞାନ ଭବନରେ ବୈଠକ ଚାଲିଛି। ଦିନ ୧୨ଟାରୁ ଆରମ୍ଭ ହୋଇଥିବା ବୈଠକ ପ୍ରାୟ ୩ ଘଣ୍ଟା ଚାଲିବା ପରେ ସମସ୍ତେ ଲଞ୍ଚ ବ୍ରେକ୍‌ରେ ଯାଇଥିଲେ। ଏହି ସମୟରେ ବୈଠକରେ ଯୋଗଦେଇଥିବା ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ଖାଇବା ଓ ଚା’ ପିଇବାକୁ ଦିଆଯାଇଥିଲା। ହେଲେ ସରକାରଙ୍କ ଖାଦ୍ୟକୁ କୌଣସି ଚାଷୀ ପ୍ରତିନିଧି ଗ୍ରହଣ କରି ନଥିଲେ। ସେମାନେ ନିଜ […]

f

f

Hemant Lenka
  • Published: Thursday, 03 December 2020
  • Updated: 03 December 2020, 04:10 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ଆଜି କେନ୍ଦ୍ର ଓ ଚାଷୀଙ୍କ ମଧ୍ୟରେ ବିଜ୍ଞାନ ଭବନରେ ବୈଠକ ଚାଲିଛି। ଦିନ ୧୨ଟାରୁ ଆରମ୍ଭ ହୋଇଥିବା ବୈଠକ ପ୍ରାୟ ୩ ଘଣ୍ଟା ଚାଲିବା ପରେ ସମସ୍ତେ ଲଞ୍ଚ ବ୍ରେକ୍‌ରେ ଯାଇଥିଲେ।

ଏହି ସମୟରେ ବୈଠକରେ ଯୋଗଦେଇଥିବା ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ଖାଇବା ଓ ଚା’ ପିଇବାକୁ ଦିଆଯାଇଥିଲା। ହେଲେ ସରକାରଙ୍କ ଖାଦ୍ୟକୁ କୌଣସି ଚାଷୀ ପ୍ରତିନିଧି ଗ୍ରହଣ କରି ନଥିଲେ। ସେମାନେ ନିଜ ସହ ଆଣିଥିବା ଖାଦ୍ୟକୁ ଖାଇଥିଲେ। ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ଯେଉଁ ପର୍ଯ୍ୟନ୍ତ କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିନାହାନ୍ତି, ସେ ପର୍ଯ୍ୟନ୍ତ ସରକାରଙ୍କ ଠାରୁ କିଛି ବି ଚାଷୀମାନେ ଗ୍ରହଣ କରିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି। ଜଣେ ଚାଷୀ ନେତା କହିଛନ୍ତି, ସେମାନେ ଲଞ୍ଚ ବେଳେ ଆମକୁ ଖାଦ୍ୟ ଦେଇଥିଲେ।

କିନ୍ତୁ ଆମେ ଏହାକୁ ମନା କରି, ନିଜ ସହ ଆଣିଥିବା ଖାଦ୍ୟ ଖାଇଥିଲୁ। ସରକାର ଆମକୁ ଖାଦ୍ୟ ସହ ଚା’ ମଧ୍ୟ ପିଇବାକୁ ଦେଇଥିଲେ। ହେଲେ ଆମେ ତାଙ୍କୁ ନିଜ ସହ ଖାଇବାକୁ ଆଣିଛୁ ବୋଲି କହିଥିଲୁ। ଆମେ ଆଣିଥିବା ଖାଦ୍ୟକୁ ପରସ୍ପର ସହ ବାଣ୍ଟି ଖାଇଛୁ ବୋଲି ଚାଷୀ ନେତା ଜଣଙ୍କ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story